/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697078980.jpg)
Today Panchang
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର। ଚନ୍ଦ୍ର - କର୍କଟ ଅହୋରାତ୍ର, ତିଥି - ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି – ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୫୭ ଗତେ ୨ ପାଦ - କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୧୨.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ:
ପ୍ରାତଃ – ୦୭.୨୨ ରୁ ୦୮.୪୧
ଦିବା – ୧୧.୫୨ ରୁ ୧୨.୫୪
ଦିବା – ୦୨.୧୮ ରୁ ୦୨.୫୨
ଦିବା – ୦୩.୩୭ ରୁ ୦୩.୪୩
ରାତ୍ରି – ୦୨.୨୯ ରୁ ୦୩.୨୦
ଅଶୁଭ ସମୟ:
ଋାହୁକାଳ – ଦିବା ୦୮.୪୧ ରୁ ୧୦.୦୫
କାଳବେଳା – ପ୍ରାତଃ ୦୫.୫୨ ରୁ ୦୭.୧୭ ଓ ଦିବା ୦୩.୪୩ ରୁ ୦୫.୦୭
ବାରବେଳା – ଦିବା ୧୨.୫୪ ରୁ ୦୨.୧୮
କାଳରାତ୍ରି – ସନ୍ଧ୍ୟା ୦୫.୦୭ ରୁ ୦୬.୪୩ ଓ ରାତ୍ରି ୦୪.୧୭ ରୁ ୦୫.୫୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)