ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଆଯାଏ । ଏହି ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଅବସ୍ଥିତ ଶାଙ୍ଗଚୁଲ ମହାଦେବ ମନ୍ଦିର । ଦେଶର ବିଭିନ୍ନ ସ୍ଥାନରୁ ପ୍ରେମପକ୍ଷୀମାନେ ଏହି ମନ୍ଦିରକୁ ଆସନ୍ତି। ସେମାନଙ୍କୁ ଏଠାରେ ମୁଣ୍ଡ ଗୁଞ୍ଜିବା ପାଇଁ...
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଜୁ ବାବୁଙ୍କ କଥା ମନେପକେଇ ନିଜ ଜୀବନରେ ଘଟିଥିବା ଏକ ସୁନ୍ଦର କାହାଣୀର ଅବତାରଣାକରି କହିଥିଲେ, 'ମୁଁ ବିଜୁ ବାବୁଙ୍କ ଘରକୁ ଯାଇଥିଲି । ବିଜୁ ବାବୁ ମତେ ଏବଂ ପତ୍ନୀ ସଂଗୀତାଙ୍କୁ ଜଳଖିଆ ଖାଇବାକୁ ଦେଇ କହିଲେ ତୋତେ ଆରେଷ୍ଟ କରିବି ।
ପୂଜାଙ୍କ ମାଆ ବିଲେଇଟିକୁ ପୋତିଦେବାକୁ କହିଥିଲେ । କିନ୍ତୁ, ପୂଜା ଏପରି କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ବିଲେଇଟି ପୁଣି ଜୀବିତ ହୋଇଯିବ । ପୂଜା ଦୁଇ ଦିନ ପର୍ଯ୍ୟନ୍ତ ବିଲେଇର ଶରୀରକୁ କୁଣ୍ଢାଇ ଧରି ରହିଥିଲେ । ପୂଜାଙ୍କ ପରିବାର ଏବଂ ସାହି ପଡିଶା...
ଖାଦ୍ୟ ପେୟରେ ମଧ୍ୟ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଅନେକ ସମୟରେ କିଛି ଲୋକ ଅନେକ ଖାଦ୍ୟ ମିଶାଇ ଖାଇଥାଆନ୍ତି । ଏହା ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ ।
ଓଡ଼ିଆ ରେସ୍ତୋରାଁ ମାଲିକଙ୍କୁ ତାଗିଦ ପରେ ତାଗିଦ କରି ଚାଲିଛନ୍ତି ବେଙ୍ଗାଳୁରୁର ଜଣେ ସ୍ଥାନୀୟ ଯୁବକ । ଖୋଲାଖୋଲି ଧମକ ଦେଉଛନ୍ତି । ଓଡ଼ିଆରେ ନେମ୍ ପ୍ଲେଟ୍ କାହିଁକି ଲେଖିଛ? କିଏ କହିଲା ଲେଖିବାକୁ? କର୍ଣ୍ଣାଟକରେ ରହି ଓଡ଼ିଆ ପ୍ରେମ କାହିଁକି?
ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ। ସୋସିଆଲ ମିଡିଆରେ ଯାତ୍ରାପାର୍ଟି ମାଲିକଙ୍କ ଆରୋପ ଓ ପୀୟୂଷଙ୍କ ରୋକଠୋକ୍...
ଅଦ୍ଭୁତ ବିସ୍ମୟ, ଅଜବ ଆଶ୍ଚର୍ଯ୍ୟ । ଯିଏ ଦେଖୁଛି ତାର ପଲକ ପଡ଼ୁନି ଏବଂ ଆଖି ଲେଉଟେଇ ହେଉନି । ସତେ କି ସୌନ୍ଦର୍ଯ୍ୟର ସରଗ ପୁରୀଟିଏ । ପ୍ରକୃତିର ରୋମାଞ୍ଚଭରା ରହସ୍ୟଟିଏ । ଆମେରିକାର ଆରିଜୋନାର ଗ୍ରାଣ୍ଡ କାନିୟନ ଭଳି ଦିଶୁଥିବା ପ୍ରକୃତିର ମାଷ୍ଟରପିସ୍ ଟି ଓଡ଼ିଶାର...
ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି...
ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।
ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସୀମାକୁ ନେଇ ଛତିଶଗଡ଼, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ବିବାଦ ରହିଛି । ଏନେଇ ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିଛି...
ବେଙ୍ଗାଲୁରୁରେ ଥିବା OKCreditର ସହ-ପ୍ରତିଷ୍ଠାତା ହର୍ଷ ପୋଖର୍ନା ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ଉଦ୍ଦେଶ୍ୟରେ ଚାକିରି ଭଲ ଦରମା ମିଳୁଥିବା ଛାଡିଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା ।
ଘଣ୍ଟା ଘଣ୍ଟା ଧରି ହେଡଫୋନ୍, ଇଅରଫୋନ୍ ଓ ଇଅରପ୍ଲଗ୍ ଲଗାଉଥିଲେ ସାବଧାନ । ଏସବୁର ମାତ୍ରାଧିକ ବ୍ୟବହାର ସବୁଦିନ ପାଇଁ ଶ୍ରବଣ ଶକ୍ତି ଛଡ଼ାଇ ନେଇପାରେ । ସବୁ ରାଜ୍ୟକୁ ଏଭଳି ସତର୍କ ଚିଠି ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଧରାକୋଟ ବ୍ଲକ୍ ଅଞ୍ଚଳରେ ପାହାଡ଼ ଉପରେ ଥିବା ଉପାନ୍ତ ଗାଁ ଝିରିଝିରାରେ ୩୦ରୁ ଅଧିକ ପରିବାର ରୁହନ୍ତି । ହେଲେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମାନେ ରାସ୍ତା,ପାଣି ଓ ବିଜୁଳି ଭଳି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି ।
ପରୀକ୍ଷା ହଲ୍କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ...
ଅରୁଣୋଦୟ ପାଳିଥିବା କୁକୁରମାନେ ପ୍ରାୟତଃ ପରସ୍ପର ସହିତ ଲଢେଇ କରିବା ସହିତ ଭୁକୁଥିଲେ । ଫଳରେ ଅରୁଣୋଦୟଙ୍କ ପୂର୍ବତନ ପତ୍ନୀ ଲି ଏଲଟନ ଏହି କୁକୁରଙ୍କ ଶବ୍ଦରେ ବିରକ୍ତ ହୋଇଯାଇଥିଲେ । ତେଣୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।
ଯୁବପିଢି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇଅରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ବର୍ତ୍ତମାନ ଅନେକ ମହିଳା ନିଜର ଜୀବନ ଶୈଳୀ ପାଇଁ ସେମାନଙ୍କ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି । ଏମିତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କମ୍ ବୟସରେ ଆସୁଥିବା ବାର୍ଦ୍ଧକ୍ୟକୁ ରୋକିବାକୁ ପଡ଼ିବ । ଏଥିପାଇଁ କିଛି ଅଭ୍ୟାସକୁ ପରିତ୍ୟାଗ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ...
କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଯାତ୍ରୀଙ୍କ ସୁବିଧା ଲାଗି ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ପଠାଇଛି ବିଭାଗ । ଜେଟି ନିର୍ମାଣ ସରିବା...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।
୫ ମାସ ଭିତରେ IPS ସ୍ତରରେ ପୁଣି ଏକ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି । ନୂଆ ସରକାର ଆସିବାର ୯ ମାସ ଭିତରେ ଦୁଇ ଦୁଇ ଥର IPS ସ୍ତରରେ ଅଦଳବଦଳ ହୋଇଛି । ଏକାଥରକେ ୨୬ ଜଣଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି ।...