Advertisment

ସଟର ପଡୁ ପଡୁ ଲୁଟ୍

ଭଦ୍ରକ ଏସପି ଅଫିସ୍ ପାଖରେ ଥିବା ଜୁଏଲର୍ସ ଦୋକାନକୁ ଲୁଟିଛନ୍ତି ଲୁଟେରା.. ଦୋକାନୀ ଗୋବିନ୍ଦ ସଟର ପକାଇଲା ବେଳେ ହାତରୁ ସୁନା, ରୁପା ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇେ ଲୁଟେରା.. ବ୍ୟାଗରେ ପ୍ରାୟ ୨୨ ଲକ୍ଷ ଟଙ୍କାର ସୁନା, ରୁପା ଥିଲା..

author-image
Otv Khabar Bureau

ଭଦ୍ରକ ଏସପି ଅଫିସ୍ ପାଖରେ ଥିବା ଜୁଏଲର୍ସ ଦୋକାନକୁ ଲୁଟିଛନ୍ତି ଲୁଟେରା.. ଦୋକାନୀ ଗୋବିନ୍ଦ ସଟର ପକାଇଲା ବେଳେ ହାତରୁ ସୁନା, ରୁପା ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇେ ଲୁଟେରା.. ବ୍ୟାଗରେ ପ୍ରାୟ ୨୨ ଲକ୍ଷ ଟଙ୍କାର ସୁନା, ରୁପା ଥିଲା..

Advertisment
Ornaments Robbers Loot Jewelry Shop 20 Lakh Bhadrak
Advertisment
Advertisment