• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Bhagyarekha | Know Your Horoscope For Today 19 November 2021 | OTV
ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ ...

ଆଜି୨୦୨୧ ମସିହା, ନଭେମ୍ବର ମାସ ୧୯ ତାରିଖ, ଶୁକ୍ରବାର, ବିଛା ୪ ଦିନ,ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Kartika Purnima | Srimandir Out Of Bounds For Devotees Due To Covid-19 Imposed Restrictions
ପରମ୍ପରାକୁ ମନେପକାଇ ପୁରୀ ଲୋକେ ଭସାଇଲେ ଡଙ୍ଗା

ଆଜି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ସତ୍ତ୍ୱେ ପୁରୁଣା ପରମ୍ପରାକୁ ମନେପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଏ ସଂପର୍କରେ ପୁରୀରୁ ଅଧିକ ଆଲୋଚନା କରିଛିନ୍ତି ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ...।

Kartika Purnima | Gopalpur Sea Beach Wear A Deserted Look Due To Covid-19 Imposed Restrictions
ଗୋପାଳପୁରରେ ଖାଁ ଖାଁ ବୋଇତ ବନ୍ଦାଣ

ସର୍ବସାଧାରଣ ଡଙ୍ଗାଭସା ଉପରେ ବି ଲାଗିଛି କଟକଣା । ଗଂଜାମରେ ଆଜି ଅପରାହ୍ନ ୨ଟା ପଯର୍ୟନ୍ତ ସମୁଦ୍ର କୂଳରେ ଲାଗିଛି କଟକଣା । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଗୋପାଳପୁର ବେଳାଭୂମିରେ କଣ ରହିଛି ଦୃଶ୍ୟ ଦେଖନ୍ତୁ ଏ ଭିଡିଓରେ...।

Kartika Purnima | People Sail Miniature Boats At Bindusagar Despite Covid-19 Imposed Restrictions
କୋଭିଡ୍ କଟକଣାକୁ ନ ମାନି ଡଙ୍ଗା ଭସାଇଲେ ଭୁବନେଶ୍ୱର ଲୋକେ

ବିଏମସିର କଟକଣା ସତ୍ତ୍ୱେ କାର୍ତ୍ତିକ ପୂର୍ଣ୍ଣିମାରେ ରାଜଧାନୀର ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ସେହି ଦୃଶ୍ୟ...

Balasore - 13 Houses Gutted In Fire In Soro
ନିଆଁରେ ଜଳି ପୋଡ଼ି ସବୁ ଛାରଖାର ହୋଇଗଲା

ରାତିରେ ସମସ୍ତେ ଶୋଇଥିଲେ। ହଠାତ୍ ଘରେ ଲାଗିଗଲା ନିଆଁ। କେହି କିଛି ଜାଣିବା ଆଗରୁ ଜଳିପୋଡ଼ି ସବୁ ଛାରଖାର୍ ହୋଇଗଲା। ଦେଖନ୍ତୁ ସୋରରୁ ଏ ଦୁଃଖଦ ଚିତ୍ର

Special Story | Hyderabad Police Nabs Serial Traffic Offender After 117 Challans
୭ ବର୍ଷରେ ୧୧୭ ଥର ହେଲାଣି ଜରିମାନା, କିନ୍ତୁ ଥରେ ବି ଦେଇନାହାନ୍ତି ଫାଇନ୍…ଏହା କେମିତି ସମ୍ଭବ?

୭ ବର୍ଷରେ ୧୧୭ ଥର କଟିଲାଣି ଜୋରିମାନା। ୩୦ ହଜାର ଟଙ୍କାର ଫାଇନ୍‌କୁ ନଥିଲା ଖାତିର, ବେଶ୍‌ ଆରାମରେ ରାସ୍ତାରେ ବୁଲୁଥିଲେ ଫରୀଦ...କିନ୍ତୁ ଏବେ ରାସ୍ତାରୁ ଉଠାଇନେଲା ପୋଲିସ୍‌ ଆଉ କହିଲା...

Special Story|Arpita Lakra In Malkangiri Rescues Her Husband From The Clutches Of Maoists-OTV Report
ନକ୍ସଲଙ୍କ ସହ ଲଢେଇ କରି ୭ ଦିନରେ ସ୍ୱାମୀଙ୍କୁ ଫେରାଇ ଆଣିଲେ ଅର୍ପିତା

ଏ ଯୁଗର ସାବିତ୍ରୀ। ଠିକାଦାର ଭାବି ଇଂଜିନିୟର ସ୍ୱାମୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ। ଘଞ୍ଚ ଜଙ୍ଗଲରେ ଭୟରେ କଟିଲା ୭ ଦିନ। କିନ୍ତୁ ହାର ମାନିନଥିଲେ ପତ୍ନୀ। ଘଞ୍ଚ ଜଙ୍ଗଲରେ ତିନି ବର୍ଷର ପୁଅକୁ କାଖେଇ ସ୍ୱାମୀଙ୍କୁ ଖୋଜିଥିଲେ ଏବଂ ନକ୍ସଲଙ୍କ କବଳରୁ ଫେରାଇ ଆଣିଥିଲେ ନିଜ ସ୍ୱାମୀକୁ…

Women In Keonjhar\'s Banshapal Ransack Govt Liquor Counter
ଭାଙ୍ଗିଦେଇଗଲେ ସବୁ ମଦ ବୋତଲ

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ I ସରକାରୀ ମଦ ଦୋକାନରେ ବ୍ୟାପକ ଭଙ୍ଗାରୁଜା I କେନ୍ଦୁଝର ଜିଲ୍ଲା ହାଟପଦାରେ ତାତିଲେ ମହିଳା

Miscreants Bomb Lecturer\'s House In Cuttack\'s Salipur
'ସେ ଝିଅ ଭଲ ନୁହେଁ ତୁମ ପୁଅକୁ ସେଠି ବାହା କରନି'

ଝିଅ ଫୋନ୍ କଲା, କହିଲା ବାପା ଜଲ୍ଦି ଘରକୁ ଆସ ଆମ କାର୍ ଆଉ ଘର ଉପରେ କିଏ ବୋମା ପକେଇ ଦେଇଛି। କିଏ କରିଛି କାହିଁକି କରିଛି ଭାବି ଭାବି ବାପା ସନ୍ଦେହ କଲେ ଏମିତି କଥା ଯେ, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

Supreme Court Refuses To Add Online Mode For CBSE, CISCE Term 1 Board Exams
ବଦଳିବ ସିବିଏସଇ ପରୀକ୍ଷାର ଢାଞ୍ଚା

ଅନଲାଇନ୍ ନୁହେଁ, ଅଫଲାଇନରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା। ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଶୁଣନ୍ତୁ ଏ ସଂକ୍ରାନ୍ତ ପୁରା ଖବର ।

Flower Park Opens In Nashik With Over 6 Lakh Plants Comprising Colourful Flowers
ଏ ଶୀତରେ ଫୁଲ ବଗିଚା ଆଡରେ ମାଡିଯାଆନ୍ତୁ ...

ନାସିକରେ ଖୋଲିଲା ଫ୍ଲାୱାର ପାର୍କ । ଏବେ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ରଙ୍ଗବେରଙ୍ଗର ଫୁଲରେ ବଗିଚା ସୁନ୍ଦର ଦେଖାଯାଉଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛୁ । ଶୁଣନ୍ତୁ ଏହାକୁ ନେଇ କଣ ରହିଛି ବୁଲିବାକୁ ଆସୁଥିବା ଲୋକଙ୍କ ପ୍ରତିକ୍ରିୟା

Villagers In Sambalpur Allege Non-Payment Of Wages Under MGNREGS
ଖଟିଲେ ହେଲେ ମଜୁରୀ ମିଳିଲାନି

ଗାଁ ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର କରିଛନ୍ତି MGNREG ଯୋଜନା.. ଏ ଯୋଜନାରେ ଗରିବ ଲୋକଙ୍କୁ କର୍ମନିଯୁକ୍ତି ମିଳିବା କଥା..ଖଟଣୀ ହିସାବରେ ପାଉଣା ଦିଆଯିବା କଥା..ହେଲେ ସମ୍ବଲପୁରରେ ସରକାରୀ ଯୋଜନାର ଅସଲ ଚେହେରା କଣ ନିଜେ ଦେଖନ୍ତୁ..

Odisha Woman Throws Self At Collector\'s Feet Demanding Justice
ମତେ ଠକିଛ, ମୁଁ ଜିଲ୍ଲାପାଳଙ୍କ ଦୁଆରେ ଧାରଣାରେ ଶୋଇବି

ସିଧା ଆସିଲେ ଜିଲ୍ଲାପାଳଙ୍କ ଦୁଆରବନ୍ଧରେ ଶୋଇଲେ। କଥା ହେଲା ମତେ ନ୍ୟାୟ ନମିଳିଲା ଯାଏଁ ଏଇଠି ଶୋଇବି। ଦର୍ଶକ ବନ୍ଧୁ ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖର ଦୃଶ୍ୟ

Hindus in Bangladesh decrease by 7.5 million over 50 years: Census
୫୦ ବର୍ଷରେ ହ୍ରାସ ପାଇଛନ୍ତି ୭୫ ଲକ୍ଷ ହିନ୍ଦୁ; କାହିଁକି ଜାଣନ୍ତୁ...

ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୫୦ ବର୍ଷ ମଧ୍ୟରେ ଦେଶର ମୋଟ ଜନସଂଖ୍ୟା ଦୁଇ ଗୁଣିତ ହୋଇଛି । ହେଲେ ସେଥିମଧ୍ୟରୁ ହିନ୍ଦୁ ମାନଙ୍କ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।

Despite Testing COVID Positive, Odisha MLA Sura Routray Found Roaming In Public
କି କରୋନା ମ… ଆ ଫୁ… ଲକ୍ଷେ ୨୨ ହଜାର ଟଙ୍କିଆ ଟିକା ନେଇଛି, ମୁଁ ରେଡି...

'କଂଗ୍ରେସ ନେତା ସୁର ରାଉତରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତଥାପି ସେ ଦୁର୍ବଳ ନ ହୋଇ କହୁଛନ୍ତି ମୁଁ ରେଡି… ଟିକା ନେଇଛି ଏମିତି, ଆଉ ବଢ଼ିବନି କି ମତେ ଛାଡ଼ିବେନି ନହେଲେ ବିଧାନସଭା ପଳାନ୍ତି'

Women’s unique protest
' ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି '

ମୋ ଚାକିରି ମୋତେ ଫେରାଇ ଦିଅ, ନହେଲେ ଏଇଠି ଶୋଇକି ରହିବି । ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା କର୍ମଚାରୀ ପିରୋ କିଷାନ ।

Adibandha issue
କାମରେ ଲାଗୁନି ଆଡିବନ୍ଧ

ନିର୍ମାଣର ୭ ବର୍ଷ ପରେ ବି କୃଷକଙ୍କ ସେବାରେ ଲାଗୁନି ଆଡିବନ୍ଧ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବାରିବଟା ନିକଟରେ ନିର୍ମାଣ ହୋଇଥିବା କଲ୍ୟାଣି ଆଡିବନ୍ଧ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି ।

Mumbai Police Rescue Newborn From Drain After Cats Alert Residents
ବିଲେଇଙ୍କ ମିଆଁଉ ମିଆଁଉ ବଞ୍ଚାଇଦେଲା ନବଜାତ ଶିଶୁର ଜୀବନ

ମୁମ୍ବାଇ ପନ୍ତନଗର ନିକଟସ୍ଥ ଏକ ଡ୍ରେନରୁ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ବିଲେଇ ମିଆଁଉ ମିଆଁଉ ଶବ୍ଦ କରି ଦେଇଥିଲେ ସୂଚନା । ଉଦ୍ଧାର କରିଥିଲା ମୁମ୍ୱାଇ ପୋଲିସ୍ । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଲିସକୁ ପ୍ରଶଂସାର ସୁଅ ଛୁଟୁଛି...

Throwing Egg At Odisha Minister's Carcade
ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼

ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି.. କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ସୂଚନା ମିଳିଛି.. ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଣ୍ଡାମାଡ଼ କରାଯାଇଛି.. ଘଟଣାରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତିଙ୍କୁ...

woman and son drowning
ପୋଖରୀରେ ଗାଧୋଇବାକୁ ଯାଇଥିଲେ ମା' ପୁଅ , ତାପରେ...

ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ କଟକ ନିଆଳି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ରୀତା ମିଶ୍ର ଓ ତାଙ୍କ ୭ ବର୍ଷର ପୁଅ।