• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Special Story
ଧିକ୍‌ ଏ ସରକାରର ନିୟମ, ଆଧାରରେ ଟିପ ନେଲା ନାହିଁ ବୋଲି ୭୫ ବର୍ଷିୟା ବୃଦ୍ଧାଙ୍କ ବନ୍ଦ କରିଦେଲେ ରାସନ

ଆଧାର କାର୍ଡ଼ରେ ଟିପ ଚିହ୍ନ ଉଠୁନାହିଁ ବୋଲି ୭୫ ବର୍ଷିୟାଙ୍କ ବନ୍ଦ ହୋଇଗଲା ରାସନ ସାମଗ୍ରୀ। ବାରମ୍ବାର ଗୁହାରି କଲେ ବି ଶୁଣିଲେ ନାହିଁ ଡିଲର। ଉପାୟ ଶୂନ୍ୟ ହୋଇ ବଡ଼ବାବୁଙ୍କୁ ଅଭିଯୋଗ କରିବା ପାଇଁ ୧୪ କିମି ରାସ୍ତାରେ ଟ୍ରଲିରେ ବୁହା ହେଲେ ୭୫ ବର୍ଷିୟା ବୃଦ୍ଧା...

Dog Feeds Goat Kids
ଛେଳି ଛୁଆ ପାଇଁ ମା ସାଜିଲା କୁକୁର

ବାତ୍ସଲ୍ୟ ମମତାର ଏକ ନିଆରା ଦୃଶ୍ୟ। କୁକୁର ଠାରୁ ଦୁଇଟି ଛେଳି ଛୁଆ କ୍ଷୀର ପିଉଥିବା ଦେଖିବାକୁ ମିଳିଛି | ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ଠାରେ ଏ ଦୃଶ୍ୟ ଦେଖିବାକୁ ମିଳିଛି...

OCAC Whatsapp Hacking
OCAC ଫ୍ରଡ୍ ପଛରେ ନାଇଜେରିଆ ଗ୍ୟାଙ୍ଗ୍

ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ କରି ଟଙ୍କା ଲୁଟ୍ ଘଟଣା ପଛରେ ନାଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି

Fake Gutkha Manufacturing Unit
ସିଲ୍ ହେଲା ନକଲି ଗୁଟଖା କାରଖାନା

କୋରାପୁଟ-ଦାମନଯୋଡ଼ି ରାସ୍ତାରେ ନକଲି ଗୁଟଖା କାରଖାନା ଠାବ..କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି

Unseasonal Rain Menace
ଲଘୁଚାପ ଭସେଇ ଦେଲା..

ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷୀଙ୍କ ପାଚିଲା ଧାନ କ୍ଷେତ.. ପ୍ରଥମେ ବର୍ଷା ଅଭାବ ପରେ ବନ୍ୟା, ଆଉ ଏବେ ଫସଲ ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି

Pangolin Scales Smuggling
ଡିଲ୍ କରୁଥିଲେ, ଗିରଫ ହେଲେ

ଖୋର୍ଦ୍ଧା ଧଳାପଥର ଅଞ୍ଚଳରେ ବଜ୍ରକାପ୍ତା କାତି ଡିଲ୍ ବେଳେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ.. ଗିରଫଦାରୀ ବେଳେ ବନବିଭାଗ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ ଅଭିଯୁକ୍ତ

Mamita Murder Case
ସଫେଇ ଦେଲେ ମନ୍ତ୍ରୀ

ମମିତା ମେହେର ହତ୍ୟା ମାମଲାରେ ଆସିଥିବା ସମସ୍ତ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Odisha Couple Seeks Public Help Treatment Of Their Baby
ରାଜଭିରର ଚିକିତ୍ସା ପାଇଁ ସାହାଯ୍ୟ କରନ୍ତୁ

ଦେଢ଼ ବର୍ଷର ଶିଶୁ ରାଜଭିରର ଚିକିତ୍ସା ପାଇଁ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା.. ଏଥିପାଇଁ ଓଡ଼ିଶାବାସୀଙ୍କଠାରୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି ଶିଶୁର ବାପା-ମାଆ..ଫୋନ ପେ' କିମ୍ବା ଗୁଗୁଲ ପେ' ଜରିଆରେ ଆପଣ ଟଙ୍କା ପଠାଇପାରିବେ

India-NZ T20 Series
ନୂଆ କୋଚ୍ ଓ କ୍ୟାପଟେନ ସହ ବିଜୟ ଅଭିଯାନ ଆରମ୍ଭ କରିପାରେ ଟିମ୍ ଇଣ୍ତିଆ

ଆଜିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ତିନି ଟିକିଆ ଟି-୨୦ ସିରିଜ୍ । ଜୟପୁରରେ ଆଜି ପ୍ରଥମ ମ୍ୟାଚ୍ ଖେଳାଯିବ । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ସିରିଜ ଏବେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

India-NZ T20 Series
ଟି-୨୦ ସିରିଜ୍: ନ୍ୟୁଜିଲାଣ୍ଡ ବନାମ ଭାରତ

ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ-ଭାରତ ତିନି ଟିକିଆ ବିଶିଷ୍ଟ ଟି-୨୦ ସିରିଜ୍.. ନୂଆ କୋଚ୍ ରାହୁଲ ଦ୍ରାବିଡ଼, ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବ..

13-Year-Old Hyderbad Girl Scales Africa's Highest Peak
କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼େଇଲେ ମୁରିକୀ

ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼ାଇଲେ ମୁରିକୀ ପୁଲକିତା.. ମାତ୍ର ୧୩ ବର୍ଷ ବୟସରେ ମୁରିକୀ କିଲିମଞ୍ଜାରୋ ଚଢ଼ି ଏବେ ଚର୍ଚ୍ଚା ସାଉଁଟୁଛନ୍ତି..

 ‘Baunsa Karadi Pithou’
ଥରେ ଖାଇଲେ ପାଟିରୁ ଛାଡ଼ିବ ନାହିଁ “ବାଉଁଶ କରଡ଼ି ପିଠଉ”

ପଶ୍ଚିମ ଓଡ଼ିଶାରେ ବେଶ୍‌ ପରିଚିତ ଖାଦ୍ୟ “ବାଉଁଶ କରଡ଼ି ପିଠଉ”। ହୁଏତ ଏହି ଖାଦ୍ୟ ସମ୍ପର୍କରେ ବିଶେଷ ଜାଣିନଥିବେ....କିନ୍ତୁ ଏହା ଏତେ ଟେଷ୍ଟିଂ ଯେ, ଥରେ ଖାଇସେ ପାଟିରୁ ଛାଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ ହେଉଛି?

news fuse
ଯେତେ ଚେଷ୍ଟା କଲେ ବି ପାଟିରେ ପଶିଲାନାହିଁ ନ୍ୟାୟ, ଫ୍ୟୁଜ୍‌ ହେଲେ କଂଗ୍ରେସ ନେତ୍ରୀ

ମମିତାଙ୍କ ପାଇଁ ନ୍ୟାୟ ଦାବି କରୁଥିଲେ କିନ୍ତୁ ସେହି ନ୍ୟାୟ ଶବ୍ଦ ଜମାରୁ ପାଟିରେ ପଶିଲା ନାହିଁ। ଖାଲି ସ୍ଲିପ୍‌ ଅଫ୍‌ ଟଙ୍ଗ ହେଲା...ଆଉ ତା’ପରେ ଯାହା ହେଲାରେ ନାରଣ, ଦେଖନ୍ତୁ ଏହି ଭିଡ଼ିଓ

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 17 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

ICC Calender
ପାକିସ୍ତାନକୁ କେମିତି ବିଶ୍ୱାସକୁ ନେଲା ଆଇସିସି! ଭାରତରେ ଖେଳାଯିବ ୨ଟି ବିଶ୍ୱକପ୍

ଘୋଷଣା ହେଲା ୨୦୨୪ରୁ ୨୦୩୧ ଯାଏଁ ହେବାକୁ ଥିବା ୮ଟି ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ । ୨୦୨୪ରୁ ୨୦୩୧ ପଯର୍ୟନ୍ତ ICC କ୍ୟାଲେଣ୍ଡର ଘୋଷିତ ।

Odisha Panchayat Elections
୬୭୯୪ ପଞ୍ଚାୟତରେ ହେବ ଭୋଟ୍

ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା। ୬୭୯୪ ପଞ୍ଚାୟତରେ ହେବ ଭୋଟ। ଏଥିରେ କେତୋଟି ୱାର୍ଡ୍ ରହିଛି ଏବଂ ଗତ ନିର୍ବାଚନ ଠାରୁ କେତେ ଭିନ୍ନ ଦେଖନ୍ତୁ

Hirakud Displaced
ଆଉ କେବେ ମିଳିବ ହୀରାକୁଦ ବିସ୍ଥାପିତଙ୍କୁ କ୍ଷତିପୂରଣ

‘ହୀରାକୁଦ୍ ଡ୍ୟାମ କରିବେ କହି ଆମ ଭିଟାମାଟି ଛଡ଼େଇ ନେଲେ। ଆମ ଜମି ଛଡ଼େଇ ନେଲେ। ହେଲେ ଜମି ବଦଳରେ ଜମି କୁଆଡ଼େ ଗଲା? ଆମ ଘର ଡିହ କୁଆଡ଼େ ଗଲା?’

Online Child Abuse Case
ପ୍ରଶ୍ନ: ଆପଣ କଣ କରୁଥିଲେ? ଉତ୍ତର: ବ୍ଲ୍ୟୁ ପିକ୍ଚର ଦେଶୀ MMS

ଆପଣ କଣ କରୁଥିଲେ? କାହିଁକି ଆପଣଙ୍କ ଘରେ ପହଞ୍ଚିଲା CBI? ଉତ୍ତର ଆସିଲା ବ୍ଲ୍ୟୁ ଫିଲ୍ମ !

Purvanchal Expressway Airstrip
ଏକ୍ସପ୍ରେସ ୱେ ହେଲା ଫ୍ଲାଏ ୱେ...

ଏକ୍ସପ୍ରେସ ୱେ ହେଲା ଫ୍ଲାଏ ୱେ... ରାଜପଥରେ ଲ୍ୟାଣ୍ଡ୍ କରୁଛି ଗୋଟିଏ ପରେ ଗୋଟିଏ ଫାଇଟର୍ ଜେଟ୍

Delhi  Pollution
ଦିଲ୍ଲୀରେ ପୋଡ଼ିଲାଣି ଆଖି ନାକ

ନୂଆଦିଲ୍ଲୀରେ ଏବେ ସ୍ଥିତି ଏମିତି ଯେ, ଲୋକେ କହୁଛନ୍ତି ଆମେ ଏଠି ଗୋଟେ ପ୍ରଦୂଷଣପୂର୍ଣ୍ଣ ଅଞ୍ଚଳରେ ଛଟପଟ ହେଉଛୁ। ଆଖି ପୋଡ଼ୁଛି, ନାକ ପୋଡ଼ୁଛି। ଶୀତ ଦିନ ଆସିଲାଣି ଯେ, ଏବେ ପ୍ରଦୂଷଣ ମାତ୍ରା ବଢ଼ିଗଲାଣି।