ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହାକୁ ରୋକିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ହେଲେ ଏହାକୁ ରୋକିପାରୁ ନାହିଁ। ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ଏପରି ଉଦ୍ୟମକୁ ରୋକିବା ପାଇଁ ପୋଲିସ ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା।...
ସମ୍ବଲପୁର(ସଂଜୟ କୁମାର ଜେନା): ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଈଶ୍ୱରଙ୍କ ପରେ ଡାକ୍ତର ହିଁ ମୃତ୍ୟୁ ମୁହଁରୁ ଜୀବନ ଛଡ଼ାଇ ଆଣିପାରେ। ତେବେ ଶୋଷଣ ମନବୃତ୍ତି ପାଇଁ ଡାକ୍ତରୀ ପେଶାରେ ଆଜିକାଲି କଳାଛିଟା ଲାଗିଥିବାବେଳେ ସେ ହେଉଛନ୍ତି ଏହାର ବ୍ୟତିକ୍ରମ। ଗରିବ ରୋଗୀଙ୍କୁ ସୁବିଧାରେ ଯୋଗାଇ ଦେଉଛନ୍ତି ସେବା।...
NH-୬୦ର ବସ୍ତା ବାଇପାସ୍ ନିକଟରେ ଗୋରୁ ଗାଡ଼ି ଦୁର୍ଘଟଣା ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଲା କଣ୍ଟେନର ଗୋରୁ ଗାଡ଼ି ଓଲଟି ୨୦ ଗୋରୁ, ୩ ବ୍ୟକ୍ତିଙ୍କ ମୃତ୍ୟୁ ଟ୍ରକରେ ଚାପି ହୋଇଥିବା ଗୋରୁଙ୍କୁ ଉଦ୍ଧାର କରାଯାଉଛି ଗୋରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା...
ହାଇଦ୍ରାବାଦ୍: କୋର୍ଟରୁ କାମ ସାରି ପତି-ପତ୍ନୀ ଫେରୁଥିଲେ ଘରକୁ। କିଛି ସମୟ ପରେ ଘରେ ହୁଏତ ପହଞ୍ଚିଥାନ୍ତେ। ହେଲେ ଅତର୍କିତ ଆକ୍ରମଣର ଶିକାର ହେଲେ ଦମ୍ପତି। କିଛି ଦୁର୍ବୃତ୍ତ ଗାଡିରୁ ଓହ୍ଲାଇ ଆକ୍ରମଣ କରିବା ଆରମ୍ଭ କଲେ। ପିଟି ଦମ୍ପତିକୁ ମାରି ଦେଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାସ୍ତାରେ...
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ। ୨୨ ତାରିଖରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଏଥରର ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇପାରେ । କୋଟିଆ ବିବାଦ ସହ ସୀମାବର୍ତ୍ତୀ...
ନୂଆଦିଲ୍ଲୀ: ହୋଟେଲକୁ ଖାଇବାକୁ ଯାଇ ୱେଟରକୁ ଲୋଭନୀୟ ଟିପ୍ସ୍ ଦେବା ପରି ଖବର ଅନେକ ସମୟରେ ସୋଶାଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ଅନେକ ଲୋକ ଚର୍ଚ୍ଚାକୁ ଆସିଥିବା ବି ଆମେ ଦେଖିବାକୁ ପାଇଥାଉ। କିଛି ଦିନ ତଳେ ଜଣେ ବ୍ୟକ୍ତି ୱେଟରକୁ ଲକ୍ଷାଧିକ ଟଙ୍କାର ଟିପ୍ସ୍...
ନୂଆଦିଲ୍ଲୀ: ଏ କାହାଣୀ ଜଣେ ଯୁବତୀଙ୍କର। ଯେଉଁ କାହାଣୀର ଆରମ୍ଭ ଅତ୍ୟନ୍ତ ଆନନ୍ଦ ଦାୟକ, ହେଲେ ପରିଣତି ହୃଦୟଥରା, ଯନ୍ତ୍ରଣାଶିକ୍ତ। ଝିଅଟିଏ ଜୀବନରେ ଯାହା କିଛି ଚାହିଁଥାଏ, ତାଙ୍କ ପାଖରେ ସେ ସବୁ ଅଜାଡି ଦେଇଥିଲେ ଭଗବାନ । ଏମିତି ବାପା-ମା’ଙ୍କୁ ପାଇଥିଲେ ଯେଉଁମାନେ ଝିଅର ଖୁସି ପାଇଁ...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତମାସ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସା ଘଟଣାର ମୋଷ୍ଟ ୱାଣ୍ଟେଡ୍ ମନିନ୍ଦର ସିଂହଙ୍କୁ ପୋଲିସ ଗିରଫ କରିଛି। ହିଂସାକାଣ୍ଡ ସମୟର ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ମନିନ୍ଦର ୨ଟି ଖଣ୍ଡା...
କୋରାପୁଟ/ଜୟପୁର: ଅନେକ ବାଦ ବିବାଦ ପରେ ଆନ୍ଧ୍ରର ଜବରଦଖଲ ମନୋବୃତ୍ତି ଜାରି ରହିଛି। ଓଡ଼ିଶା ସୀମାକୁ ନିଜ କବ୍ଜାକୁ ନେବା ନିଶାରେ ମାଡି ମାଡି ଆସୁଛି। କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଏବେ ଜଣାପଡ଼ିଛି, ଖାଲି ଏହି ୫ଟି ଗାଁ ନୁହେଁ,...
ନୂଆଦିଲ୍ଲୀ: ସୁନ୍ଦରୀ ପ୍ରତିଯୋଗିତାରେ ଚମକ ଦେଖାଇଛନ୍ତି ଅଟୋ ଚାଳକଙ୍କ ଝିଅ। ଫେମିନା ମିସ୍ ଇଣ୍ଡିଆ-୨୦୨୦ର ପ୍ରଥମ ରନର ଅପ ଟାଇଟାଲ୍ ପାଇଛନ୍ତି ମୁମ୍ବାଇର ମାନ୍ୟା ସିଂହ। ତେବେ ସେ ଏଇ ଟାଇଟଲ ପାଇଁ କେବଳ ଚର୍ଚ୍ଚାରେ ନାହାନ୍ତି। ବରଂ ତାଙ୍କ ବ୍ୟକ୍ତିଗତ ଜୀବନଶୈଳୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ...
ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ପ୍ରଶାସନିକ ସ୍ତରରେ ଅବହେଳା ହୋଇଛି। ନିମ୍ନସ୍ତରରେ ଏହାର ସମାଧାନ ହୋଇପାରିଥାନ୍ତା। ହେଲେ ସେପରି ହୋଇ ନାହିଁ ବୋଲି ଆଜି ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସରକାରୀ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି...
ଭୋପାଳ: ମଧ୍ୟ ପ୍ରଦେଶରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ସିଘିରୁ ସତନା ଯାଉଥିବା ଯାତ୍ରୀବାହୀ ବସ୍ଟି ବାଣସାଗର କେନାଲରେ ଖସି ପଡିଛି। ମିଳିଥିବା ସୂଚନା ଅନୁସାରେ ବସ୍ରେ ୬୦ ଜଣ ଲୋକ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୃତଦେହ ଉଦ୍ଧାର...
ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ଆଜି ଚତୁର୍ଥ ଦିନରେ ଭାରତ, ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରି ବଦଲା ନେଇଛି । ୪୮୨ ରନ୍ ପିଛା କରୁଥିବା ଇଂଲଣ୍ଡ ଟିମ୍ ଆଜି ଦ୍ୱିତୀୟ ଇନିଂସରେ ୧୬୪ ରନ୍ କରି ଅଲ୍ ଆଉଟ୍...