Advertisment

ବଡ଼ ପରଦାରେ ରିଲିଜ୍‌ ହେଲା ଫିଲ୍ମ ‘ପୁଷ୍ପା’

ସୁପର ଷ୍ଟାଇଲ୍, ଜବରଦସ୍ତ ଆକ୍ସନ ସହ ବଡ଼ ପରଦାରେ ରିଲିଜ୍‌ ହୋଇଛି ଷ୍ଟାଇଲିଶ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’। ଚନ୍ଦନ କାଠ ସ୍ମଗଲିଂକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଫ୍ୟାନ୍। ବିଭିନ୍ନ ଭାଷାରେ ଫିଲ୍ମଟି ରିଲିଜ୍‌ ହୋଇଥିବାରୁ ଏନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହିତ ବଢ଼ିଛି।

author-image
Otv Khabar Bureau

Rashmika Mandanna Allu Arjun Released Film Pushpa
Advertisment
Advertisment