• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

baidn
ବିଶ୍ୱର ସବୁଠୁ ଦାମୀ ହ୍ୱାଇଟ ହାଉସ କିଚେନ୍‌ରେ ବାଇଡେନଙ୍କ ପାଇଁ କ’ଣ ରନ୍ଧା ହେବ ?

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିବାସ ଅର୍ଥାତ୍‌ ହ୍ୱାଇଟ ହାଉସ୍‌ର ରୋଷେଇଘରର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ଏହା ପୂର୍ବରୁ ଏହି ରୋଷେଇଘର ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରର ପସନ୍ଦ ଅନୁସାରେ ପ୍ରସ୍ତୁତ ହୋଇଥିଲା। ଏବେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ପସନ୍ଦ ଅନୁସାରେ ହେବ। ଆସନ୍ତୁ ଜାଣିବା, କେମିତି ଏଇ ହ୍ୱାଇଟ...

prafulla
ବୋହୂ ପାଇଁ ମୁହଁ ଖୋଲିଲେ ଖଣିମନ୍ତ୍ରୀ

କାମାକ୍ଷାନଗର ( ବିଦ୍ୟାଧର ବରାଳ) : କାମାକ୍ଷାନଗର କଲେଜରେ ଅଧ୍ୟାପିକା ଅଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ। କଲେଜ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ ଅଛନ୍ତି ଖୋଦ ଖଣିମନ୍ତ୍ରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଖଣିମନ୍ତ୍ରୀଙ୍କ ଅଧ୍ୟାପିକା ବୋହୂ ଛୁଟିରେ ଥାଇ ବି ମାସ ମାସ ଧରି ନେଇଛନ୍ତି ...

farmer agiation
୪୦ ହଜାର ଚାଷୀ ଆରଡିସି କାର୍ଯ୍ୟାଳୟ ଘେରାଉ କରିବେ

–ସମ୍ବଲପୁରରେ ବିଜେପି ପକ୍ଷରୁ ଚାଷୀ ସମାବେଶ -ସାମିଲ ହେଲେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର -ଉତ୍ପାଦିତ ସମସ୍ତ ଧାନ କିଣିବାକୁ ଦାବି କଲା ବିଜେପି -ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବି ତେଜିଲା -କଟନୀ ଛଟନୀ ବନ୍ଦ ପାଇଁ ମଧ୍ୟ ଦାବି କଲେ ଚାଷୀ ସମ୍ବଲପୁର:...

Modi
ଦ୍ୱିତୀୟ ଫେଜରେ କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ:  ଦ୍ୱିତୀୟ ଫେଜ୍‌ରେ କୋଭିଡ୍ ଟିକା ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ କିମ୍ବା ଏପ୍ରିଲରେ ଟିକାକରଣ ପାଇଁ ତାଙ୍କ ପାଳି ପଡ଼ିପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏମିତିକି ୫୦ ବର୍ଷରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଟିକା...

bls
ହାତ ଧରାଧରି ହୋଇ ଚାଲିଗଲେ ବୃଦ୍ଧ ଦମ୍ପତି; ପୋଖରୀ ହୁଡ଼ାରେ ପଡ଼ିଛି ଶବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକ ଫୁଲବଣି ଗାଁର ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି। ବାର୍ଦ୍ଧକ୍ୟରେ ହାତ ଧରା ଧରି ହୋଇ ଚାଲି ଯାଇଛନ୍ତି ଉଭୟେ। ପୋଖରୀ ହୁଡ଼ାରୁ ସେମାନଙ୍କର ମୃତଦେହ ଉଦ୍ଧାର କରିଛି...

Capture
ଜନ୍ମଦିନରେ ଭାଇଙ୍କୁ ମନେ ପକାଇ ଏମିତି କହିଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ଆଜି ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଜନ୍ମଦିନ। ଏକମାତ୍ର ଭାଇର ଜନ୍ମଦିନରେ ଅନେକ ଶୁଭକାମନା କରନ୍ତି ତିନି ଭଉଣୀ। ସେଇ ଜନ୍ମ ତିଥି ଆସିଛି। ହେଲେ ଭାଇ ତାଙ୍କର ନାହିଁ। ଭାଇ ବିନା ଏଥର ଜନ୍ମଦିନ ପାଳନ କରୁଛନ୍ତି ସୁଶାନ୍ତଙ୍କ ଭଉଣୀ। ହେଲେ ସବୁଥର ପରି ଏଥର ତାଙ୍କ...

accident
ଅଟୋକୁ ଧକ୍କା ଦେଲା ଡମ୍ପର; ଆଖି ବୁଜିଲେ ପରିବାରର ୩ ସଦସ୍ୟ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏହି ଦୁର୍ଘଟଣା ଘଟିଛି।  ଏକ ପିଚୁ ବୋଝେଇ ଡମ୍ପର ଆସି ହଠାତ୍‌ ଯାତ୍ରୀବାହି ଅଟୋକୁ ଧକ୍କା ଦେଇଥିଲା। ଅଟୋକୁ ଧକ୍କା ଦେଇ ଡମ୍ପରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।...

Traffice
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟର ପେଜ୍‌ରେ ସ୍ଥାନ ପାଇଲା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭିଡିଓ

ନୟାଗଡ଼: ଟ୍ରାଫିକ ଓ ହେଲମେଟ୍ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରିବାକୁ ଯାଇ ଭିଡିଓ କରିଥିଲେ। ଏହି ଭିଡିଓ ପାଇଁ ଦିନେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଜସ୍ର ପ୍ରଶଂସା ସାଉଁଟି ଥିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏବେ ପୁଣି ଥରେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି। ଏହି...

jaga
ମିଳିଲା ଜଗା ଦର୍ଶନ..ବିହ୍ୱଳ ହେଲେ ଭକ୍ତ

ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର।  ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହଟିଛି କଟକଣା।  ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ...

biden
ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଯୁଗ

ୱାଶିଂଟନ:ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଯୁଗ। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ୭୭ ବର୍ଷୀୟ ଜୋ ବାଇଡେନ୍। ତାଙ୍କ ସହ ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସିୟ ଏବଂ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି...

kgf-2
କେବେ ରିଲିଜ୍‌ ହେବ KGF Chapter 2 ? ତାରିଖକୁ ନେଇ ମିଳିଲା ଏମିତି ସୂଚନା

ମୁମ୍ବାଇ: ୟଶ ଷ୍ଟାରର୍ KGF Chapter 2 ଏହି ବର୍ଷ ପ୍ରଶଂସକଙ୍କୁ ବେଶ ମନୋରଞ୍ଜର ଖୋରାକ ଯୋଗାଇବ। ଦର୍ଶକ ଏବେଠାରୁ ଏହି ମୁଭିକୁ ଦେଖିବା ପାଇଁ ଦିନ ଗଣିବାକୁ ଆରମ୍ଭ କଲେଣି। କେଉଁଦିନ ଫିଲ୍ମ ରିଲିଜ ହେବ ଜାଣିବା ପାଇଁ ଦର୍ଶକ ବିଭିନ୍ନ  ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି। ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।