• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

accident
ଶ୍ରମିକଙ୍କୁ ନେଇ ଯାଉଥିଲା ଭ୍ୟାନ; ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ହେମଗିରି ଥାନା କନିକା ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୧୬ ଜଣ ଆହତ ହୋଇଛନ୍ତି। ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପିକଅପ୍‌ ଭ୍ୟାନ୍‌ଟି ୧୬...

economy
ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୧: ଦୁଇ ବର୍ଷ ପରେ ଦେଶରେ ଗଡ଼ିବ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ: ଦେଶରେ ଗଡ଼ିବ ପ୍ରାଇଭେଟ ଟ୍ରେନ । ୨୦୨୩-୨୪ରେ ସୁଦ୍ଧା ପ୍ରାଇଭେଟ ଟ୍ରେନ ଚଳାଚଳ କରିବ। ଏକଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ବେଜଟ ପୂର୍ବରୁ ସଂସଦରେ ଆର୍ଥିକ ସର୍ଭେକ୍ଷଣ-୨୦୨୧ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଦେଶରେ ପ୍ରାଇଭେଟ ଟ୍ରେନ ନେଇ ସମସ୍ତ...

1
ସିଂଘୁ ସୀମାରେ ପୁଣି ଉତ୍ତେଜନା; ଆକ୍ରମଣକାରୀଙ୍କ ଖଣ୍ଡା ଆକ୍ରମଣରେ SHO ଆହତ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି ଅବସରରେ ଘଟିଥିବା ହିଂସା କାଣ୍ଡ ପରେ ବି କୃଷକମାନେ ନୂଆ ଚାଷୀବିଲ  ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। ଫଳରେ ସିଂଘୁ ସୀମାରେ ଚାଷୀଙ୍କ ଆନ୍ଦୋଳନସ୍ଥଳରେ ଶୁକ୍ରବାର ପୁଣିଥରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ନିଜକୁ ସ୍ଥାନୀୟ ବାସିନ୍ଦା ବୋଲି କହୁଥିବା କିଛି...

corona
୧୦୦ ତଳକୁ ଖସିଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଚିହ୍ନଟଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ...

red-fort
ଦିଲ୍ଲୀ ହିଂସା: ଲାଲ୍‌କିଲ୍ଲା ଗୁବନ୍ଦରୁ ୩ ବହୁମୂଲ୍ୟ କଳସ ଗାଏବ

ନଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲ୍‌କିଲ୍ଲାରେ ଘଟିଥିବା ହିଂସା ଘଟଣାରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ମିଳିଥିବା ଖବର ଅନୁଯାୟୀ, ଏହି ହିଂସାରେ ଲାଲ୍‌କିଲ୍ଲା ଐତିହାସିକ ଇମାରତ୍‌ର ଅପୂରଣୀୟ କ୍ଷତି ହୋଇଛି। ଏକଥା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ...

president
‘ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ’

ନୂଆଦିଲ୍ଲୀ: ‘ଯେତେ ପରୀକ୍ଷା ଆସୁ, ଆମେ କେବେ ଅଟକିବୁ ନା ଭାରତ ଅଟକିବ। ଯେବେ ଏମିତି ପରୀକ୍ଷା ସମୟ ଆସିଛି, ଭାରତ ଆଗକୁ ଉଠିଛି। ଯେବେ ବି କିଛି ବିପଦ ଆସିଛି, ଦେଶବାସୀ ଏକାଠି ହୋଇ ଲଢ଼ିଛନ୍ତି’ -ବଜେଟ ଅଧିବେଶନ ଆରମ୍ଭ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମିତି...

dth
ରାସ୍ତା ଉପରେ ମା’ର ରକ୍ତ ଜୁଡୁବୁଡୁ ଶରୀର ଦେଖି କାନ୍ଦୁଥିଲା କୁନି ଝିଅ, ଦେଖୁଥିଲେ ଲୋକେ...

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ହୃଦୟ ଥରାଇ ଦେବା ଭଳି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।   ଭିଡିଓଟିକୁ ଦେଖିଲେ ଆପଣ ବି ମନ ବି କିଛି ସମୟ ପାଇଁ ଉଦାସ ହୋଇଯିବ। ଆଖିପତା ଓଦା ହୋଇଯିବ। ହେଲେ ଆଶ୍ଚର୍ଯ୍ୟର କଥା, ସେଠାରେ ଉପସ୍ଥିତ ଥିବା ଲୋକଙ୍କ ହୃଦୟ...

farmer.JPG-1
ଚାଷୀ ଆନ୍ଦୋଳନକୁ ନେଇ ତାତିଲେ ସିଂଘୁ ଗ୍ରାମବାସୀ; ରାଜପଥ ଖାଲି କରିବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ଏବେ ପୁଣି ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚାଷୀମାନେ...

redfort
ଦିଲ୍ଲୀ ହିଂସା ଘଟଣାରେ ୨୦ ଚାଷୀଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ଆଳରେ ବ୍ୟାପକ ହିଂସା ଭିଆଇଥିବା ଲୋକଙ୍କୁ ଚିହ୍ନଟ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ସେପଟେ ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ୨୦ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରାଯାଇଛି ।...

rd-student
ଝିଅର ମୃତ୍ୟୁକୁ ନେଇ ସନ୍ଦିଗ୍ଧ ଯୁବକଙ୍କ ନାଁ କହିଲେ ଝରାଫୁଲଙ୍କ ବାପା

ଭୁବନେଶ୍ୱର: ଭୁବନେଶ୍ୱର ରମା ଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ଗୋଟିଏ ପରେ ଗୋଟିଏ ପରଦା ହଟୁଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଛାନଭିନ କରିବା...

corona
୧୧ ଜିଲ୍ଲାରୁ ଆଜି ଚିହ୍ନଟ ହୋଇ ନାହାନ୍ତି ନୂଆ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ  ରାଜ୍ୟରେ ୧୧୩ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରର ହୋଇଥିବାବେଳେ  ୪୬ ଜଣ ଲୋକାଲ୍ କେସ୍‌। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। ଆଜି ଚିହ୍ନଟ...

Untitled-1
ଭୟଙ୍କର ଦୁର୍ଘଟଣାରେ ଜଳିଗଲା ବସ୍‌, ୫୩ ଯାତ୍ରୀ ମୃତ

କ୍ୟାମାରୁନ୍: ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ ଜଳି ଯାଇଛି। ଏହି ଦୁର୍ଘଟଣାରେ ୫୩ ଜଣ ଯାତ୍ରୀ ଜଳି ଯାଇଛନ୍ତି। ୨୧ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚୋରା ଗ୍ୟାସ୍‌ ନେଇ ଯାଉଥିବା ଏକ ଟ୍ରକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ଏହି ଭୟଙ୍କର...

unforl
ଲାଲ୍‌କିଲ୍ଲାରେ ନିସାନ ସାହିବ ଉଡ଼ାଇଥିବା ଯୁବକ ଚିହ୍ନଟ, ଗାଁ ଛାଡ଼ି ପଳାଇଲେ ପରିବାର ଲୋକେ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ  ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ଘଟାଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି।  ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି।  ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର...

rd-student
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ: ଚିହ୍ନଟ ହେଲେ ଦୁଇ ଅଭିଯୁକ୍ତ

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଉଦ୍ଧାର ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା।  ଏହି ଘଟଣାର ସିସିଟିଭି ଫୁଟେଜରୁ  ୨ ଜଣ ସ୍କୁଟି‌ରେ...

flag
‘ଆନ୍ଦୋଳନ ଆଳରେ ବିକ୍ଷୋଭକାରୀଙ୍କ ଅଭଦ୍ର ଆଚରଣ ଦେଶବାସୀଙ୍କ ମୁଣ୍ଡ ତଳକୁ କରି ଦେଇଛି’

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାଟର...

mp
‘ପୂର୍ବତନ ବିଧାୟକ ହୋଇ ଜାଣି ପାରିଲି, ସାଂସଦ ହୋଇ ଜାଣି ପାରିଲେନି ?’

କଟକ: କଟକ ଖାନ୍‌ନଗରରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍ ବିବାଦ ଦିନକୁ ଦିନ ଘନଉଛି। ଏହି ବସ୍‌ ଟର୍ମିନାଲ ନେଇ ସାଂସଦ ଭର୍ତ୍ତୃହରି ମହତାବ୍‌ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଟର୍ମିନାଲ ନେଇ ଭର୍ତ୍ତୃହରି କିଛି...

sourav-ganguly
ପୁଣି ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସେ ସାମାନ୍ୟ ଅସୁସ୍ଥ ଥିଲେ। ହେଲେ ଆଜି ମଧ୍ୟାହ୍ନରେ ଯନ୍ତ୍ରଣା ବଢିଥିଲା।...

biden
ବିଦେଶ ଯାତ୍ରା ପାଇଁ ବାଇଡେନ୍‌ଙ୍କ ଗାଇଡ୍‌ଲାଇନ: ପାକିସ୍ତାନ ସମେତ ଏ ସବୁ ଦେଶକୁ ନ ଯିବା ପାଇଁ ପରାମର୍ଶ

-ଆମେରିକା ନିଜ ନାଗରିକଙ୍କୁ ପାକିସ୍ତାନ ଯାତ୍ରା ନ କରିବାକୁ ଗାଇଡଲାଇନ ଜାରି କରିଛି -ଜୋ ବାଇଡେନ ଏହି ଆଡଭାଇଜରୀ ଜାରି କରିଛନ୍ତି  -ଆତଙ୍କବାଦ ଏବଂ ଜାତୀୟ ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନ ଯାତ୍ରା ନ କରିବା ପାଇଁ କୁହାଯାଇଛି ୱାଶିଂଟନ:ଆମେରିକାରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶବାସୀଙ୍କ...

sashikala
ଜେଲ୍‌ରୁ ମୁକୁଳିଲେ AIADMKରୁ ନିଷ୍କାସିତ ନେତ୍ରୀ ଶଶିକଳା

ବେଙ୍ଗାଲୁରୁ: ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଶଶିକଳା। ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ବେଙ୍ଗଲୁରୁର ଏକ ଜେଲରେ ସଜା କାଟୁଥିବା ଏଆଇଏଡିଏମକେର ପୂର୍ବତନ ନେତ୍ରୀ ଭିକେ ଶଶୀକଳାଙ୍କୁ ଆଜି ମୁକ୍ତ କରାଯାଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଅତି ବିଶ୍ୱସ୍ତ ତଥା ତାମିଲବାସୀଙ୍କ ପାଖରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।