ରାଗିଗଲେ ବିଧାୟକ ସୁର ରାଉତରାୟ.. ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ବିରୋଧ କରିବାରୁ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହେବା ନେଇ ରାଗିଯାଇଛନ୍ତି ସୁର.. ସେପଟେ ବିଧାୟକ ସାଲୁଜାଙ୍କ ପ୍ରସ୍ତାବକୁ ବି ସେ ସମର୍ଥନ କରିଛନ୍ତି । ଶୁଣନ୍ତୁ ସୁର କଣ କହୁଛନ୍ତି
ଭାରତୀୟ ଜୁନିୟର ହକି ବିଶ୍ୱକପ ଦଳରେ ସାମିଲ ହେଲେ ଦୁଇ ଓଡିଆ ଝିଅ । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପ୍ ପାଇଁ ଭାରତର ୧୮ ଜଣିଆ ଟିମ୍ର ଘୋଷଣା କରାଯାଇଛି । ତେବେ ଏହି ୧୮ ଜଣଙ୍କ ମଧ୍ୟରେ ୨ ଓଡିଆ...
ମମିତା ହତ୍ୟା ମାମଲାରେ ବିଜେପି ନେତା ପ୍ରକାଶ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି.. ସେ କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ବିବୃତ୍ତି ଦେବାକୁ ଯୋଗ୍ୟ ନୁହନ୍ତି ବରଂ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜି ବିବୃତ୍ତି ଦେବା ଉଚିତ୍। ଏଭଳି ଜଘନ୍ୟ ଅପରାଧର ତଦନ୍ତ ସିବିଆଇକୁ ଦେବାର ଥିଲା.. ଶୁଣନ୍ତୁ ପ୍ରକାଶ ମିଶ୍ରଙ୍କ...
ରିପୋର୍ଟିଂ ପାଇଁ ଯାଉଥିଲେ ସାମ୍ୱାଦିକା, ଅଟକାଇଲା ପୋଲିସ । ତ୍ରିପୁରାରେ ଓଡିଆ ସାମ୍ବାଦିକାଙ୍କ ସହିତ ୨ ଅଟକ ରହିଥିବା ସୂଚନା ମିଳିଛି । ଗୌହାଟୀ ଯାତ୍ରା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି । ଅଟକ ରଖିବାର କାରଣ ଏହି ଭିଡିଓରୁ ଶୁଣନ୍ତୁ ।
ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ଘୋଷଣା କରାଯାଇଛି। ବର୍ଷା ଓ କୁହୁଡ଼ି ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଘୋଷଣା କରାଯାଇଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍ ଘୋଷଣା କରିଛନ୍ତି।
ଭୁବନେଶ୍ୱରରେ ଆଜି ସକାଳେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା.. ଦେଖନ୍ତୁ ରାଜଧାନୀର ରାସ୍ତା କେମିତି ଧଳା ଚାଦରରେ ଆଚ୍ଛାଦିତ ହେଲା ଭଳି ଲାଗୁଛି
ଦୂର ପାହାଡ଼ ସୁନ୍ଦର ପରି ଏବେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକର ସ୍ଥିତି । ମାଷ୍ଟର କ୍ୟାଣ୍ଟିନ ଘୋଡାକୁ ନୂଆ ରୂପ ଦେବାକୁ ଯାଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପୂରା ଛକର ବଦଳାଇ ଦେଇଛି ନକ୍ସା । ଯାହାର ଫଳସ୍ୱରୂପ ଟ୍ରାଫିକ୍ ସମସ୍ୟା ସାଙ୍ଗକୁ ବଢିବାରେ ଲାଗିଛି ଦୁର୍ଘଟଣା...
ଲକଡାଉନ୍ ହେବ ଦିଲ୍ଲୀ । ଲକଡାଉନ ପ୍ରସ୍ତୁତି ନେଇ ସୁପ୍ରିମକୋର୍ଟରେ କହିଛନ୍ତି ଦିଲ୍ଲୀ ସରକାର । ଜାଣନ୍ତୁ କାରଣ ।
ଆଜିଠୁ ପଢା ହେବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା । ପ୍ରାୟ ଦେଢବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇବେ ଏହି ଶ୍ରେଣୀ ଛାତ୍ରଛାତ୍ରୀ । କୋଭିଡ କଟକଣା ଭିତରେ ସ୍କୁଲ ଖୋଲିଛି । ଏଥିପାଇଁ କଣ ସବୁ ବ୍ୟବସ୍ଥା ହୋଇଛି ଜାଣନ୍ତୁ ଏହି ଖବରରୁ ।...
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା । ଆଜିଠୁ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।
ଶତ୍ରୁ ହୋଇଯାଆନ୍ତୁ ସାବଧାନ । ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତ । ଭାରତ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କଲେ ଶତ୍ରୁଙ୍କୁ ମିଳିବ କରାରା ଜବାବ । ଏହି ଖବରରେ ଜାଣନ୍ତୁ କିପରି ।
ନିଆଳି ବ୍ଲକ ରାଣୀଓଳା ପଂଚାୟତର ରାସ୍ତା ପାଲଟିଛି ମରଣଯନ୍ତା । ଦେଖନ୍ତୁ ଏ ରାସ୍ତାଟିରକୁ ଯାହାର ଅବସ୍ଥା ନକହିବା ଭଲ । ବିଭିନ୍ନ ହାଟ, ସ୍କୁଲ, ମେଡିକାଲକୁ ଯିବାକୁ ଏଇ ବାଟ ଉପରେ ସମସ୍ତେ ନିର୍ଭର କରୁଥିବା ବେଳେ ରାସ୍ତା ଅବସ୍ଥା କିପରି ଅଛି ଆପଣ ଦେଖନ୍ତୁ ।...
ମହାରାଷ୍ଟ୍ର ଗଡ଼ଚିରୋଲିରେ ନକ୍ସଲ ଦମନ ଅଭିଯାନରେ ବିରାଟ ସଫଳତା ପାଇବା ପରେ ପୋଲିସ୍ ଟିମଙ୍କୁ ବିପୁଳ ସମ୍ବର୍ଦ୍ଧନା । ପୋଲିସର ଏହି ଏନକାଉଣ୍ଟରରେ ୨୬ ମାଓବାଦୀ ନିପାତ । ମୃତକଙ୍କ ମଧ୍ୟରେ ଥିଲେ ଟପ୍ ମାଓନେତା ।
୨୬ ବର୍ଷ ତଳେ ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇ ଆଉ ଫେରିନଥିଲା ପୁଅ । ହେଲେ ଦଇବର ଖେଳ ଖାଲି କରିଦେଇଥିବା ମା କୋଳକୁ ୨୬ ବର୍ଷର ପରେ ପୁଣିଥରେ ପୁରା କରିଦେଇଛନ୍ତି ଭଗବାନ । ଦେଖନ୍ତୁ ଏହି ଘଟଣାର ପୁରା ଖବର ..।
କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ । ବର୍ଷା ଛାଡିବା ପରେ ରାଜଧାନୀରେ ଘନ କୁହୁଡି ଦେଖିବାକୁ ମିଳିଛି । ଏହାଦ୍ୱାରା ଯାତାୟତ କରୁଥିବା ଲୋକମାନଙ୍କୁ ରାସ୍ତା ଦେଖିବାରେ ଅସୁବିଧା ହୋଇଥିଲା । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଦି ଆତୁଲ୍ୟ ବାଉତ ।
ଆଜିଠୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ । ଧାର୍ମିକ ମାସର ପୁଣ୍ୟ ତିଥିର ପାଞ୍ଚ ଦିନ । ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳନ କରିବେ ହବିଷିଆଳି ।
ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୫ ତାରିଖ,ସୋମବାର, ତୁଳା ୩୦ ଦିନ, କାର୍ତ୍ତିକ ମାସ , ଶୁକ୍ଳପକ୍ଷ,ଦ୍ୱାଦଶୀ ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.....
କେତେବେଳେ ମୌସୁମୀର ଲୁଚକାଳି ଖେଳ, କେତେବେଳେ ପାଣି ତ କେତେବେଳେ ବିହନ ସମସ୍ୟା ପୁଣି କେତେବେଳେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି । ଏସବୁ ଭିତରେ ଏବେ ଚାଷୀ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଶୁଣନ୍ତୁ ନିଜସ୍ୱ ଚେଷ୍ଟା...
ଯେଉଁ ବୟସରେ ସେ ଅନ୍ୟକୁ ସାହାରା ଦେବା କଥା ଆଜି ସେ ନିଜେ ସାହାରା ଖୋଜୁଛନ୍ତି। ୩୪ ବର୍ଷ ଛୁଇଁଲାଣି, କିନ୍ତୁ ଗୋଟିଏ ପାହୁଲ ଚାଲିବା ପାଇଁ ବଳ ନାହିଁ। ସଂସାର କରିବା ବୟସରେ ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଆଳିତ ମୀନାକ୍ଷୀ....ଟ୍ୟୁମର ଜୀବନକୁ କରିଦେଇଛି ଦୁର୍ବିପାକ...ଝିଅର ଚିକିତ୍ସା...
କାଳିଆ ଟିକେ ଦର୍ଶନ ଦେଏ । କାହିଁ କେତେ ଦୂରରୁ ଆସିଛି ତୋ ଚକା ନୟନକୁ ମନ ଭରି ଦେଖିବା ପାଇଁ । ଖୋଲି ଦିଏ ତୋ ସିଂହଦ୍ୱାର ଦେଖିନିଏ ତୋ କଳା ବଦନ । ଏମିତି ଭାବି କାନ୍ଦୁଛି ଜଣେ ଭକ୍ତ । ଆଜିଠୁ ଆରମ୍ଭ ହୋଇଛି...