• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Liqour Seized
ବସ୍ତା ବସ୍ତା ଦେଶୀ ରନ୍ଧା ମଦ ଜବତ

ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚାରିଘାରିଆ ଗ୍ରାମରେ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରରୁ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବାଗୁରାଇ ଗ୍ରାମର ଜୀବନଧର ଦାସ ଓରଫ ଚଗୁଲୁଙ୍କୁ ଗିରଫ କରିଛି ଅବକାରୀ ବିଭାଗ.....

gopalpur seabeach
ଗଞ୍ଜାମରେ ଲୋକଙ୍କୁ ସମୁଦ୍ରକୂଳ ମନା

କରୋନା ପାଇଁ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ସମୁଦ୍ର ବେଳାଭୂମୀକୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

Shri Jagannath Land loot
ଜଗନ୍ନାଥ ଜମିକୁ ବି ଖାଇଗଲେ

ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରି ସେଥିରେ ତିଆରି କରିଦେଇଛନ୍ତି କୋଠାଘର, ପୋଖରୀ ଓ ଦୋକାନ। ସାମ୍ନାକୁ ଆସିଲା ଜମି ଜାଲିଆତିର ସଙ୍ଗୀନ ମାମଲା...

pakistan police officer sell his child
ପାଖରେ ପଇସା ନାହିଁ, ଛୁଆକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ବାପା ରାଜି !

ପାକିସ୍ତାନର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଜଣେ ପୋଲିସକର୍ମୀଙ୍କ ଦ୍ୱାରା ନିଜ ପିଲାକୁ ୫୦ ହଜାର ଟଙ୍କାରେ ବିକ୍ରି ନେଇ ନିଲାମ ଡକାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Kangana Ranaut
ମହାତ୍ମାଗାନ୍ଧିଙ୍କୁ ଟାର୍ଗେଟ୍‌ କରି ବିବାଦରେ କଙ୍ଗନା

ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି ପୁଣି ଚର୍ଚ୍ଚାରେ କଙ୍ଗନା। ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲେ, ଗାନ୍ଧୀ ଥିଲେ ଭୋକିଲା ଓ ଚତୁର

Dhabaleswar Temple
ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହେଲା ଗଜ ଭୋଗ

ବହୁ ପ୍ରତୀକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ରାତ୍ର ଗୋଟାଏରୁ ନୀତି କାନ୍ତି ଆରମ୍ଭ ହୋଇ ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳ ରେ ସ୍ନାନ କରା ଯାଇ ଖେଚୁଡି ଭୋଗ କରାଯାଇଥିଲା ।

Bada Osha
ଲାଗି ହେଲା ପ୍ରସିଦ୍ଧ ଗଜଭୋଗ

ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ବିଶ୍ୱପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଥିଲା।

Special Story
୫ ହଜାର ପିଲା ଜନ୍ମ କରାଇଥିଲେ... ନିଜ ଡେଲିଭରି ବେଳକୁ ଆଖି ବୁଜିଲେ...

ନର୍ସ ଜ୍ୟୋତିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିଜ ଚାକିରି ସମୟରେ ୫ ହଜାର ପିଲା ଜନ୍ମ କରାଇଛନ୍ତି। କିନ୍ତୁ ନିଜ ଡେଲିଭରି ସମୟରେ ଆଖି ବୁଜିଲେ ଜ୍ୟୋତି। ଡାକ୍ତର କହିଲେ...

Cine Child Artiste Award 2019
ଐଶ୍ୱର୍ଯ୍ୟାରୁ କେମିତି ପାଲଟିଲେ କୁନିଝିଅ ଖୁସି?

ଐଶର୍ଯ୍ୟାରୁ କେମିତି ପାଲଟିଗଲେ କୁନିଝିଅ ଖୁସି? କାହିଁକି ନର୍ଭସ ଫିଲ କରୁଥିଲେ ଖୁସି? କେମିତି ସିନେମା ଦୁନିଆରେ ପାଦ ଥାପିଲେ ଐଶର୍ଯ୍ୟା? ଜାଣନ୍ତୁ ପୂରା କାହାଣୀ...

Boudh Girl Wins Miss Teen India Iron Girl 2021 Title
ମଡ଼େଲିଂରେ ମନ ଜିଣିଲେ ତନିଶା

ଏବେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ସୁନା ଝିଅ ତନିସା ଅଗ୍ରୱାଲ। ମଡ଼େଲିଂରେ ସର୍ବଭାରତୀୟ ସ୍ତରରେ ଏବେ ତନିଆଙ୍କୁ ମିଳିଛି ବଡ଼ ସଫଳତା।

News Fuse
ଭୋଟ୍‌ ନାହିଁ, କିନ୍ତୁ ଭୋଟରଙ୍କ ପାଖରେ ହଠାତ୍‌ ପହଞ୍ଚିଗଲେ ନେତା...

ନେତା ହେବ ତ ଏମିତି। ଭୋଟ୍‌ ନାହିଁ କିନ୍ତୁ ହଠାତ୍‌ ଭୋଟରଙ୍କ ପାଖରେ ପହଞ୍ଚିଲେ ନେତା...କହିଲେ, ମାଉସୀ ଖାଲି ଆଶୀର୍ବାଦ ଦିଅ।

Request For Monetary Assistance
କୁନି ପୁଅ ପାଇଁ ଦରକାର ୧୬ କୋଟି ଟଙ୍କାର ଇଂଜେକ୍ସନ, ଟଙ୍କା ପାଇଁ ଆକୁଳ ନିବେଦନ

କୁନି ପୁଅର ଜୀବନ ବନ୍ଧା ପଡ଼ିଛି ଏକ ଇଂଜେକ୍ସନ୍ ପାଖରେ। ଯେଉଁ ଇଂଜେକ୍ସନର ଦାମ୍ ଶୁଣିଲେ ଆପଣଙ୍କ ଛାତି ଦବିଯିବ। ମାତ୍ର ଗୋଟିଏ ଇଂଜେକ୍ସନର ଦାମ୍ ହେଲା ୧୬ କୋଟି ଟଙ୍କା। ଏହି ଇଂଜେକ୍ସନଟି ନହେଲେ କୁନି ପୁଅଟିର ଜୀବନ ପ୍ରତି ବିପଦ ଅଛି ବୋଲି ଡାକ୍ତର କହିଛନ୍ତି।...

 Signature Campaign
ବଢିଲା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡୁଆ; ବିଜେପି ପକ୍ଷରୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ।

Mamita Murder Case
"ମମିତା ହତ୍ୟା ମାମଲାରେ ମୋର କୌଣସି ସମ୍ପର୍କ ନାହିଁ"

ମମିତା ହତ୍ୟା ମାମଲାରେ ମୋର କୌଣସି ସମ୍ପର୍କ ନାହିଁ : ଦିବ୍ୟଶଙ୍କର ମିଶ୍ର…

Forest Dept Seizes 4 Kg Pangolin Scales
ଡିଲ୍ ବେଳେ ଧରିପକେଇଲେ....

ବ୍ରଜକାପ୍ତା ଚୋରା ଚାଲଣ ରାକେଟ ଏବେ ବଢିବାରେ ଲାଗିଛି । ରାଜ୍ୟରେ ଏବେ ବେଆଇନ ଭାବେ ଏହାର ଚୋରାଚାଲଣ ହେଉଛି । ତେବେ ଗତକାଲି ଖୋର୍ଦ୍ଧାରେ ଏଥିପାଇଁ ଏକ ଡିଲ ଚାଲିଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଧରିପକେଇଥିଲା । ତେବେ ଏହି ବଜ୍ରକାପ୍ତା କେଉଁଠୁ ଆସିଲା ଏବଂ କାହାକୁ...

Mamita Meher Murder Case Reaches Orissa High Court
ହାଇକୋର୍ଟଙ୍କୁ ନ୍ୟାୟ ମାଗିଲେ ମମିତା ପରିବାର

ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମୃତ୍ୟୁ ମାମଲା.. ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର

Electoral Roll
ଅନଲାଇନରେ କରନ୍ତୁ ଭୋଟର୍‌ ତାଲିକା ସଂଶୋଧନ

ଫେବ୍ରୁଆରିରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି.. ନିର୍ଭୁଲ ଭୋଟର ତାଲିକା ବା ନିଜର ଭୋଟ୍ ପରିଚୟ ପତ୍ର କରିବା ଲାଗି ଅନଲାଇନ୍ ଆବେଦନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି.

MP Prasanna Patasani
ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ?

ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା ପୁରା ହୋଇନାହିଁ । କିନ୍ତୁ ସେଥିପାଇଁ ମୋ ମନରେ ଦୁଃଖ ନାହିଁ । କିନ୍ତୁ ଏଥିପାଇଁ ମୁଁ ଖୋସାମତ କରିବି ନାହିଁ ଏପରି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ।

engineer making tandoori chai
ଇଂଜିନିୟର ବାବୁଙ୍କ ତନ୍ଦୁରୀ ଚା’

ପଢାରେ ସେ ଜଣେ ଇଂଜିନିୟର, ବାଙ୍ଗାଲୋରରେ ଚାକିରୀ ମଧ୍ୟ କରିଥିଲେ । ହେଲେ କରୋନା କାଳରେ ଚାକିରୀ ଛାଡି ଓଡିଶା ଫେରିଆସିଥିଲେ l ଆଉ ଏହାପରେ ଆରମ୍ଭ କରିଥିଲେ ଏକ ତନ୍ଦୁରୀ ଚା ଦୋକାନ । ନିଜେ ସ୍ୱାବାଲମ୍ବୀ ହେବା ସହିତ ସ୍ଥାନୀୟ ଯୁବକକୁ ମଧ୍ୟ ରୋଜଗାର ଦେଇ...

Loot Bhubaneswar
ଜ୍ୟାକେଟ୍ ପିନ୍ଧା ଲୁଟେରାର ହାତସଫେଇ ଦେଖନ୍ତୁ..

ରାଜଧାନୀ ଛାତି ଉପରେ ମାଷ୍ଟରକ୍ୟାଣ୍ଟିନ ନିକଟ ରାସ୍ତା କଡ଼ର ଏକ ରେସ୍ତୋରାଁରୁ ଆଜି ଭୋର ସମୟରେ ଲୁଟ୍ ହୋଇଛି.. ମାତ୍ର ୫ ମିନିଟରେ କଳାକନା ବୁଲେଇ ଦେଇଛି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା.. ଆଜି ଭୋର୍ ସମୟରେ ଜଣେ ଜ୍ୟାକେଟ୍ ପିନ୍ଧା ଲୁଟେରା ଶଟର୍ ତାଡ଼ି ଦୋକାନ ଭିତରେ...