ଗ୍ରୀନ ଏନର୍ଜି ବା ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ବ୍ୟବସ୍ଥା ଗ୍ରହଣ କରାଯିବ। ବୈଦ୍ୟୁତିକ ଯାନ ବା ଇଭିର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ...
ସିନ୍ଧୁ ଚୁକ୍ତି ରଦ୍ଦ କରି ୱାଟର୍ ଷ୍ଟ୍ରାଇକ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ୟାନ କରି ଡିଜିଟାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିପାରେ ଭାରତ । ଦୁଇ ଦୁଇଟି ଫାଇନାନ୍ସିଆଲ୍ ଷ୍ଟ୍ରାଇକ୍ ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର ।
ପୁଣି ସେହି କିଟ୍ । ପୁଣି ସେହି କୁଇନ୍ସ ହଷ୍ଟେଲ୍ । ପୁଣି ସେହି ନେପାଳୀ ଛାତ୍ରୀ । ସ୍ତବ୍ଧ ନେପାଳ ଦୂତାବାସ । ଉଦବେଗ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରାଳୟ । କାରଣ ମୃତ୍ୟୁର ଧାରାରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଯାଇଛି ନିରୀହ ଜୀବନ ।
ସିନ୍ଧୁ ଚୁକ୍ତି ରଦ୍ଦ କରି ୱାଟର୍ ଷ୍ଟ୍ରାଇକ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ୟାନ କରି ଡିଜିଟାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିପାରେ ଭାରତ । ଦୁଇ ଦୁଇଟି ଫାଇନାନ୍ସିଆଲ୍ ଷ୍ଟ୍ରାଇକ୍ ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର ।
ଚଳିତ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା ମୂଲ୍ୟାୟନ ପ୍ରକ୍ରିୟା । ଏହାର ଠିକ୍ ଦେଢ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ କରି ରେଜଲ୍ଟ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା...
ଦୀଘା ଜଗନ୍ନାଥ ମନ୍ଦିର ନେଇ କିଛି ଦିନ ହେବ ଦ୍ବନ୍ଦ୍ବାତ୍ମକ ତଥ୍ୟ ପ୍ରଚାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିର ହେବା, ଏହାକୁ ଜଗନ୍ନାଥ ଧାମ ନାମ ଦେବା, ଏଠାରୁ ଯାଇ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁକାଠରେ ପ୍ରତିମା ନିର୍ମାଣ ହେବା ଚର୍ଚ୍ଚା ବିଷୟ...
ପହଲଗାମରୁ ଫେରି ଛାତିଥରା କାହାଣୀ ବଖାଣିଛନ୍ତି କଟକ ଚୌଦ୍ୱାରର ପର୍ଯ୍ୟଟକ । ଆତଙ୍କୀଙ୍କ ଗୁଳିରୁ ବାପାଙ୍କୁ ବଞ୍ଚାଇବାକୁ ଯାଇ ଝିଅକୁ ମାଆ ମଥାରୁ ସିନ୍ଦୂର ଲିଭାଇ ମୁସଲିମର ପରିଚୟ ଦେବାକୁ ପଡ଼ିଥିଲା ।
ଚଳିତ ବର୍ଷ ରାଜ୍ୟର ୩ ହଜାରରୁ ଅଧିକ କେନ୍ଦ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।
ନେପାଳ ବୀରଗଞ୍ଜର ଛାତ୍ରୀ ପ୍ରୀଶା ଶାହା କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷ ଛାତ୍ରୀ ଥିଲେ । ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଇନ୍ ଫୋସିଟି ଥାନା ପୋଲିସର ତଦନ୍ତ ଜାରି ରଖିଛି ।
୨୬/୧୧ ମୁମ୍ବାଇ ଆଟାକ୍ ଭଳି ପହଲଗାମରେ ବି ଏକାଥରେ ଏକାଧିକ ସ୍ଥାନରେ ହମଲା ପ୍ଲାନ୍ କରୁଥିଲା କି ପାକିସ୍ତାନ ? NIA ହାତରେ ଲାଗିଛି ଟେରର୍ ପ୍ଲାନିଂର ସାଂଘାତିକ ସତ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ୪ ଧାମ ଭିତରେ ଶ୍ରେଷ୍ଠଧାମ ଜଗନ୍ନାଥ ଧାମର ନାଁକୁ ବି ହାଇଜାକ୍ କରିବାର ଅପଚେଷ୍ଟା କରିଛନ୍ତି । ଯାହା କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଲାଗି ନୂଆ ଡିପିଆର୍ ପ୍ରସ୍ତୁତ ହେଉଛି । ପୂର୍ବ ସରକାର ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଲାଇବାକୁ ଯୋଜନା କରିଥିଲେ । ଏହାଦ୍ବାରା ଲୋକଙ୍କ କୌଣସି ଫାଇଦା ହେବନି । ତେଣୁ ମେଟ୍ରୋ ପ୍ରକଳ୍ପକୁ କଟକ...
ଗୋଟେ ପଟେ କଲମା ବ୍ୟାରେଜର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି । ଅନ୍ୟପଟେ ଓଡ଼ିଶା ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ତଳମୁଣ୍ଡରେ ଯୁଆଡ଼େ ଚାହିଁଲେ କେବଳ ବାଲି ଆଉ ବାଲି । ଯାହା କିଛି ପାଣି ଦେଖିବାକୁ ମିଳୁଛି ତାହା ବ୍ୟାରେଜର ସିପେଜ୍...
ଉତ୍ତର ପ୍ରଦେଶର ମିରଟରେ ବୈବାହିକ ବିବାଦକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଶାକିର ଦାବି କରିଛନ୍ତି, ସେ ନିଜର ପତ୍ନୀ ଏବଂ ଭାଇକୁ ତିନି ମାସ ଧରି ଖୋଜାଖୋଜି କରୁଛନ୍ତି । କିନ୍ତୁ, ଫୋନ୍ ବନ୍ଦ ରହିଛି ଏବଂ କୌଣସି ସୁରାକ ମିଳିନାହିଁ ।...
ଶାସନରେ ଥିବା ବେଳେ କେନ୍ଦ୍ରୀୟ ଯୋଜନାକୁ ନିଜର କହି ପଲିଟିକାଲ ମାଇଲେଜ ନେଉଥିଲା ବିଜେଡି । ଏବେ ବିରୋଧୀ ଦଳ ଆସନରେ ବସିବା ପରେ ମଧ୍ୟ ସମାନ ତରିକା ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି ।
ଓଡ଼ିଶାରେ ରହୁଥିବା ୧୨ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ ନୋଟିସର ଅବଧି ପୂରଣ ହୋଇଥିଲେ ବି ଏଯାଏଁ ମାତ୍ର ଜଣେ ପାକିସ୍ତାନୀ ନାଗରିକ ସ୍ବଦେଶ ଫେରିଛନ୍ତି । ବାକି ୧୧ ଜଣ ଏଇଠି ରହିବାକୁ ଗୁହାରି କରୁଛନ୍ତି ।
୨୦୨୨ ମସିହା ଫେବୃଆରୀ ୨୪ ତାରିଖରୁ ନିରବଚ୍ଛିନ୍ନ ଭାବେ ୟୁକ୍ରେନରେ ଘନଘନ ଆକ୍ରମଣ କରୁଥିବା ରୁଷ । ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛି ।
ଆମ୍ବକୁ ଫଳର ରାଜା କୁହାଯାଏ । ଏହା ଗ୍ରୀଷ୍ମ ଋତୁରେ ସବୁଠାରୁ ପସନ୍ଦ କରାଯାଉଥିବା ଫଳ । ହେଲେ ବିଶେଷଜ୍ଞଙ୍କ ମତରେ ରାତିରେ ଏହାକୁ ଖାଇବା ଦ୍ବାରା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ।
ରାଜନାଥ ଯାଦବଙ୍କ ଝିଅ ବିବାହ ପାଇଁ ବାରଣସୀର ମାଣ୍ଡୁଆଡିହର ପାହାଡି ଗାଁରୁ ହମିଦପୁରକୁ ବିବାହ ଶୋଭାଯାତ୍ରା ଆସିଥିଲା । ତେବେ ବରଯାତ୍ରୀଙ୍କୁ ସାଙ୍ଗରେ ଆଣି ଆସିଥିବା ମିନି ବସ୍ ଡ୍ରାଇଭର ଭୋଜିରେ ଯୋଗ ଦେଇଥିଲେ । ସେ ଖାଇବା ପାଇଁ ଅଧିକ ପନିର ମାଗିଥିଲେ। କିନ୍ତୁ, କ୍ୟାଟରର୍ସ ତାଙ୍କୁ...
ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPF କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି । ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ RPF ପକ୍ଷରୁ କୁହାଯାଇଛି ।