ନୂଆଦିଲ୍ଲୀ: ସାରା ଦେଶରେ ଗତକାଲି ପାଳିତ ହୋଇଯାଇଛି ଭାରତୀୟ ସେନା ଦିବସ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ଦିନ । ବୀର ଯବାନଙ୍କ ପାଇଁ ବନ୍ଦନା କରିବାର ଦିନ। ପରିସ୍ଥିତି ଯାହା ବି ହେଉ ନା କାହିଁକି, ଭାରତୀୟ ସେନା ସବୁଠି, ସବୁ ପରିସ୍ଥିତିରେ ଲଢେଇ...
ଭୁବନେଶ୍ୱର(ଜଗଦୀଶ ଦାସ): ବର୍ଷ ବର୍ଷ ବିତିଗଲାଣି। ହେଲେ ଏହା କେଉଁ ଗଛ କେହି ଜାଣି ପାରୁନାହାନ୍ତି। ନା ସ୍ଥାନୀୟ ଲୋକ ନା ଉଦ୍ଭିଦ ବିଜ୍ଞାନୀ, କେହି କହି ପାରୁନାହାନ୍ତି କେଉଁ ପ୍ରଜାତିର ଗଛ ଏହା । ହେଲେ ଲୋକେ କିନ୍ତୁ ଏହି ଗଛକୁ ୬୦ ବର୍ଷ ଧରି...
ଭୁବନେଶ୍ୱର:ଲଗାତାର ୧୦ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଉପରକୁ ଥିବାବେଳେ ଆଜି ହ୍ରାସ ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ...
ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଏହାର ଗୋଟିଏ ଦିନ ପୂର୍ବରୁ କାହାକୁ ଟିକା ଦିଆଯିବ, କିଏ ଟିକା ନେବା ଉଚିତ୍ ନୁହେଁ ସେ ନେଇ ସୂଚନା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ...
ନୂଆଦିଲ୍ଲୀ: ନାଥୁଲା ପାସ୍ (Nathula Pass)ରେ ଚୀନ ସହ ହୋଇଥିବା ଯୁଦ୍ଧରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଯୁଦ୍ଧରେ ଚୀନକୁ ଏମିତି ଏକ ଶିକ୍ଷା ମିଳିଥିଲା, ଯାହା ପରଠାରୁ ଚୀନ ଦୀର୍ଘ ୫୨ ବର୍ଷ ମଧ୍ୟରେ କେବେ ବି ଗୁଳି ଚଳାଇବାକୁ ସାହସ ଯୋଗାଡ଼ କରିପାରିନି।...
ନୂଆଦିଲ୍ଲୀ: ସେମାନଙ୍କ ପାଇଁ ଦିନ ରାତି ସମାନ। ବର୍ଷା, ଖରା କି ଶୀତରେ ସେମାନଙ୍କ ପାଇଁ କିଛି ନୂତନତା ନ ଥାଏ। ଜୀବନ ସେମାନଙ୍କର ଏଇ ଅଛି ଏଇ ନାହିଁ…। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। ଦେଶର ସୁରକ୍ଷା କବଚ। ସେନା ଦିବସରେ ଆଜି ବୀର ଯବାନଙ୍କୁ ସଲାମ..।...
ଯମୁନାନଗର:‘ ବାପା ଶୋଇଛନ୍ତି। ଖାଇବା ବେଳକୁ ଉଠିବେ…’ ଏକ ମୃତ ଗଳିତ ଦେହକୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ପୁଅର ଏପରି କଥା ଶୁଣି ଭାବୁକ ହୋଇ ଯାଇଥିଲେ। ଗୋଟିଏ ମୁହୂର୍ତ୍ତ ପାଇଁ ସେମାନଙ୍କ ଖାକି ଦୃହୟ ସହାନୁଭୂତିରେ ଭିଜି ଯାଇଥିଲା। ହରିଆଣାର ଯମୁନାନଗର ଜିଲ୍ଲାର ସେକ୍ଟର ୧୭ରେ...
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ସତ କରି ଦେଖାଇ ପାରିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଭଳି ଏକ ଅଖ୍ୟାତ ପଲ୍ଲୀର ଗାଁ ଲୋକେ । ଏଇ ଲଣ୍ଡା ପାହାଡ଼ ଦିନେ ମସୃଣ ପଥର ଆଉ କଣ୍ଟା ଗଛରେ...
ଭୁବନେଶ୍ୱର(ଜଗଦୀଶ ଦାସ୍): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନାଁକୁ କଦର୍ଥ କରି ଅଶାଳୀନ ଭାଷାରେ ଲେଖାଯାଇଥିବା ଗୁଗଲରେ ଆସୁଛି। ବିରୋଧୀ ଦଳ ନେତା ଏହାକୁ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ cyber...
ନୂଆଦିଲ୍ଲୀ: ଭାରତୀୟ ସେନାର ବଳ ବଢ଼ାଇବ ମେସିନ୍ ପିସ୍ତଲ। ଶହେ ମିଟର ଦୂରରୁ ଶତ୍ରୁପକ୍ଷକୁ କରିହେବ ଟାର୍ଗେଟ୍। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମ ଥର ପାଇଁ ଏଭଳି ଏକ ଅତ୍ୟାଧୁନିକ ମେସିନ୍ ପିସ୍ତଲ ନିର୍ମାଣ କରାଯାଇଛି । ଭାରତୀୟ ସ୍ଥଳସେନା ସହାୟତାରେ ଡିଆରଡିଓ ପକ୍ଷରୁ ଏହା ନିର୍ମାଣ କରାଯାଇଛି ।...
ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ। ସାଧାରଣତଃ ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ...
ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ। କ୍ୟାପିଟାଲ୍ ହିଲ୍ରେ ହୋଇଥିବା ହିଂସା ପରେ ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ସିନେଟ୍ରେ ପୁଣି ଥରେ ଟ୍ରମ୍ପଙ୍କୁ ବିତାଡ଼ିତ କରିବାକୁ ପ୍ରସ୍ତାବ ପାରିତ କରାଯାଇଛି। ଟ୍ରମ୍ପଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ...