ପୁରୀ ବେଳାଭୂମିରେ ଜମିଛି ପର୍ଯ୍ୟଟକ ଭିଡ । ସମ୍ଭାଵ୍ୟ ବାତ୍ୟା ଟଳିବା ଆଶଙ୍କା ପରେ ଏ ଚିତ୍ର ଦେଖିବାକୁ ମିଳିଛି ।
Published: Otv Khabar Bureau
Last updated: 04 December 2021, 12:25 PM IST
ପାରଦ୍ୱୀପର ସମୁଦ୍ରରେ ଉଠୁଛି ବଡ ବଡ ଜୁଆର । ପ୍ରସ୍ତୁତ ଅଛି ପ୍ରଶାସନ