• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

nirmala
ରାହୁଲ୍‌ଙ୍କୁ ଟାର୍ଗେଟ କଲେ ନିର୍ମଳା: କହିଲେ, ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ତାଙ୍କର ଅଭ୍ୟାସ

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଆଜି ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ନେତା ନକଲିକୁ ନେଇ ଆଲୋଚନା କରନ୍ତି। ଦେଶକୁ ବିଭାଜନ କରୁଥିବା ଶକ୍ତି ପାଇଁ ଛିଡା...

bill gates
ଆଗାମୀ ଯୁଦ୍ଧ ମିସାଇଲ ନୁହେଁ, ଭାଇରସ ସହ ହେବ- ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ଗତବର୍ଷରୁ ଆରମ୍ଭ ହୋଇଛି କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ। ଏହି ଜୈବିକ ଯୁଦ୍ଧରେ ଅନେକ ଜୀବନ ଗଲାଣି। କରୋନା ଲୋକଙ୍କ ଆଖିରୁ ନିଦ ହଜାଇ ଦେଲାଣି। ତେବେ ଏପରି ହେବ ବୋଲି ବହୁ ଆଗରୁ ଅନୁମାନ କରାଯାଇଥିଲା । ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍‌...

Radio
ଜାଣନ୍ତି, ରେଡିଓରେ କେବେ ପ୍ରସାରିତ ହୋଇଥିଲା ନିଉଜ ବୁଲେଟିନ୍‌ ?

ନୂଆଦିଲ୍ଲୀ: ଆଜି ରେଡିଓ ଦିବସ। ରେଡିଓ ଦିନେ ଥିଲା ଗାଁ ଗହଳିର ଯୁବକଙ୍କଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତର ଥିଲା ଅତି ଆପଣାର ଥିଲା। ଘର କ’ଣର ମହିଳାଙ୍କ ଅବସର ବିନୋଦନର ମାଧ୍ୟମ ଥିଲା। ସୁଖ ହେଉ ବା ଦୁଃଖ, ବିପଦ ହେଉ ବା ସଂପଦ,  ଆପଣାର ମଣିଷଙ୍କୁ କହିବା...

kalia
କାହିଁକି ଫେରିଲା କାଳିଆ ଯୋଜନା ? ଚାଷୀଙ୍କୁ ପୁଣି ମିଳିବ ଟଙ୍କା

ଭୁବନେଶ୍ୱର: ପୁଣି ଫେରିଲା କାଳିଆ ଯୋଜନା । ଏହି ଯୋଜନାରେ ପୁଣି ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ଚୁପ୍ ବସିଥିବା ରାଜ୍ୟ ସରକାର ହଠାତ୍ ଚେଇଁଛନ୍ତି । ଡିବିଟି ଜରିଆରେ...

tamilnadu fire incident
ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ: ଜଣେ ଓଡ଼ିଆ ଶ୍ରମିକଙ୍କ ସହ ୧୧ ମୃତ

ଚେନ୍ନାଇ: ତାମିଲନାଡ଼ୁର ଏକ ବାଣ କାରଖାନାରେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ଏଥିସହିତ ୩ ଜଣ ଓଡ଼ିଆ ଶ୍ରମିକ ଗୁରୁତର ହୋଇଛନ୍ତି। ପ୍ରଥମେ ୪ ଶ୍ରମିକଙ୍କୁ ସ୍ଥାନୀୟ...

sashi-pal
ନାଳପାଣି ଯୋଗୁ ହାତୀର ମୃତ୍ୟୁ ଘଟିଲା-ଶଶୀ ପଲ୍

ଭବାନୀପାଟଣା:କଳାହାଣ୍ଡି କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ନାଳପାଣି ପିଇ ହାତୀ ମରିଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି PCCF ଶଶୀ ପଲ୍।  ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହାତୀ ଦେହରେ ସେପ୍ଟିସେମିଆ ଭୂତାଣୁ ଥିବା ପ୍ରାଥମିକ...

tiger
ବାଲେଶ୍ୱରରେ ବାଘ ଆତଙ୍କ; ଭିଡିଓରେ ଧରାପଡ଼ିଲା ଦୃଶ୍ୟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଟିପିସିଗଡ଼ଇ ଓ ଏହାର ଆଖପାଖ ଗାଁରେ ବାଘ ଆତଙ୍କ ଖେଳି ଯାଇଛି।  ଗ୍ରାମର କାଂଶବାଂଶ ନଦୀ କୂଳ ବକ୍ରେଶ୍ୱର ମନ୍ଦିର ପାଖରେ ଲୋକ ବାଘ ବୁଲୁଥିବା ଦେଖିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୬ ତାରିଖରେ ବାଘ ନଦୀ କୂଳରେ ବୁଲୁଥିବା...

everest
ଏଭରେଷ୍ଟ ଚଢି ନାହାନ୍ତି, ମିଛ ପ୍ରମାଣ ଦେଖାଇ ହାସଲ କଲେ ସାର୍ଟିଫିକେଟ

ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରି ନାହାନ୍ତି। ହେଲେ ସାର୍ଟିଫିକେଟ  ହାସଲ କରି ନେଇଛନ୍ତି। ମିଛ ପ୍ରମାଣ ଦେଖାଇ ନେଇଛନ୍ତି ସାର୍ଟିଫିକେଟ। ଏପରି ଅଭିଯୋଗ ପାଇବା ପରେ ନେପାଳ ସରକାର ୩ ପର୍ବତାରୋହୀଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିଛନ୍ତି। ୩ ଜଣ ପର୍ବତାରୋହୀ ଭାରତୀୟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ...

bput
କମିଲା ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ଅବଧି

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ କରାଯାଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ଅନ୍ୟାନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ସହ ସମାନତା ଆଣିବା ନିମନ୍ତେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ଏଣିକି ୪ ବର୍ଷ କରାଯାଇଛି। ସେହିପରି ଛାତ୍ରଛାତ୍ରୀ...

corona testing
ବରଗଡରୁ ଚିହ୍ନଟ ହେଲେ ସର୍ବାଧିକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପୁଣି ବଢିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ଶହେ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨ ଜଣ କରୋନା...

basanta-panchami
ଜାଣନ୍ତି ମା’ ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ?

ଆଜି ସରସ୍ୱତୀ ପୂଜା। କୋଭିଡ କଟକଣା ଭିତରେ ସରସ୍ୱତୀ ପୂଜାର ଉତ୍ସାହ କମି ଯାଇଥିଲେ ହେଁ ଶିକ୍ଷାନୁଷ୍ଠାନମାନଙ୍କରେ ଯଥାବିଧି ପୂଜା ଅନୁଷ୍ଠିତ ହେଉଛି। ତେବେ ଏଠାରେ ପ୍ରଶ୍ନ ଉଠେ, ମାତା ସରସ୍ୱତୀ କିଏ ? କ’ଣ ତାଙ୍କର ପରିଚୟ ? କେମିତି ହେଲା ତାଙ୍କର ଆବିର୍ଭାବ ? ଆସନ୍ତୁ...

maa saraswati
କେମିତି ଆବିର୍ଭାବ ହେଲେ ବାଗ୍‌ ଦେବୀ ମା’ ସରସ୍ୱତୀ ?

ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦେତ୍ରୀ ମା’ ସରସ୍ୱତୀଙ୍କ ଆରାଧନାର ଦିବସ।  ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ହିନ୍ଦୁ ଧର୍ମରେ ଏକ ସ୍ୱତନ୍ତ୍ର ମହତ୍ୱ ରଖେ। ଏହି ସ୍ୱତନ୍ତ୍ର ଦିନରେ ବିଦ୍ୟା ଦେବୀ ମା’ ସରସ୍ୱତୀ ପୂଜା, ଆରାଧନା କରାଯାଇଥାଏ। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି...

rescue opperation
ଉତ୍ତରାଖଣ୍ଡ ହିମ ପ୍ରଳୟ: ୭୦ ଘଣ୍ଟା ପରେ ବି ଟନେଲ ଭିତରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରୁନି

ଡେରାଡୁନ:  ଉତ୍ତରାଖଣ୍ଡ ଚମୋଲି ହୀମସ୍ଖଳନ ଘଟଣାକୁ ୭୦ ଘଣ୍ଟାରୁ ଅଧିକ ବିତିଲା । ହେଲେ ତପୋବନ ପାୱାର ପ୍ରୋଜେକ୍ଟର ଟନେଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନି। ତେଣୁ ଧୀରେ ଧୀରେ ଆଶଙ୍କା ବଢୁଛି । ଏପଟେ ସେନା ସହାୟତାରେ ଜୋରସୋରରେ ଚାଲିଛି ଉଦ୍ଧାର କାମ । ହୀମସ୍ଖଳନ...

new-work
ନ୍ୟୁୟର୍କ ଆସେମ୍ଲିରେ କାଶ୍ମୀରକୁ ନେଇ ପ୍ରସ୍ତାବ ପାରିତ୍, ବିରୋଧ କଲା ଭାରତ

ନ୍ୟୁୟର୍କ: ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌। କମ୍‌ଲା ହାରିସ୍‌ ଉପରାଷ୍ଟ୍ରପତି ହେବା ପରେ ଭାରତରେ ମଧ୍ୟ ଖୁସିର ମାହୋଲ ଖେଳି ଯାଇଥିଲା। ଖାଲି କମ୍‌ଳା ନୁହେଁ, ବାଇଡେନଙ୍କ ଟିମ୍‌ରେ ୨୦ ଜଣ ଭାରତୀୟଙ୍କୁ ସ୍ଥାନ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।