• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

studstudents appearing exament
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ସୂଚୀ। ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ।  ପ୍ରଥମ ଦିନ ଅର୍ଥାତ ମେ ୩ ତାରିଖରେ ରହିଛି ମାତୃଭାଷା ଓଡ଼ିଆ। ମେ ୫ରେ ଇଂଲିଶ ଏବଂ ୭ ତାରିଖରେ ହେବ ହିନ୍ଦୀ ପରୀକ୍ଷା। ସେହିପରି ମେ...

Deep Sidhu Arrested
ଗିରଫ ହେଲେ ଅଭିନେତା ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ଅବସରରେ ଲାଲ୍‌ କିଲାରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର  ସ୍ପେଶାଲ ସେଲ ମଙ୍ଗଳବାର ଦୀପ୍ ସିଦ୍ଧୁଙ୍କୁ ଗିରଫ କରିଛି। ।...

mobile
ପ୍ରଳୟରେ ସାହା ହେଲା ମୋବାଇଲ୍, ଜୀବନ ବଞ୍ଚାଇ ଦେଲା କ୍ଷଣିକ ସିଗ୍‌ନାଲ୍‌

ନୂଆଦିଲ୍ଲୀ: ତପୋବନ ଅଞ୍ଚଳରେ ଏକ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୩୦୦ ମିଟର ଭିତରକୁ ଯାଇ ସେମାନେ କାମ କରୁଥିଲେ। ହଠାତ୍‌ ମାଡ଼ି ଆସିଲା ପ୍ରଳୟ। ଆଖି ସାମ୍ନାରେ ନାଚୁଥିଲା ମୃତ୍ୟୁ। ଯେ କୌଣସି ସମୟରେ କୋଳେଇ ନେବ। ତଥାପି ବଞ୍ଚିବାର ଶେଷ ପ୍ରୟାସ କରିବାକୁ ସେମାନେ ଛାଡ଼ି ନ...

Cocks-In-Jail
ବିନା ଦୋଷରେ ଜେଲ ଭୋଗୁଛନ୍ତି ଗଞ୍ଜା !

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦିନେ ନୁହେଁ କି ଦୁଇ ଦିନ ନୁହେଁ ପାଖାପାଖି ମାସେ କାଳ ଜେଲ୍‌ରେ ରହିଲେଣି ସେମାନେ। ହେଲେ ସେମାନଙ୍କର ଭୁଲ କିଛି ନ ଥିଲା। କାହା ଭୁଲ ପାଇଁ ଦୁଇଜଣ ଏକାଠି ଜେଲର ପାଚେରୀ ଭିତରେ କଟୁଛି ଦିନ ରାତି। ଏ ଦୁହେଁ କିଏ ଜାଣିଛନ୍ତି...

corona test
୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଥିଲେ ହଁ ୫୦ ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରୁ ୭୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।  ୪୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ...

uttarakhand-1
ଉତ୍ତରାଖଣ୍ଡ ବିପତ୍ତି; ବର୍ଷା ନାହିଁ କି ବରଫ ତରଳିନି, ଏମିତି ବନ୍ୟା ଆସିଲା କେଉଁଠୁ ?

ନୂଆଦିଲ୍ଲୀ: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟି ଅଳକାନନ୍ଦା ଏବଂ ଧଉଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍...

puri srimandir
ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ

ପୁରୀ: କାର୍ଯ୍ୟକାରୀ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହେଲା।  ପ୍ରତ୍ୟାହାର କରାଯାଇଥିବା ନେଇ ନିଜ ଟ୍ୱିଟ୍‌ର ହାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ । NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ ହୋଇଥିଲା। ତେବେ ଏହାକୁ ପ୍ରତ୍ୟାହାର କରାଯାଇଛି ବୋଲି ମନ୍ତ୍ରୀ...

khabar-utarakhand
ଉତ୍ତରାଖଣ୍ଡର ଏହି ବରଫ ପାହାଡ଼ରେ ମିଳେ ହିମାଲୟାନ୍‌ ଭାଏଗ୍ରା

ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ହିମସ୍ଖଳନ ଏଠାରେ ଭୟଙ୍କର ବିତ୍ପତ୍ତି ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପ୍ରାକୃତିକ ବିପର୍ଯ୍ୟୟ ନା ମନୁଷ୍ୟକୃତ ତାହା ଜଣା ପଡ଼ିନାହିଁ। ତେବେ ଏଠି ଆମେ କହିରଖିବୁ, ଯେଉଁ ଇଲାକାରେ ଏହି ଦୁର୍ଘଟଣା...

corona-11111
୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୨ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ଆଜିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆ ଯାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୁସିର କଥା, ଆଜି ୧୦ ଜିଲ୍ଲାରୁ କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି।  ଏମାନଙ୍କ ମଧ୍ୟରୁ ୪୯ କ୍ୱାରେଣ୍ଟିନ ସେଣ୍ଟରର...

corona-tika
ଆଗଧାଡ଼ି କରୋନା ଯୋଦ୍ଧାଙ୍କୁ ମିଳିଲା ଟିକା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କୋଭିଡ୍ ଟିକା। କଟକ ଇନଡୋର ଷ୍ଟାଡିୟମ୍‌ରେ କରାଯାଇଥିବା ଟିକାକେନ୍ଦ୍ରରେ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସୁଯୋଗ ମିଳିଲେ ଟିକା ନେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ଡିଜିପି । ଟିକାକରଣ ସରକାରଙ୍କ ବଡ଼ ପଦକ୍ଷେପ।  ସମସ୍ତଙ୍କ ସମର୍ଥନ...

vaccination at ayodhya
କୋଭିଡ ଟିକା ନେବା ପରେ ୮ ମହିଳା ସୁରକ୍ଷା କର୍ମୀ ଅସୁସ୍ଥ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ସୁରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୮ ଜଣ ମହିଳା ଆରକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ଶନିବାର ସକାଳୁ ଖରାପ ହୋଇଯାଇଛି। ଏହି ଖବର ପ୍ରଚାର ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

Bhadark-
ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମା’ପୁଅଙ୍କ ଆତ୍ମାହୁତୀ ଉଦ୍ୟମ

ଭଦ୍ରକ: ଜମି ଅନ୍ୟର ଦଖଲରେ। କୋର୍ଟରୁ ଡିଗ୍ରୀ ପରେ ବି ହଟୁ ନାହାନ୍ତି ଜବରଦଖଲକାରୀ।ଗୁହାରୀ କଲା ପରେ ବି ପୋଲିସ ଶୁଣୁନି। ଶେଷରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ହୋଇ ମାଆପୁଅ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ତେବେ କିରୋସିନ ଢାଳି ଡିଆସିଲ ମାରିବା ପୂର୍ବରୁ...

nabin-KO
କୋଟିଆ ହେବ ଆଦର୍ଶ ପଞ୍ଚାୟତ, ଖୁବ୍‌ ଶୀଘ୍ର ମୁଁ କୋଟିଆବାସୀଙ୍କୁ ଭେଟିବି-ମୁଖ୍ୟମନ୍ତ୍ରୀ

କୋଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ୧୩ କୋଟିର ପ୍ରକଳ୍ପ ଉଦ୍‌ଘାଟନ ୫ କୋଟିର ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ୧୫୦ କୋଟି ଟଙ୍କାର ପ୍ରକଳ୍ପ କାମ ଜାରି ରହିଛି କୋଟିଆ ହେବ ଆଦର୍ଶ ପଞ୍ଚାୟତ ଖୁବ୍‌ ଶୀଘ୍ର ମୁଁ କୋଟିଆ ଯିବି...

OTS-1
ଓଡ଼ିଶାରେ ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ଭାରତରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର। ଦେଶରେ ପ୍ରଥମର ଥର ପାଇଁ ଏପରି ଏକ ଗବେଷଣା କେନ୍ଦ୍ର  ପ୍ରତିଷ୍ଠା ହେବାକୁ ଯାଉଛି।  ଆଉ ଖୁସିର କଥା ଏହି ଅନୁଷ୍ଠାନ ଓଡ଼ିଶାରେ ହେବ।  ଖୁବ୍‌ ଶୀଘ୍ର ଏହି କେନ୍ଦ୍ର ବାଲେଶ୍ୱରରେ ପ୍ରତିଷ୍ଠା ହେବ ବୋଲି  ସୂଚନା ଦେଇଛନ୍ତି...

coroan rate
କରୋନାକୁ ନେଇ ଆସିଲା ଆଶ୍ୱସ୍ତି ଖବର

ନୂଆଦିଲ୍ଲୀ: କୋଭିଡକୁ ନେଇ ଆଶ୍ୱସ୍ତିର ଖବର।  ଦେଶରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଉଛି।  କୋଭିଡ୍ ଭୂତାଣୁ ସଂକ୍ରମଣ ହାର ଖସି ୫. ୪୨ ପ୍ରତିଶତରେ ପହଞ୍ଚିଛ। ଗତ ଅଗଷ୍ଟ ମାସରେ ଦେଶରେ କରୋନା ସଂକ୍ରମଣ ହାର ୮. ୮୯ ପ୍ରତିଶତ ରହିଥିବାବେଳେ ୪ ଫେବ୍ରୁଆରୀରେ ୫. ୪୨...

Jharapghhula-rksh
ଜେଲ ଗଲେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌

ଯାଜପୁର(ଗୁଲାମ ଗସ୍‌): ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ତିନି ଦିନିଆ ରମାଣ୍ଡରେ ନେଇଥିବା ଗିରଫ ଅଭିଯୁକ୍ତ ରାକେଶ ଆଜି ଜେଲ୍‌କୁ ଫେରିଛି। ତେବେ ଏହି ତିନି ଦିନିଆ ରିମାଣ୍ଡରେ ନେଇ ପୋଲିସ ତା’ଠାରୁ କି ସୁରାକ ପାଇଛି ତାହାର କୌଣସି...

corona
୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୭ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୩୬। ସମସ୍ତ ନୂଆ ରୋଗୀ ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ...

priyanka gandhi-1
ରାମପୁର ଗସ୍ତବେଳେ ପ୍ରିୟଙ୍କା ଗାନ୍ଧିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ରାମପୁର ଯିବା ବାଟରେ ପ୍ରିୟଙ୍କା ଗାନ୍ଧିଙ୍କ କାର ଦୁର୍ଘଟଣା ରାସ୍ତାରେ ଯାଉଥିବା ଏକାଧିକ ଗାଡ଼ି ପରସ୍ପରକୁ ଧକ୍କାଦେଲେ ଅଳ୍ପକେ ବର୍ତ୍ତିଗଲେ ପ୍ରିୟଙ୍କା କାହାରି କୌଣସି କ୍ଷତି ହୋଇନାହିଁ ହାପୁଡ: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ରାମପୁର ଗସ୍ତରେ ଯିବାବେଳେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ପ୍ରିୟଙ୍କା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।