• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

leopard  and dog inside toilet
ଟଏଲେଟ ଭିତରେ ୭ ଘଣ୍ଟା ରହିଲେ ବାଘ, କୁକୁର...ଆଉ ତା’ ପରେ

ବେଙ୍ଗାଲୁର: ଖାଦ୍ୟ-ଖାଦକ ପାଖାପାଖି। ଗୋଟିଏ ଘରେ । ବାହାରୁ କବାଟ ବନ୍ଦ। ହେଲେ ଆଶ୍ଚର୍ଯ୍ୟ କଥା, ଖାଇବା ତ ଦୂରର କଥା, କେହି କାହାକୁ ଚାହୁଁ ନଥାନ୍ତି କି ଛୁଉଁ ନଥାନ୍ତି। କଥାଟା ହୁଏତ ବିଶ୍ୱାସଯୋଗ୍ୟ ନୁହେଁ, କିନ୍ତୁ ସତ। ଏମିତି ଘଟଣା ଘଟିଛି ବେଙ୍ଗାଲୁରୁରେ। ଟଏଲେଟ ଭିତରେ...

sputanic v
୯୧.୬ % ସୁରକ୍ଷିତ ଅଟେ ସ୍ପୁଟନିକ ଭି

ନୂଆଦିଲ୍ଲୀ: ଋଷ ନିର୍ମିତ କୋଭିଡ୍ ଟିକା ସ୍ଫୁଟନିକ ଭି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଅପେକ୍ଷାରେ ରହିଛି। ଋଷରେ ସ୍ପୁଟନିକ ଭିର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସରିଛି। ଏହି ଟ୍ରାଏଲରେ ଜଣାପଡ଼ିଛି, ସ୍ପୁଟନିଭ ଭି କରୋନା ବିରୋଧରେ ଲଢିବା ପାଇଁ  ୯୧.୬ ପ୍ରତିଶତ ସୁରକ୍ଷିତ । ଏ...

7am-AIR-SHOW
ବେଙ୍ଗାଲୁରୁରେ ଶକ୍ତି ପ୍ରଦର୍ଶନ କଲା ଭାରତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜି ଶକ୍ତି ପ୍ରଦର୍ଶନ କରିଛି ଭାରତ।  ଉଦଘାଟନୀ ସମାରୋହରେ LCA ତେଜସ୍, ରାଫେଲ୍ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟର୍‌ର ଉଡ଼ାଣ ଦେଖିବାକୁ ମିଳିଛି । ସୁଖୋଇ 30MKI ଦ୍ୱାରା ତ୍ରିଶୂଳ ଆକୃତିରେ ଉଡାଣ କରାଯାଇଥିଲା । ସୂର୍ଯ୍ୟକିରଣରେ ଝଲସୁଥିଲା ହେଲିକପ୍ଟରର ଉଡ଼ାଣ।...

OFFice-tika
ନିଜ ଅଫିସରେ ଭାକ୍ସିନ ନେବେ କରୋନା ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର: କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସ୍‌ରେ ଦିଆଯିବ କରୋନା ଟିକା । ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏହି ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍‌। ୧ମ ଫେଜ୍‌ରେ  ଗୃହ ଓ ନଗର ଉନ୍ନୟନ କର୍ମଚାରୀଙ୍କୁ...

marrage
ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ହେବ ୨୧ ବର୍ଷ !

ଯୁବକ, ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହେଉ ସୁପ୍ରିମ୍‌କୋର୍ଟରେ ହେବ ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଶୁଣାଣି କରିବେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜାରି କଲେ ନୋଟିସ ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଏବଂ ଯୁବତୀଙ୍କ ବିବାହ ବୟସ ୨୧ ବର୍ଷ କରାଯାଉ। ଏ ନେଇ...

arun sahoo
ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ୍

ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ କ୍ଲାସ୍ ୮ ତାରିଖରୁ ଖୋଲିବ ହଷ୍ଟେଲ୍ ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପ୍ରି-ଫାଇନାଲ ଇୟର କ୍ଲାସ ଏପ୍ରିଲ ୧୯ରୁ ଆରମ୍ଭ ହେବ ଯୁକ୍ତ +୩ର ୩ୟ ଓ ୫ମ ସେମିଷ୍ଟର ପରୀକ୍ଷା ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ...

budget-sarada
ବଜେଟ୍ ସିଂହାବଲୋକନ: କେଉଁ ରାଜ୍ୟକୁ କାହିଁକି ଗୁରୁତ୍ୱ ଦେଲେ ସୀତାରମଣ

“ସଂସଦରେ ଗତକାଲି ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। କାହା ପାଇଁ କ’ଣ ରହିଛି ଏଇ ବଜେଟରେ ? କାହାକୁ ମିଳିଛି କ’ଣ ଉପହାର ? କାହାକୁ କରାଯାଇଛି ଅଣଦେଖା ? ବଜେଟ୍‌ରେ କେଉଁ ରାଜ୍ୟକୁ...

Digital-Door-No
ଏଣିକି ସ୍ମାର୍ଟ ଠିକଣା ପାଇବେ ରାଜଧାନୀବାସୀ

ଭୁବନେଶ୍ୱର: ସ୍ମାର୍ଟ ସିଟିବାସୀଙ୍କ ଘରେ ଲାଗିବ ସ୍ମାର୍ଟ ନମ୍ବର।  ସ୍ମାର୍ଟ ନମ୍ବର ଲାଗିଲେ ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ। ରାଜଧାନୀବାସୀଙ୍କୁ ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର। ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ।  ଏହି ନମ୍ବର ପାଖରେ ଥିଲେ ଠିକଣା...

OTV-KHABAR-SANITIZER
ପୋଲିଓ ଡ୍ରପ୍‌ ବଦଳରେ ପିଆଇ ଦେଲେ ସାନିଟାଇଜର

ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ମହାରାଷ୍ଟ୍ରର ୟବତମାଲ୍ ଜିଲ୍ଲାରେ ଅଭାବନୀୟ ଘଟଣା ପୋଲିଓ ଡ୍ରପ୍‌ ବଦଳରେ ୧୨ଜଣ ଶିଶୁଙ୍କୁ ସାନିଟାଇଜର ଦିଆଗଲା ଶିଶୁମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ ୟବତମାଲ ସରକାରୀ ମେଡିକାଲକୁ ଶିଶୁମାନଙ୍କୁ ସ୍ଥାନାନ୍ତର ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମୁମ୍ବାଇ: ମହାରାଷ୍ଟ୍ରରେ...

financeb commission
୫ ବର୍ଷ ପାଇଁ କମିଲା ଓଡ଼ିଶାର କେନ୍ଦ୍ରୀୟ ଟିକସ ଅଂଶ

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରୀୟ ଟିକସ ଅଂଶ ହ୍ରାସ ପାଇବ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଅଂଶଧନ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିବ । ଯଦ୍ୱାରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୪.୫୨୮ହାରରେ ରାଜ୍ୟକୁ କେନ୍ଦ୍ରୀୟ ଟିକସର ଭାଗ ମିଳିବ। ରାଜ୍ୟର ଆକାର, ଲୋକସଂଖ୍ୟା, ଜଙ୍ଗଲ...

nirmala
ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ପଢନ୍ତୁ, ବଜେଟକୁ ନେଇ ୨୫ଟି ବଡ଼ ଖବର

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେପରଲେସ ବଜେଟ ଉପସ୍ଥାପନ କରିଛନ୍ତି। ଆଜି ବଜେଟ୍‌ରେ ଆୟକର ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ...

Capture
ଭୁଶୁଡ଼ି ପଡ଼ିଲା କୋଠାଘର, ଫସି ରହିଛନ୍ତି ୧୦ ଶ୍ରମିକ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ସ୍ଥିତ ମହାଡରେ ୫ ମହଲା ବିଶିଷ୍ଟ ଏକ କୋଠା ଘର ଭୁଶୁଡିବାର ଦୁଃଖ ମନରୁ ଯାଇନି, ପୁଣି ଭିୱଣ୍ଡିରେ ଏକ କୋଠା ଭୁଶୁଡି ଯାଇଛି। ଭଗ୍ନସ୍ତୁପ ତଳେ ୧୦ ଜଣ ଶ୍ରମିକ ରହି ଯାଇଥିବା କୁହାଯାଉଛି। ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି।...

train
ରେଲୱେ ବଜେଟ ୨୦୨୧: ଟ୍ରାକ୍‌ରେ ଗଡ଼ିବ ନୂଆ, ଅତ୍ୟାଧୁନିକ କୋଚ୍‌

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ ୨୦୨୧-୨୨ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟ୍ୟାବ ଖୋଲିଛି ୨୦୨୧-୨୨ର ବଜେଟ ଅଟକଳ। ଏହି ବଜେଟରେ ସୀତାରମଣ ରେଳବାଇ ସମ୍ପର୍କିତ ବଡ ଘୋଷଣା କରିଛନ୍ତି। ରେଳବାଇଁ ଅର୍ଥମନ୍ତ୍ରୀ ୧, ୧୦,୦୫୫ କୋଟି ଟଙ୍କାର ରାଶି ଆବଣ୍ଟନ କରିଛନ୍ତି। ଏଥିରେ ୧,...

rahul
ସାଧାରଣ ବଜେଟରେ କ’ଣ ଗୁରୁତ୍ୱ ପାଇବା ଆବଶ୍ୟକ ? ଟୁଇଟ କରି କହିଲେ ରାହୁଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରୁଛନ୍ତି ତାଙ୍କର ତୃତୀୟ ସାଧାରଣ ବଜେଟ ୨୦୨୧-୨୨। କରୋନା ମହାମାରୀରେ ଦେଶ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାବେଳେ ସମସ୍ତଙ୍କ ନଜର ନିର୍ମଳାଙ୍କ ବଜେଟ ଉପରେ । ଏପରି ପରିସ୍ଥିତିରେ ବଜେଟ ତିଆରି...

film hall-1
ଆଜିଠୁ ହାଉସ୍‌ ଫୁଲ୍‌ ହେବ ସିନେମା ହଲ୍‌

ନୂଆଦିଲ୍ଲୀ:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିନେମା ହଲ ବନ୍ଦ କରାଯାଇଥିଲା। ଦୀର୍ଘ ମାସ ପରେ ସିନେମା ହଲ ୧୦୦ ପ୍ରତିଶତ କ୍ଷମତା ସହ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଖୋଲିଛି। ଏହି ତଥ୍ୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ପ୍ରକାଶ ଜାଭେଦକର ଦେଇଛନ୍ତି। ଏହି ଅବସରରେ...

myamar
ମିଆଁମାରରେ ଶାସନ କ୍ଷମତା ହାତକୁ ନେଲା ସେନା, ସୁ କୀଙ୍କ ସମେତ ଅନେକ ନେତା ଅଟକ

ନୂଆଦିଲ୍ଲୀ:ପଡୋଶୀ ଦେଶ ମିଆଁମାରରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ମିଆଁମାର ସେନା ଦେଶର ଶାସନ କ୍ଷମତା ନିଜ ହାତକୁ ନେଇଛି। ମିଆଁମାରର କାଉନ୍‌ସିଲର୍  ଆଙ୍ଗ ସାନ୍‌ ସୁ କୀ(Aung San Suu Kyi)ଙ୍କ ସମେତ ଶାସକ ଗୋଷ୍ଠୀର କିଛି ନେତାଙ୍କୁ ସେନା ଅଟକ ରଖିଛି। ଏ ନେଇ ମ୍ୟାଁମାର...

accident
ଶ୍ରମିକଙ୍କୁ ନେଇ ଯାଉଥିଲା ଭ୍ୟାନ; ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ହେମଗିରି ଥାନା କନିକା ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୧୬ ଜଣ ଆହତ ହୋଇଛନ୍ତି। ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପିକଅପ୍‌ ଭ୍ୟାନ୍‌ଟି ୧୬...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।