ବ୍ରହ୍ମପୁର: ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ଆମ ଧର୍ମର ଏକ ପରମ୍ପରା। ଆପଣାର ଲୋକଙ୍କୁ ହରାଇବାର ଦୁଃଖ ଯେତେ ଗଭୀର ହେଉ ନା କାହିଁକି, ଶୁଦ୍ଧିକ୍ରିୟା ଆମକୁ କରିବାକୁ ପଡ଼ିବ। ହେଲେ ବଞ୍ଚିଥିବା ମଣିଷର ଶୁଦ୍ଧିକ୍ରିୟା ! ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ବଞ୍ଚି ଥାଉ ଥାଉ ଶିଶୁର...
ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ...
ମୁମ୍ବାଇ: ଭେଣ୍ଟିଲେଟରରେ ୫ ମାସର ଶିଶୁ ଜୀବନ ଓ ମୃତ୍ୟୁର ଦୋଛକିରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ହାତରେ ଅଛି ଆଉ ମାତ୍ର ୨ ମାସର ସମୟ । ଏହା ଭିତରେ ଆବଶ୍ୟକ୧୬ କୋଟି ଟଙ୍କା। କାରଣ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ଏକ ଇଞ୍ଜେକସନ ଯାହାର...
ଆଜି ସାରା ଦେଶରେ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ। ଅନେକ ଆଶା, ସ୍ୱପ୍ନ ନେଇ ଦିନେ ତିଆରି ହୋଇଥିଲା ସ୍ୱାଧୀନ ଭାରତର ସମ୍ବିଧାନ। ହେଲେ ଏହି ଆଶା…ସ୍ୱପ୍ନ….ବାଟବଣା ହୋଇଯାଇଛି କି ? ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର ପ୍ରତ୍ୟାହାର କରି ନେଇଛନ୍ତି କି ? ଏହା...
ନୂଆଦିଲ୍ଲୀ: ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନରେ ମୁଖର ହୋଇଥିବାବେଳେ ଦାବି ପୂରଣ ପାଇଁ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ପୁଣି ତାତିଛନ୍ତି। ଆଜି କୃଷକମାନେ ଟ୍ୟାକ୍ଟର ରାଲି ବାହାର କରିଛନ୍ତି। ଆଜି ସକାଳୁ କିଛି ଚାଷୀ ପୋଲିସ ବାରିକେଡ୍ ଭାଙ୍ଗି ଦେଇଛନ୍ତି। ପ୍ରାୟ ୫୦୦୦ ଚାଷୀ ରିଂ...
ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସର ଆଉ ଏକ ଅଗ୍ନିଶିଖା। ସ୍ୱାଭିମାନୀ ସମ୍ବଲପୁରର ସ୍ପର୍ଦ୍ଧିତ ସ୍ୱର। ୧୮୦୯ ଆଜିର ଦିନରେ ଏଇ ବୀର ପୁତ୍ରଙ୍କର ଜୟନ୍ତୀ । ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ହେଲେ ଏହା ପୂର୍ବରୁ ଏଇ...
ମସ୍କୋ: ସମୁଦ୍ର କୂଳର ଏଇ ସୁଦୃଶ୍ୟ ମହଲକୁ ଦେଖିଲେ ଯେ କେହି ବି ଚକିତ ହୋଇଯିବେ। ଭବ୍ୟ ମହଲଟି ଚାକଚକ୍ୟରେ ଝଲସୁଛି। ଅତ୍ୟାଧୁନିକ ବ୍ୟବସ୍ଥା ବି ରହିଛି। ତେବେ କିଏ ଏହି ମହଲର ମାଲିକ ? ଏହା ଏଠିକା ରାଷ୍ଟ୍ରପତିଙ୍କର ବୋଲି ଲୋକେ ଭାବିଥିଲେ। ହେଲେ ସେ ମନା...
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଗତକାଲି ୨୧ ଜିଲ୍ଲାରୁ ୧୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୦ ଜଣ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ଲୋକାଲ୍ କେସ୍ ରହିଛି ୫୪। ଏ ନେଇ ସୂଚନା ଓ...
କଟକ:ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଙ୍କ ଜନ୍ମମାଟି କଟକର ଓଡିଆ ବଜାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।...
ନୂଆଦିଲ୍ଲୀ: ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି ପରାକ୍ରମ ଦିବସ ତ କେଉଁଠି...
କେନ୍ଦ୍ରାପଡା: ଅନିଶ୍ଚିତତାରେ କଟୁଛି ଶୈଶବ। ପରିବାର ଥାଇ ବି ଅଲୋଡା ହୋଇପଡିଛି ସୁହାନୀ। ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଉଳତାରା ଗାଁରେ। କିନ୍ତୁ ସେ ରହୁଛି ସୁଦୂର ନୋଏଡାର ଏକ ବାଲ୍ କୁଟୀରରେ। ପାଠ ପଢିବାକୁ ଦୂର ସହରକୁ ଯାଇ ଭବିଷ୍ୟତ ଗଢିବା ସ୍ୱପ୍ନ ଦେଖୁଥିଲା ।...
ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର ଗାନ୍ଧି ମାର୍ଗରେ ANM କର୍ମୀଙ୍କୁ ଉଠାଇ ନେଲା ପୋଲିସ ଭଦ୍ରକ ପୁରୁଣାବଜାର ଥାନା...
ସେ ଥିଲେ ଭାରତ ମାଆର ଜଣେ ସଚ୍ଚା ସୈନିକ। ଯାହାଙ୍କ ନାଁ ଶୁଣିଲେ ଥରୁଥିଲେ ଗୋରା ସାହେବ। ଆଗକୁ ଆସିବା ତ ଦୂରର କଥା ଛତ୍ରଭଙ୍ଗ ଦେଉଥିଲେ ଇଂରେଜମାନେ । ଆଉ ଟେକାର ଜବାବ ପଥରରେ ଦେବାକୁ ସେ କେବେ ପଛାଉ ନଥିଲେ। ଆମେ କହୁଛୁ ଭାରତର ଅଗ୍ରଣୀ...
ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ...
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୧ ଜିଲ୍ଲାରୁ ୧୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ୮୯ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୬୫ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ସର୍ବାଧିକ ଆକ୍ରାନ୍ତ...
ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀଜିଉଙ୍କୁ ନିଜ ମନର କଥା କହିବେ। ଦୁଃଖ ଜଣାଇବେ। ସେଥିପାଇଁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଦମ୍ପତ୍ତି। ୨୫ତମ ବିବାହ ବାର୍ଷିକୀ ଅବସରରେ ଦିଲ୍ଲୀରୁ ପୁରୀ ଆସିଛନ୍ତି ପବନ ଓ ତାଙ୍କ ପତ୍ନୀ। ମନରେ ଅନେକ ଆଶା। ମହାପ୍ରଭୁଙ୍କ ଅନେକ ଅଲୌକିକ କାହାଣୀ ଶୁଣିଛନ୍ତି।...
ନୂଆଦିଲ୍ଲୀ: ଫେସବୁକ୍ର ଡାଟା ଲିକ୍ ମାମଲାରେ ସିବିଆଇ ମାମଲା ରୁଜୁ କରିଛି। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଦେଇଥିଲା। ସାରା ବିଶ୍ୱରେ ପ୍ରାୟ...
କେନ୍ଦୁଝର(ପ୍ରଣୟ କୁମାର ପାଣି): ମଣିଷ ଆକାଶରେ ଉଡ଼ି ପାରୁଛି। ପାଣିର ବି ବୁଡ଼ି ପାରୁଛି। ଶରୀରରେ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ି ହୋଇ ପାରୁଛି। ମାଟି ତଳେ ସହର ତିଆରି କରିପାରୁଛି ପୁଣି ମାଟି ତଳୁ ଘରକୁ ଉଠାଇ ପାରୁଛି। କାରଣ ଆଜିର ବିଜ୍ଞାନ ଦୁନିଆରେ ସବୁ କିଛି ସମ୍ଭବ। ଏହିପରି...