• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

coronavirus
ରାଜ୍ୟରେ ୨୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:ଲଗାତାର ୧୦ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଉପରକୁ ଥିବାବେଳେ ଆଜି ହ୍ରାସ ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ...

vaccine-1111
କାଲିଠୁ ଆରମ୍ଭ ହେବ ଟିକାକରଣ: କିଏ ନେବେ ପ୍ରଥମ ଟିକା, ଜାଣନ୍ତି ?

ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଏହାର ଗୋଟିଏ ଦିନ ପୂର୍ବରୁ  କାହାକୁ ଟିକା ଦିଆଯିବ, କିଏ ଟିକା ନେବା ଉଚିତ୍ ନୁହେଁ ସେ ନେଇ ସୂଚନା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ...

Shaid-Jaban
ଗୁଳି ସରିଗଲା, କେବଳ ଛୁରୀ ସାହାଯ୍ୟରେ ଚୀନ ସେନାକୁ ଏମିତି ଶିକ୍ଷା ଦେଇଥିଲେ ଭାରତୀୟ ସେନା

ନୂଆଦିଲ୍ଲୀ: ନାଥୁଲା ପାସ୍‌ (Nathula Pass)ରେ ଚୀନ ସହ ହୋଇଥିବା ଯୁଦ୍ଧରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଯୁଦ୍ଧରେ ଚୀନକୁ ଏମିତି ଏକ ଶିକ୍ଷା ମିଳିଥିଲା, ଯାହା ପରଠାରୁ ଚୀନ ଦୀର୍ଘ ୫୨ ବର୍ଷ ମଧ୍ୟରେ କେବେ ବି ଗୁଳି ଚଳାଇବାକୁ ସାହସ ଯୋଗାଡ଼ କରିପାରିନି।...

7am-Sena-Divasa
ଆଜି ସେନା ଦିବସ: ସହିଦଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ପତ୍ନୀ, ସନ୍ତାନ

ନୂଆଦିଲ୍ଲୀ: ସେମାନଙ୍କ ପାଇଁ ଦିନ ରାତି ସମାନ। ବର୍ଷା, ଖରା କି ଶୀତରେ ସେମାନଙ୍କ ପାଇଁ କିଛି ନୂତନତା ନ ଥାଏ। ଜୀବନ ସେମାନଙ୍କର ଏଇ ଅଛି ଏଇ ନାହିଁ…। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। ଦେଶର ସୁରକ୍ଷା କବଚ। ସେନା ଦିବସରେ ଆଜି ବୀର ଯବାନଙ୍କୁ ସଲାମ..।...

army-captaion
୫ ଦିନ ହେଲା ରେଜେଇ ତଳେ ପଡ଼ିଛି ସେନା ଅଧିକାରୀଙ୍କ ଶବ, ପୁଅ କହୁଛି...

ଯମୁନାନଗର:‘ ବାପା ଶୋଇଛନ୍ତି। ଖାଇବା ବେଳକୁ ଉଠିବେ…’ ଏକ ମୃତ ଗଳିତ ଦେହକୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ପୁଅର ଏପରି କଥା ଶୁଣି ଭାବୁକ ହୋଇ ଯାଇଥିଲେ। ଗୋଟିଏ ମୁହୂର୍ତ୍ତ ପାଇଁ ସେମାନଙ୍କ ଖାକି ଦୃହୟ ସହାନୁଭୂତିରେ ଭିଜି ଯାଇଥିଲା। ହରିଆଣାର ଯମୁନାନଗର ଜିଲ୍ଲାର ସେକ୍ଟର ୧୭ରେ...

nandi-pahad
ଦିନେ ଏଠି ଖେଳୁଥିଲେ ନାଗନାଗୁଣୀ, ଆଜି ସବୁଜ ପଣତ ତଳେ ହସୁଛି ନାଣ୍ଡି ପାହାଡ଼ 

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ସତ କରି ଦେଖାଇ ପାରିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଭଳି ଏକ ଅଖ୍ୟାତ ପଲ୍ଲୀର ଗାଁ ଲୋକେ । ଏଇ ଲଣ୍ଡା ପାହାଡ଼ ଦିନେ ମସୃଣ ପଥର ଆଉ କଣ୍ଟା ଗଛରେ...

11111
ଗୁଗୁଲ୍‌ରେ ବିରୋଧୀ ଦଳ ନେତାଙ୍କ ନାଁରେ କିଏ ଲେଖିଲା ଏମିତି ଅଶାଳୀନ ଭାଷା ?

ଭୁବନେଶ୍ୱର(ଜଗଦୀଶ ଦାସ୍‌): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନାଁକୁ କଦର୍ଥ କରି ଅଶାଳୀନ ଭାଷାରେ ଲେଖାଯାଇଥିବା ଗୁଗଲରେ ଆସୁଛି। ବିରୋଧୀ ଦଳ ନେତା ଏହାକୁ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ cyber...

army
ସ୍ୱଦେଶୀ ଅସ୍ତ୍ରରେ ଭାରତର ଶକ୍ତି ବଢାଇବ ସେନା

ନୂଆଦିଲ୍ଲୀ:  ଭାରତୀୟ ସେନାର ବଳ ବଢ଼ାଇବ ମେସିନ୍ ପିସ୍ତଲ। ଶହେ ମିଟର ଦୂରରୁ ଶତ୍ରୁପକ୍ଷକୁ କରିହେବ ଟାର୍ଗେଟ୍। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଥମ ଥର ପାଇଁ ଏଭଳି ଏକ ଅତ୍ୟାଧୁନିକ ମେସିନ୍ ପିସ୍ତଲ ନିର୍ମାଣ କରାଯାଇଛି । ଭାରତୀୟ ସ୍ଥଳସେନା ସହାୟତାରେ ଡିଆରଡିଓ ପକ୍ଷରୁ ଏହା ନିର୍ମାଣ କରାଯାଇଛି ।...

Makara
କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ। ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ...

trump
ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ। କ୍ୟାପିଟାଲ୍ ହିଲ୍‌ରେ ହୋଇଥିବା ହିଂସା ପରେ ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ସିନେଟ୍‌ରେ ପୁଣି ଥରେ ଟ୍ରମ୍ପଙ୍କୁ ବିତାଡ଼ିତ କରିବାକୁ ପ୍ରସ୍ତାବ ପାରିତ କରାଯାଇଛି। ଟ୍ରମ୍ପଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ପ୍ରକାଶ...

cricket-1111
Ind vs Aus: ୪ର୍ଥ ଟେଷ୍ଟ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଟିମ୍‌ ଇଣ୍ଡିଆ

ସିଡ୍‌ନୀ: ଆଉ ଦିନକ ପରେ ଅର୍ଥାତ୍‌ ୧୫ ତାରିଖ ଅଷ୍ଟ୍ରେଲିଆ ସହ ‘ଟିମ୍ ଇଣ୍ଡିଆ’ ଗାବ୍ବାଠାରେ ଖେଳିବ ଚତୁର୍ଥ ତଥା ଶେଷ ଟେଷ୍ଟ। ଏଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଖେଳାଳୀ । ଏ ନେଇ ଭାରତ ତା’ର ରଣନୀତି ପ୍ରସ୍ତୁତ କରିଛି। ଆଗାମୀ ମ୍ୟାଚ୍‌ରେ...

grass
ଘାସ ଚାଷ ବ୍ୟବସାୟୀଙ୍କୁ କରୁଛି ମାଲାମାଲ୍‌ 

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଘାସ କରିଦେଲା କୋଟିପତି। ଘାସକୁ ଅନାବନା କହି କିଏ କାଟି ଫିଙ୍ଗି ଦେଉଛି। ଅଥଚ ଏହି ବେପାରୀମାନେ ଘାସ ପାଇଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।  କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ । କିନ୍ତୁ ଏକଦମ୍‌ ସତକଥା । ପାମାରୋସା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।