ଅନୁଗୋଳ ବାଲିପଟା ପଞ୍ଚାୟତର ଏକ ଶିକ୍ଷାନୁଷ୍ଠାନରେ ଏକାଥରକେ ୧୦ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍.. ୧୦୪ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି
ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବି ରଖାଯାଉଛି, ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍ବୁଦ୍ଧି ଦିଅନ୍ତୁ, ଅଭିଯୁକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ, ବିଜେଡିର ସଦ୍ବୁଦ୍ଧି ଫେରିବା ଯାଏଁ ଲଢେଇ ଜାରି ରହିବ: ତାରା ପ୍ରସାଦ ବାହିନୀପତି
ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁ ନାହାନ୍ତି.. ଏନେଇ ବିଧାୟକ ବିଷ୍ଣୁ ସେଠୀ କଣ କହୁଛନ୍ତି ଶୁଣନ୍ତୁ..
୧୬ ମାସ ହୋଇଗଲା ପିହୁ ନିଖୋଜ ହେବାର । କିନ୍ତୁ ଆଜି ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ତଦନ୍ତ ହୋଇ ପାରିନାହିଁ । ଏପରି ଅଭିଯୋଗ କରିଛନ୍ତି ପିହୁର ମା । ଶୁଣନ୍ତୁ ତାଙ୍କର ପୁରା ଅଭିଯୋଗ ।
ଗୋଟିଏ ଲୋକକୁ ବଞ୍ଚେଇବାକୁ ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ.. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳୀ ପକେଇଦେଉଛନ୍ତି.. ଗୃହକୁ ଚଲେଇ ଦେଉନାହାନ୍ତି ଶାସକ ଦଳ..ଏହାର ପ୍ରତିବାଦ କରି ବିଜେପି ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି..
୬ ଦିନ ହେଲାନି ଚାଲିପାରୁନି ବିଧାନସଭା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବ ହେଉଛି । ତେଣୁ ବିଜେଡି ଆଜି ଗୃହରେ ଗଙ୍ଗାପାଣି ଛିଞ୍ଚିବା ସହ ଗାନ୍ଧି ମୂର୍ତ୍ତୀ ତଳେ ଧାରଣା ଦେଇଛି ।
ସ୍ପେଶାଲ୍ ସର୍ଚ୍ଚ ଓ୍ୱାରେଣ୍ଟ ବଳରେ OSAP ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଏକାକାଳୀନ ୫ଟି ଯାଗାରେ ଚଢାଉ କରି ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି..
୩ ଦିନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ଚିଲିକା । ଜୱାଦ ପାଇଁ ବନ୍ଦ ଥିବା ମତ୍ସ୍ୟଜୀବୀ ପୁଣି ଥରେ ଆରମ୍ଭ କରିଛନ୍ତି ନିଜ ଜୀବିକା । ଶୁଣନ୍ତୁ କଣ ରହିଛି ମତ୍ସ୍ୟଜୀବୀଙ୍କର ପ୍ରତିକ୍ରିୟା ।
ଆଜିବି ଚାଲିପାରିଲାନି ବିଧାନସଭା ଗୃହ । ପ୍ଲାକାର୍ଡ ଧରି ବିରୋଧ କରିଛନ୍ତି ବିରୋଧୀ ।
ବିଧାନସଭା ଶୀତ ଅଧିବେଶନର ୬ଷ୍ଠ ଦିନରେ ବି ମୁଲତବୀ ହେଲା ଗୃହ.. ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ କଲେ ବାଚସ୍ପତି
ପୁଅ ରାଜଭୀରକୁ ନେଇ SCB ମେଡିକାଲରୁ ଚାଲିଗଲେ ବାପାମାଆ.. ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ ବୋଲି ଡାକ୍ତର କହିବା ପରେ ସେମାନେ ଫେରିଗଲେ..
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ୨୬ ଟିକିଆ ହାତୀ ପଲ ଗତ ୪ଦିନ ମଧ୍ୟରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିବା ସହିତ ଦୁଇଟି ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।
ବାତ୍ୟା ସିନା ଟଳିଗଲା କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଦେଇ ଗଲା । ବର୍ଷକର ପରିଶ୍ରମ ବର୍ଷାରେ ଦୋଇଗଲା । ଅତରିକ୍ତ ବର୍ଷାରୁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଶୁଣନ୍ତୁ ପରିବାଚାଷୀଙ୍କ ପ୍ରତିକ୍ରିୟା କଣ ରହିଛି
କୋଭିଡ୍ ପୂର୍ବ ଲହରି ଭଳି ପୁଣି ଥରେ ମହାରାଷ୍ଟ୍ରରେ ବ୍ୟାପିବାରେ ଲାଗିଛି ଓମିକ୍ରନ୍.. ଗତକାଲି ପୁଣି ୨ ଜଣ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି.. ଏହାକୁ ମିଶାଇ ମହାରାଷ୍ଟ୍ରରେ ୧୦ ଜଣ ସଂକ୍ରମିତ ହୋଇସାରିଲେଣି..
ବର୍ଷା ଛାଡିଲା ପରେ ରାଜ୍ୟରେ ବଢିଛି ଶୀତ । ଟିଟିଲାଗଡରେ ଆରମ୍ଭ ହୋଇଛି ଶୀତ । ଘନ ଘନ କୁହିଡି ଯୋଗୁ ରାସ୍ତା ଘାଟ ଠିକ ଭାବରେ ଦୃଶ୍ୟମାନ ମଧ୍ୟ ହେଉନାହିଁ । ଆଉ ଏହି ଶୀତର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ଶୁଣନ୍ତୁ ଶୀତକୁ ନେଇ...
ଜୱାଦ ବାତ୍ୟାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିଲା ।କପ୍ତିପଦା ଉପଖଣ୍ଡରେ ଅନେକ ଚାଷୀ ପ୍ରଭାବିତ ହୋଇଥିଲେ। ତରବରିଆରେ କାଟିଥିବା ଧାନକୁ ଖରାରେ ସୁଖାଉଛି ଚାଷୀ ।
ଜୱାଦ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷାରେ ଚଷୀକୂଳ ପ୍ରଭାବିତ । ଅମଳକ୍ଷମ ଧାନ ଏବେ ପାଣିରେ ବୁଡି ରହିଛି । ଚିନ୍ତାରେ ଚାଷୀ ଭାଇ । ଜଗତସିଂହପୁରରେ ମଧ୍ୟ ଏକର ଏକର ଧାନ ଚାଷଜମି ପାଣିରେ ବୁଡି ରହିଛି । ଏନେଇ କଣ ରହିଛି ଚାଷୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ...
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଚାଷୀ କାଟିଥାନ୍ତା ଫୁଲକୋବି। ଦୁଇ ପଇସା ପାଇଥାନ୍ତା, ମାସ ମାସ ଧରି ଯେଉଁ ରକ୍ତ ନିଗାଡ଼ିଥିଲା ତାହାର ମୂଲ୍ୟ ପାଇଥାନ୍ତା। କିନ୍ତୁ ସବୁକିଛି ବିଗିଡ଼ି ଗଲା। କୋବି ବାଡ଼ିରେ ଏବେ ଆଣ୍ଠୁଏ ପାଣି।
ଦୁର୍ଘଟଣା ଯୋଗୁଁ କୋରାପୁଟ୍ ଜିଲ୍ଲା ସୁଙ୍କି ଘାଟିରେ ରାସ୍ତା ଜାମ୍.. ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ବହୁ ଦୂର ଯାଏ ଶହ ଶହ ଗାଡ଼ି ଅଟକି ରହିଛନ୍ତି..