• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Ind vs Nz T-20
ନୂଆ କୋଚ୍‌ ଆଉ କ୍ୟାପ୍ଟେନ ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ତିଆ; ଜାଣନ୍ତୁ କ’ଣ ରହିଛି ରଣନୀତି

ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଚ୍ୟାଲେଞ୍ଜ ନ୍ୟୁଜିଲାଣ୍ତ । ନୂଆ କୋଚ୍ ରାହୁଲ ଦ୍ରାବିଡ଼ ଓ ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡିଆକୁ ଓହ୍ଲାଇବ । ଟି୨୦ କ୍ୟାପଟେନସିପ୍‌ରୁ କୋହଲି ଓହରିବା ପରେ ରୋହିତଙ୍କୁ ଦାୟିତ୍ୱ ମିଳିଛି...

PM Modi Inagurates Purvanchal Expressway
ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ୱର ଲୋକାର୍ପଣ କଲେ ମୋଦି

ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିବ ଯୁଦ୍ଧ ବିମାନ ମିରାଜ-୨୦୦୦ ।

cbi officers thrashed
CBI ଅଧିକାରୀ ହେଲେ ହଟହଟା

CBI ଅଧିକାରୀ ହେଲେ ହଟହଟା। ଢେଙ୍କାନାଳରେ ଜଣେ ଯୁବକଙ୍କୁ ସିବିଆଇ ପଚରାଉଚରା କରିବାକୁ ଯାଇଥିଲା। ହେଲେ ସିବିଆଇ ଅଧିକାରୀଙ୍କୁ ଗାଁର ମହିଳା ଏମିତି ଅବସ୍ଥା କଲେ ଯେ, ସ୍ଥାନୀୟ ପୋଲିସ୍ ନାକେଦମ

9th Century Anant Sayan Vishnu Idol
ନଦୀ ବାଲିରେ ବିଶାଳକାୟ ବିଷ୍ଣୁମୂର୍ତ୍ତି, କେହି ଗଢ଼ିନାହାନ୍ତି, ସରକାର ଚାହୁଁ ନାହାନ୍ତି

ବ୍ରାହ୍ମଣୀ ନଦୀରେ ବିଶାଳକାୟ ବିଷ୍ଣୁମୂର୍ତ୍ତି। ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ...

IND Vs NZ T20
ରାହୁଲ୍ ରୋହିତ୍ ଯୋଡିକୁନେଇ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆର ନୂଆ କ୍ୟାପ୍ଟେନ୍, ନୂଆ କୋଚ୍ । କାଲିଠୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି ଟ୍ବେଣ୍ଟି ସିରିଜକୁ ଓହ୍ଲାଇବ ଭାରତI

Ollywood Singer Kuldeep & Ipsita
କୁଲଦୀପ ଓ ଇପ୍ସିତାଙ୍କ ମଧ୍ୟରେ ପ୍ରେମ ହେଲା କେମିତି?

କୁଳଦୀପ ଓ ଇପ୍ସିତାଙ୍କ ମଧ୍ୟରେ ପ୍ରେମ ହେଲା କେମିତି? ଇପ୍ସିତା କହିଲେ, ଆମେ ଦୁହେଁ ଏମିତି ମିଶିଲୁ କି ଲୋକମାନେ ବାଧ୍ୟ କଲେ ବିବାହ କରିବା ପାଇଁ...ସେପଟେ କୁଳଦୀପ କହିଲେ ଲୋକଙ୍କ ଭଲ ପାଇବାରୁ ସବୁ ହେଲା ସମ୍ଭବ

congress hartal
ତେଲଗୁରେ କହି ଉପମା ଓ ତରକାରୀ ଦେଲେ

କଂଗ୍ରେସିଆଙ୍କ ବନ୍ଦ ବେଳେ ହଠାତ୍‌ ଗାଡ଼ି ଆଡ଼କୁ ମାଡ଼ିଗଲେ ଭାଲୁ ଭାଇ। ଆଉ ତା’ପରେ ଡ୍ରାଇଭରଙ୍କୁ ଗୁଡ଼ାଏ ତେଲଗୁରେ ଗପିଲେ...ବୁଝାଇ ସୁଝାଇ ଉପମା ଓ ତରକାରୀ ବଢାଇ ଦେଲେ। ଏ ବନ୍ଦ ବେଳେ ଖାଇବାକୁ ଦେଲେ ତାରାରେ ନାରଣ..

Aryan Khan's Security
ଆର୍ୟନଙ୍କ ସୁରକ୍ଷା ପାଇଁ ବଡ଼ିଗାର୍ଡ଼ ପଦବୀରେ ପ୍ରକାଶ ପାଇଲା ନିଯୁକ୍ତି। ଯଦି ଆପଣ...

ଆର୍ୟନ ଖାନ୍‌ଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ିଗାର୍ଡ଼ ପଦବୀର ପ୍ରକାଶ ପାଇଛି ବିଜ୍ଞପ୍ତି। ଘଣ୍ଟାଏରେ ଶହେରୁ ଅଧିକ ସଂଖ୍ୟାରେ ଆସୁଛି ଆବେଦନ। ଏହି ସବୁ ଯୋଗ୍ୟତା ଥିଲେ....

Hardhik watch 5 crore
ହାର୍ଦ୍ଦିକ ପିନ୍ଧୁଛନ୍ତି ୫ କୋଟିର ଘଣ୍ଟା !

ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ ବିଭାଗ ଦ୍ୱାର ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୨ଟି ଦାମୀ ଘଣ୍ଟାକୁ ଜବତ କରାଯାଇଥିଲା । ଯାଞ୍ଚ ପରେ ଜଣା ପଡିଥିଲା ଯେ ଏହି ଘଣ୍ଟାଟିର ମୂଲ୍ୟ ୫ କୋଟି ଟଙ୍କା । ତେବେ ଏନେଇ ହାର୍ଦ୍ଦିକ ନିଜର ମନ୍ତବ୍ୟ ରଖିଛନ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 16 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

crop damaged due to Unseasonal Rain
ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ

ଦାନା ଛଡ଼ାଇଲା ଲଘୁଚାପ ବର୍ଷାI ଜମିରେ ବତୁରୁଛି ପାଚିଲା ଧାନ, ଗଛରେ ଥାଇ ଗଜା ହେଲାଣି ଧାନ।ସରକାରଙ୍କୁ ଚାଷୀଙ୍କ ନିବେଦନ, ଶୀଘ୍ର କ୍ଷତିପୂରଣ ଦେବାକୁ ସରକାରଙ୍କୁ ଚାଷୀଙ୍କ ନିବେଦନ। ଏଣେ ଉତ୍ତର ଓ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ

Junior Teacher Aspirants
ସରକାର ବିରୋଧୀ ଗର୍ଜନରେ କମ୍ପୁଛି ଲୋୟର ପିଏମଜି

ମୁଁହରେ କଳା ପଟି , ହାତରେ କଳା ପତାକା ଧରି କନିଷ୍ଠ ଶିକ୍ଷକଙ୍କ ନାରାରେ କମ୍ପିଲା ବିଧାନ ସଭା। ବିଧାନସଭାକୁ ଧସେଇ ପଶିବାକୁ ଶିକ୍ଷକ ଆଶାୟୀଙ୍କ ଉଦ୍ୟମ। ଯୋଗ୍ୟତା ସତ୍ତ୍ୱେ ଚାକିରି ମିଳୁନଥିବା ଅଭିଯୋଗ ।ପୁଣି ଡ୍ରାଇଭର ଓ ପରିବହନ କର୍ମଚାରୀଙ୍କ ରଣହୁଙ୍କାର

School Reopening
ସ୍କୁଲ ମାଟି ମାଡି ପିଲା ଖୁସି ହେଲେ ଅଭିଭାବକଙ୍କ ମନରେ ଭୟ

ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା । କିନ୍ତୁ ପିଲାଙ୍କ ମନରେ ଖୁସି ଥିଲେ ମଧ୍ୟ ଶଙ୍କାରେ ରହିଛନ୍ତି ଅଭିଭାବକ ।

School Reopening
ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା

ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲାI କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା, ପିଲାଙ୍କ ମନରେ ଖୁସି ହେଲେ ଶଙ୍କାରେ ଅଭିଭାବକଙ୍କ ମନରେ ଦକ

Delhi Air Pollution
ଦିଲ୍ଲୀରେ ହୋଇପାରେ ଲକଡାଉନ୍

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ହୋଇପାରେ ଲକଡାଉନ୍ । ସୁପ୍ରିମକୋର୍ଟରେ କେଜ୍ରିଓ୍ୱାଲ୍ ସରକାରଙ୍କ ସତ୍ୟପାଠ ଦାଖଲ । ୨୪ ଘଣ୍ଟାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଦେଲେ ଆଦେଶ।

Delhi Air Pollution
ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ହୋଇପାରେ ଲକଡାଉନ୍

କରୋନା ପରେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଲାଗୁ ହୋଇପାରେ ଲକଡାଉନ୍ । ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ଆଜି କେଜରିୱାଲ ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।

saluja targets dibya sankar
'ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବସେଇ ଦେବୁନି'

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି.. ଏକ ସାଂଘାତିକ ଅଭିଯୋଗ ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ହୋଇ ସେ ବିଧାନସଭା ଆସିଲେ ପବିତ୍ର ଗୃହର ଅମର୍ଯ୍ୟାଦା ହେବ.. ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବସେଇ ଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ...

pradeep joined bjp
କଂଗ୍ରେସକୁ ପୁଣି ପ୍ରଦୀପ ଝଟକା

ପଞ୍ଚାୟତନ ନିର୍ବାଚନ ଆଗରୁ କଂଗ୍ରେସକୁ ମିଳିଲା ଆଉ ଏକ ଝଟକା.. କଂଗ୍ରେସର ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି।

odia boy doing surya namaskar
ଭାରତର ଉଚ୍ଚତମ ଶୃଙ୍ଗ ଉପରେ ଓଡ଼ିଆ ଯୁବକଙ୍କ ସୂର୍ଯ୍ୟ ନମସ୍କାର

ଭାରତର ଉଚ୍ଚତମ ଶୃଙ୍ଗ ଉପରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ଓଡ଼ିଆ ଯୁବକ। ସିକିମର ଗୁରୁ ଡଂଗରମ ହ୍ରଦ କୂଳରେ ସୂର୍ଯ୍ୟ ନମସ୍କାର କରିଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟ ନୃପା ଗାଁର ଯୁବକ ଦିବାକର ଆର୍ଯ୍ୟ। ୧୭ ହଜାର ୮ଶହ ଫୁଟ ଉଚ୍ଚତାରେ ସୂର୍ଯ୍ୟ ନମସ୍କାର କରୁଥିବାର...

Shiv Linga Increase
ପାହାଡ଼ ଉପରେ ବଢ଼ି ଚାଲିଛି ବିରାଟ ଶିବଲିଙ୍ଗ !

ଆଜି କାର୍ତ୍ତିକ ମାସର ସୋମବାର। ଦର୍ଶନ କରନ୍ତୁ ଏହି ବିରାଟ ଶିବଲିଙ୍ଗ। ସ୍ଥାନୀୟ ଲୋକ ବିଶ୍ୱାସ କରୁଛନ୍ତି, ପାହାଡ଼ ଉପରେ ଥିବା ଏହି ବିଶାଳ ଶିବଲିଙ୍ଗଟି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆମ ଖଲ୍ଲିକୋଟ ପ୍ରତିନିଧି ସିଲୁ ବିଶ୍ବାଳ ଆପଣଙ୍କୁ ବୁଲେଇ ନେଉଛନ୍ତି ଏହି ପାହାଡ଼ ଉପରକୁ।