କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କ ଓଲିଉଡ୍ ଲିଙ୍କ୍ ରହିଥିବା ଜଣାପଡ଼ିଛି..
ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍ଆପ୍ ହ୍ୟାକ୍ ସମସ୍ତଙ୍କୁ ଚକିତ କରିଦେଇଛି.. ସେ କହିଛନ୍ତି ସେ କୌଣସି ଲିଙ୍କ୍ କ୍ଲିକ୍ କରି ନଥିଲେ.. ତଥାପି ତାଙ୍କ ହ୍ୱାଟସ୍ ଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷର...
ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ। ଭିଡିଓ ପୋଷ୍ଟ କରିଥିବା ଜଣେ ଝିଅ ଯାହା କହିଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ଯ କରିଦେବ। ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷାରେ ଭିଡିଓ କରିବା ପଛରେ ଅଛି ଗ୍ରୁପ।
ମୁଁ ଷ୍ଟ୍ରଙ୍ଗ ମୁଁ ସବୁ ସମ୍ଭାଳି ପାରିବି, ମା ତୁ ଏଠୁ ଯା । ମୁଁ କଣ ଖରାପ କାମ କରିଛି ଯେ ମୁଁ ଏମାନଙ୍କୁ ଡରିବି । ତୁ ଯା ମୁଁ ସବୁ ସମ୍ଭାଳି ନେବି । ଏମିତି ପ୍ରତିକ୍ରିୟା ଦେଇଛନ୍ତି କଟକରେ ମାରଣାସ୍ତ୍ର ସହ ଭିଡିଓ...
ବାଥରୁମର ଟିଣ ଜାଲିରେ ଫସି ଛଟପଟ ହେଲା ନାଗ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ପୋଖରୀପୁଟର ଜଣେ ବ୍ୟକ୍ତିଙ୍କ ଘରେ । ନାଗ ସାପଟି ବାଥରୁମର ଜାଲି ଦେଇ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ତେବେ ଟିଣ ଜାଲିରେ କଣା ଥିବାରୁ ଏଥିରେ...
ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାବେଳୁ ପ୍ରତିଭାର ବାସ୍ନା ଆକର୍ଷିତ କରେ.. ସେମିତି ଏ ଦୁଇ କୁନି ଝିଅଙ୍କ କଥା ଯେତେ କହିଲେ କମ ପଡ଼ିଯିବ..ଅତି କମ୍ ବୟସରୁ ନିଜର ପ୍ରତିଭାର ମହକରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଦୁଇ କୁନି ଝିଅ..
ମମିତା ମେହେର ହତ୍ୟାକାଣ୍ଡ ମାମଲାକୁ ନେଇ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କଣ କହୁଛନ୍ତି ଶୁଣନ୍ତୁ..
ଭୁବନେଶ୍ୱରର KBN ଗ୍ରୁପ୍ ଭଳି କଟକରେ ବି ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ପରେ ଏହି ଗୋଷ୍ଠୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ..
ପାକିସ୍ତାନର ପୂର୍ବତନ ସେନାଧିକାରୀ କାଜି ସାଜଦଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର..
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଉଚ୍ଚତା କି ଶରୀର ନୁହେଁ ବରଂ କର୍ମ ସ୍ଥିର କରେ ପରିଚୟ: କମ୍ ଉଚ୍ଚର ମଣିଷ ହୋଇ ବି ସଫଳତାର ଶିଖର ଛୁଇଁଲେ ପାରା ଆଥଲେଟ୍ କେ.ଓ୍ୱାଇ. ଭେଙ୍କଟେଶ୍। ପଦ୍ମଶ୍ରୀ ପୁରସ୍କାର ପ୍ରଦାନବେଳେ ତଳକୁ ଓହ୍ଲାଇ ମହାନତା ଦେଖାଇଲେ ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଚର୍ଚ୍ଚାରେ ରହୁଛନ୍ତି ମହାରାଷ୍ଟ୍ରର ଏନସିପି ନେତା ନୱାବ ମଲିକ୍ । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ଏନସିପି ନେତା ନୱାବ ମଲିକଙ୍କ ହମଲା ଜାରି ରହିଛି । ଗତକାଲି ଫଡାନାଭିସଙ୍କ ଅଣ୍ଡରୱାଲ୍ଡ ଲିଙ୍କ୍ ଅଭିଯୋଗ ପରେ ନବାବ ମଲିକ ହାଇଡ୍ରୋଜେନ ବୋମା...
ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ...
ଏବେ ପୋଲିସ୍ ଟାର୍ଗେଟ୍ରେ ବୁବୁ ଜେନା। ରାତି ଅଧରେ ଭିଡ଼ିଓ କରୁଥିଲେ, ଲୋକଙ୍କୁ ଆତଙ୍କିତ କରୁଥିଲେ
ଓଡ଼ିଶା-ଆନ୍ଧ୍ର ବହୁବିଧ ପୁରୁଣା ବିବାଦର ବାହାରିବ କି ସମାଧାନ ବାଟ? ଏପଟେ ମୁଖ୍ୟମନ୍ତ୍ରୀଙ୍କ ଚାଲିଥିଲା ଭେଟ ସେପଟେ ସୀମାରେ ଆନ୍ଧ୍ର କଲା ନାଟ
ଆକ୍ସନ ନେଲେନି, ବରଂ ପାଖରେ ବସାଇ ମନ୍ତ୍ରୀଙ୍କୁ ନବୀନ ଦେଲେ କ୍ଲିନଚିଟ୍। ସେପଟେ ମନ୍ତ୍ରୀଙ୍କୁ ଆଜି ପୁଣି ଅଣ୍ଡା ମାଡ଼ କଲେ ବିରୋଧୀ...
ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ । ଯମ ପାଲଟିଛି ପ୍ରଳୟଙ୍କାରୀ ବର୍ଷା । ତାମିଲନାଡୁରେ ପ୍ରବଳ ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏନେଇ ସତର୍କତାର ସୂଚନା ଦେଇଛନ୍ତି । ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ...
ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ।
ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା ପରେ ଯାତ୍ରୀବାହୀ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ।