Advertisment

ମହାକାଳପଡାରେ ପ୍ରବଳ ଛେଚୁଛି

ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡାରେ ଝିପିଝିପି ବର୍ଷା ହେଉଛି । ମହାକାଳପଡାରେ ସର୍ବାଧିକ ୨୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ମନୋଜ କୁମାର ସ୍ୱାଇଁ ।

author-image
Otv Khabar Bureau

ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡାରେ ଝିପିଝିପି ବର୍ଷା ହେଉଛି । ମହାକାଳପଡାରେ ସର୍ବାଧିକ ୨୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ମନୋଜ କୁମାର ସ୍ୱାଇଁ ।

Advertisment
Cyclone Warning Cyclone Threat To Odisha Kendrapara Damage To Crops Cyclone Jawad Alert Cyclone Jawad Rains CycloneJawad
Advertisment
Advertisment