• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

OTV-khabar-NEtaji
ଗୁମ୍‌ନାମୀ ବାବା ରୂପରେ ବଞ୍ଚିଥିଲେ ନେତାଜୀ !

ନୂଆଦିଲ୍ଲୀ: ଜାନୁଆରୀ ୨୩ରେ ସାରା ଦେଶରେ ପାଳିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ହେଲେ ଏଣିକି ଏହି ଦିନକୁ ପରାକ୍ରମ ଦିବସ ନାଁରେ  ସମସ୍ତେ ମନେ ରଖିବେ।  ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ।...

21221
ଭାରି ଖୁସି ଲାଗେ ଏହି ହସ ଦେଖିଲେ...ସୁଶାନ୍ତଙ୍କ ଜନ୍ମଦିନ ପୂର୍ବରୁ ଏମିତି ଭାବପ୍ରବଣ ଫଟୋ ଶେୟାର କଲେ ଶ୍ୱେତା

ମୁମ୍ବାଇ: ୭ ମାସ ବିତିଗଲା। ଏକମାତ୍ର ଗେହ୍ଲାଭାଇକୁ ଆଉ ଦେଖି ନାହାନ୍ତି ଭଉଣୀମାନେ । କେବଳ ତା’ର ସ୍ମୃତିକୁ ନେଇ ଯାହା ବଞ୍ଚିଛନ୍ତି। ଆଜି ଭାଇର ଜନ୍ମଦିନ । କିନ୍ତୁ ଭାଇ ତାଙ୍କର ନାହିଁ। କେଉଁ ଅଫେରା ଦୁନିଆକୁ ଚାଲି ଯାଇଛି ଯେ ଆଉ ଆସିବନି। ହଁ, ଆମେ...

farmer
କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ ରାୟ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର:  ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲି ସଂପର୍କରେ କୌଣସି ରାୟ ଦିଆଯିବ ନାହିଁ । ଏ ନେଇ ଉପଯୁକ୍ତ ନିଷ୍ପତ୍ତି ଓ ପଦକ୍ଷେପ ନେବା ଦିଲ୍ଲୀ ପୋଲିସର ଦାୟିତ୍ୱ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନରତ ଚାଷୀଙ୍କ ସହ ସରକାରଙ୍କ ଆଲୋଚନା ବିଫଳ...

futuristic-covid-19-coronavirus-global-pandemic-medical-mask-protects-planet-from-viruses_67515-954
ରାଜ୍ୟରେ କରୋନା ସ୍ଥିତି: କାଲି କମିଥିଲା, ଆଜି ପୁଣି ବଢିଲା

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୧୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୫୭ ଜଣ ରୋଗୀ। ଏମାନଙ୍କ  ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି...

12
ଅଷ୍ଟ୍ରେଲିଆକୁ ହରାଇବା ପରେ ଟିମ୍‌ ଇଣ୍ଡିଆ ଉପରେ ବର୍ଷିଲା ଟଙ୍କା

ନୂଆଦିଲ୍ଲୀ: ବ୍ରିସ୍‌ବେନ୍‌ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍‌ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ...

netaji-jayanti
ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ

ନୂଆଦିଲ୍ଲୀ: ଏଣିକି ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ଜୟନ୍ତୀ । ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ...

Untitled-1
୧୨ ଜିଲ୍ଲାରୁ ଚିହ୍ନଟ ହେଲେନି ଜଣେ ବି କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ୍‌ ଓ ୫୦ ଜଣ ଲୋକାଲ୍ କେସ୍‌ ଥିବା ସୂଚନା ଓ...

Wtsp
ଏମିତି ଷ୍ଟେଟସ୍ ଦେଇ ୟୁଜର୍ସଙ୍କୁ ତାଜୁବ କରିଦେଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ଷ୍ଟେଟସ୍। ଦେଖିବା ପରେ ତାଜୁବ ହୋଇଗଲେ ୟୁଜର୍ସ।  ଷ୍ଟେଟସ୍ ଦେଖିଲା ପରେ ୟୁଜର୍ସ ଏବେ ଆଶ୍ୱସ୍ତ। ପ୍ରଥମ ଥର ପାଇଁ ଷ୍ଟେଟସ ଲଗାଇ ଚର୍ଚ୍ଚାକୁ ଆସିଛି ହ୍ୱାଟ୍ସଆପ୍। କିଛି ଦିନ ହେଲା ନୂଆ ପ୍ରାଇଭେସି ପଲିସୀକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ ଷ୍ଟେଟସରେ ସଫେଇ...

biden
ଆସନ୍ତାକାଲି ଶପଥ ନେବେ ବାଇଡେନ୍, କିଏ କରିବ କ୍ଷମତା ହସ୍ତାନ୍ତର ?

ୱାଶିଂଟନ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍‌। ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ଲାଗି ଆମେରିକୀୟ ସଂସଦୀୟ ପରମ୍ପରା ଅନୁସାରେ ଚାଲିଛି ପ୍ରସ୍ତୁତି । ହ୍ୱାଇଟହାଉସ ଓ କ୍ୟାପିଟଲ ହିଲ୍...

feb
୮୨୩ ବର୍ଷ ପରେ ଏଥର ଆସୁଛି ବିଚିତ୍ର ଫେବୃଆରୀ

ନୂଆଦିଲ୍ଲୀ: ସବୁ ବର୍ଷ ପରି ଏଥର ମଧ୍ୟ ଆସି‍ବ ଫେବୃଆରୀ। ହେଲେ ଏହି ଫେବୃଆରୀ ସବୁ ଫେବୃଆରୀଟଠାରୁ ଟିକେ ନିଆରା ହୋଇ ଆସିବ । ଅନ୍ୟଭାଷାରେ କହିବାକୁ ଗଲେ, ଏଥର ଫେବୃଆରୀ ଏକ ବିଚିତ୍ର ଫେବୃଆରୀ। ୮୨୩ ବର୍ଷ ଭିତରେ ଯାହା ହୋଇ ନ ଥିଲ ଏଥର ତାହା...

Vaccine
ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଆସିବ କୋଭିସିଲ୍ଡ । ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍ ଆସିବାର ଅଛି । ସୂଚନା ଅନୁସାରେ, ଏହି ଟିକା ଧରି ଆସୁଥିବା...

SURAT-ACCIDENT
ରାତିରେ ଫୁଟ୍‌ପାଥରେ ଶୋଇଥିଲେ ଶ୍ରମିକ , ଚଢିଗଲା ଟ୍ରକ

ସୁରଟ: ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୪ ଶ୍ରମିକଙ୍କ ଜୀବନ। ସୁରଟର ପଲୋଡ଼ ଗ୍ରାମ ନିକଟ କିମ୍‌ ମାଣ୍ଡବୀ ରୋଡ଼ ଫୁଟପାଥରେ ସୋମବାର ବିଳମ୍ବିତ ରାତିରେ ଶୋଇଥିଲେ ୧୮ ଜଣ ଶ୍ରମିକ। ଏକ ଟ୍ରକ ଦ୍ରୁତ ଗତିରେ ଆସି ଏହି ଶ୍ରମିକଙ୍କ ଉପରେ ଚଢି...

sonuuu-sixteen_nine
ରିଲିଜ ହେଲା ସୋନୁ ସୁଦଙ୍କ ଲାଟେଷ୍ଟ ସଙ୍ଗ୍ ’ପାଗଲ ନେହିଁ ହୋନା’, ଭାଇରାଲ୍ ହେଉଛି ଭିଡ଼ିଓ

ମୁମ୍ବାଇ: ଦେଶର କୋଣ ଅନୁକୋଣରେ ଏକ ପରିଚିତ ନାମ ସୋନୁ ସୁଦ୍‌ । ଗତ କିଛି ଦିନ ହେବ ଅସହାୟ ଏବଂ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସୋନୁ ସୁଦ୍‌ ସହାୟତାର ହାତ ବଢାଇ ସମସ୍ତଙ୍କ ହୃଦୟରେ ନିଜ ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି। ରିଲ୍‌ରେ ଭିଲିଆନ ରୋଲରେ ଦେଖିବାକୁ...

vacn
କରୋନା ଟିକାକୁ ନେଇ ଖୁସି ଖବର ଦେଲେ ମୋଦି, କହିଲେ-୨ୟ ଡୋଜ୍‌ ନେବା ପରେ...

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ଆଜି ଆରମ୍ଭ ହୋଇଛି ଟିକାକରଣ। ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହାଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଦୁନିଆର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଉଦ୍‌ଘାଟନ କରିଛନ୍ତି। ଟିକାକରଣର ଆଜି ପ୍ରଥମ ଦିନରେ ଦେଶରେ ୩ ଲକ୍ଷରୁ ଅଧିକ...

Er1E6nRVcAIBaix
କରୋନା ବିରୋଧରେ ଭାକ୍ସିନ ଯୁଦ୍ଧ; ଟିକାକରଣ ମହାଭିଯାନ ଆରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ମହାଭିଯାନର  ଶୁଭାରମ୍ଭ ଆଜି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ୧୦.୩୦ ମିନିଟ୍‌ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି କାର୍ଯ୍ୟକ୍ରମ...

Dog
ରାସ୍ତା ମଝିରେ ଛୁଆକୁ ଜଗିଥିଲା ମା’ କୁକୁର, ଚାଟୁଥିଲା, ହେଲେ ଜାଣି ନ ଥିଲା...

ସୋର(ଶଶିକାନ୍ତ ବେହେରା): ମୋ ଛୁଆକୁ ଛାଡ଼ି କୁଆଡେ ଯିବିନି.. ଉଠୁ ଧନ..ଆ, ଖେଳିବୁ ମୋ ସାଙ୍ଗରେ…। ସତେ ଯେମିତି ଏହି ଭାବ ନେଇ ଛୁଆକୁ ଚାଟି ପକାଉଛି। ହେଲେ ଛୁଆ ଉଠୁନି। କେମିତି ବା ଉଠିବ ? ସେ ଶୋଇଯାଇଛି ଚିର ନିଦ୍ରାରେ। ଯେତେ ଡାକିଲେ ବି ସେ...

coroan
ଟିକା ପ୍ରସ୍ତୁତ…କେନ୍ଦ୍ର ବି ପ୍ରସ୍ତୁତ; ଆଉ କିଛି ସମୟ ପରେ ଆରମ୍ଭ ହେବ ମହାଅଭିଯାନ

ଭୁବନେଶ୍ୱର:ଆଉ କିଛି ସମୟର ଅପେକ୍ଷା। ଅଦୃଶ୍ୟ ଭୁତାଣୁ ବିରୋଧରେ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଯୁଦ୍ଧ । ଟିକା ପ୍ରସ୍ତୁତ…ଟିକାକରଣ କେନ୍ଦ୍ର ବି ପ୍ରସ୍ତୁତ…ପ୍ରତିଟି କେନ୍ଦ୍ରରେ ପୂରା ତୟାର ଭେକ୍ସିନେଟର।  ଦୀର୍ଘ ୧୦ ମାସ ଧରି ଲୋକଙ୍କୁ ଯନ୍ତ୍ରଣା ଦେଇଥିବା, ଆତ୍ମୀୟସ୍ୱଜନଙ୍କୁ ଛଡ଼ାଇ ନେଇଥିବା ମହାମାରୀକୁ ଦୂରେଇବା ଲାଗି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।