• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

Deviprasad Jena

Editor

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ� ...more

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ୍ଷେତ୍ରରେ ୪ ବର୍ଷ ୬ ମାସର ଅଭିଜ୍ଞତା ରହିଛି। ସମସ୍ତ ପ୍ରକାର ଖବର ଲେଖିବାରେ ରୁଚି ରହିଛି। 

less

Posts by Deviprasad Jena

ସ୍ପିନ୍‌  ଜାଲରେ ଫସିଲା ନ୍ୟୁଜିଲାଣ୍ଡ
Champions Trophy 2025 Final: ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିବା ପାଇଁ ଭାରତ ଆଗରେ ଟାର୍ଗେଟ୍ ୨୫୨

ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚାଲିଛି ହାଇଭୋଲଟେଜ୍ ମ୍ୟାଚ । ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ । ନିର୍ଦ୍ଧାରିତ ୫୦ ଓଭରରେ ୭...

Pakistan In Tear
India vs New Zealand: ଏହି କାରଣରୁ ପାକିସ୍ତାନର ହେଲା କୋଟି କୋଟି ଟଙ୍କା କ୍ଷତି...

ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରାୟ ୫୮୬ କୋଟିର ବଜେଟ୍ ଅନୁମୋଦନ କରିଛି। ଗୋଟିଏ ମ୍ୟାଚ୍ ପାଇଁ ବଜେଟ୍ ପ୍ରାୟ ୩୯ କୋଟି ଟଙ୍କା ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳା ଯାଇଥିଲା । ଏଥିମଧ୍ୟରୁ ଭାରତ ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଗୋଟିଏ ସେମିଫାଇନାଲ...

Odisha Weather Update
Odisha Weather Update: ଆଗକୁ ଅସମ୍ଭାଳ ତାତି, ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା SRC

ରାଜ୍ୟରେ ୫ ଦିନ ପରେ ପୁଣି ବଢିବ ପାରଦ । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ବଢିବ ତାପମାତ୍ରା । ପାରଦ ୪୦ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୫ ଦିନ ପରେ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା...

Vimal Pan Masala Ad
Vimal Pan Masala Ad: ବଢ଼ିଲା ଅଜୟ ଦେବଗନ,ଶାହରୁଖ ଏବଂ ଟାଇଗର ଶ୍ରଫଙ୍କ ଅଡ଼ୁଆ

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।

Papaya Health Issue
Papaya : କ୍ଷତିକାରକ ହୋଇପାରେ ଅମୃତଭଣ୍ଡା !

ଅମୃତଭଣ୍ଡା ବେଶ୍ ସ୍ୱାସ୍ଥ୍ୟକର ପରିବା ଭାବେ ପରିଚିତ । କିନ୍ତୁ, ଏହା କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆସନ୍ତୁ ଜାଣିବା ଏହା କେଉଁ ମାନଙ୍କ ପାଇଁ କ୍ଷତିକାରକ।

Hirakud Dam
Hirakud Dam: ହୀରାକୁଦ ଡ୍ୟାମରେ ହେବ ଆଉ ୨ଟି ସ୍ପିଲ ୱେ

ହୀରାକୁଦ ଡ୍ୟାମରେ ହେବ ଆଉ ୨ଟି ସ୍ପିଲ ୱେ । ଅନୁଧ୍ୟାନ ପାଇଁ କାଲି ଆସୁଛନ୍ତି CWC ବିଶେଷଜ୍ଞ ଟିମ୍ । କେନ୍ଦ୍ର ସରକାରଙ୍କ ଡ୍ରିପ-ଥ୍ରୀ ପ୍ରୋଗ୍ରାମରେ ହେବ ପ୍ରକଳ୍ପ । ବିଶ୍ୱ ବ୍ୟାଙ୍କ ଯୋଗାଇ ଦେବ ୮୮୪ କୋଟି । ପ୍ରକଳ୍ପ ପାଇଁ ଖୁବଶୀଘ୍ର ହେବ ଗ୍ଲୋବାଲ...

Kiit Row
Kiit University Land Scam: ଅଚ୍ୟୁତଙ୍କ ଶୋଷଣରେ କେମିତି ଅତିଷ୍ଠ ବରିଷ୍ଠ ?

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ବର୍ଷ ବର୍ଷର କଷ୍ଟ ଉପାର୍ଜିତ ଧନରେ ବରିଷ୍ଠ ନାଗରିକ କିଣିଥିବା ଜମି ବି ମାଡ଼ି ବସିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। କିସ୍ ଆଦିବାସୀ ସ୍କୁଲ ଓ ଏହା ନିକଟରେ ଥିବା ଜଗନ୍ନାଥ ମନ୍ଦିର ବାହାନାରେ ଏସବୁ ଜମିକୁ...

ବିଜୁଙ୍କୁ ଅସମ୍ମାନ କରୁଛି କିଏ?
Odisha Politics: ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା

ଆଜି ପ୍ରଶ୍ନ କାଳ ଆରମ୍ଭ ପୂର୍ବରୁ ହିଁ ବିଜେଡି ବିଧାୟକମାନେ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଆଉ ବାଚସ୍ପତି ଆସିବା ପରେ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ ନାରାବାଜି ଦେଉଥିବା ବିଧାୟକ। ଖାଲି ସେତିକି ନୁହେଁ, ବିଧାୟକ ଅଧିରାଜ ପାଣିଗ୍ରାହୀ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ...

CM Mohan Majhi
Mohan Charan Majhi: କୁଖ୍ୟାତ ଲୁଟେରା ସ୍ପାଇଡର ସତୀଶ କଥା କହିଲେ ମୁଖ୍ୟମନ୍ତ୍ରୀ ମୋହନ

'ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି ।' ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା। ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ...

ବିଜୁ ଲିଗାସୀ ଓ ‘ପାପ’ ପଲିଟିକ୍ସ
Odisha Politics: ନିଜ ଜାଲରେ ଫସିଗଲା କି ବିଜେଡି?

ନିଜ ଜାଲରେ ନିଜେ ଫସିଲା କି ବିଜେଡି? ବିଜୁଙ୍କୁ ନେଇ କରୁଥିବା ରାଜନୀତିରେ ମିଳିଲା କି ଶକ୍ତ ଝଟକା ? ଖୋଦ୍ ନିଜ ଦଳର ବରିଷ୍ଠ ନେତା ଏହାକୁ ନିନ୍ଦା କରିଛନ୍ତି।

10th Exam Last Day
Matric Exam Ends: ଭାଇରାଲ୍ ରୋକିବାରେ ସଫଳ, କିନ୍ତୁ ରୋକିପାରିଲେନି ପ୍ରଶ୍ନପତ୍ର ବିଭ୍ରାଟ

କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି...

କିଟ୍‌ରେ ଘାଣ୍ଟୁଛି NHRC ଟିମ୍‌
KIIT University: କିଟ୍ କେଳେଙ୍କାରୀ: ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍

ସାରାଦେଶକୁ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଲଜ୍ଜିତ କରିଥିବା କିଟ୍ କେଳେଙ୍କାରୀକୁ ନେଇ ଉଦବେଗ ଥମିବାର ନାଁ ନେଉନି । ଘଟଣାକୁ ଅତି ଗୁରୁତ୍ବର ସହ ନେଇଥିବା ଜାତୀୟ ମାନବାଧିକାର କମିଶନଙ୍କ ଏକ ଟିମ୍ ଆଜି କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଓଟିଭିକୁ ଏକ୍ସକ୍ଲୁସିଭ୍...

Fire Cracker
Cracker Explosion: ପୁଣି ବାଣ ଅଘଟଣ, ଦୁଇ ଶିଶୁଙ୍କ ସହ ୫ ଗୁରୁତର

ପୁଣି ବାଣ ଟ୍ରାଜେଡି। ଯାଜପୁର ଜାଲପୁରରେ ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବାଣ ବିସ୍ପୋରଣ ଘଟି ୫ ଜଣ ଗୁରୁତର ହୋଇଛନ୍ତି। ଯାହାଙ୍କ ମଧ୍ୟରେ ଅଛନ୍ତି ଆହତ ବ୍ୟବସାୟୀଙ୍କ ସହ ଜଣେ ପଡ଼ୋଶୀଙ୍କର ଦୁଇ ନବଜାତ ଶିଶୁ। ଯାଜପୁର ଟାଉନ୍ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ...

10th Exam Last Day
Matric Exam Ends: ଭାଇରାଲ୍ ରୋକିବାରେ ସଫଳ, କିନ୍ତୁ ରୋକିପାରିଲେନି ପ୍ରଶ୍ନପତ୍ର ବିଭ୍ରାଟ

କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି...

ଆକାଉଣ୍ଟରେ ପଶିଚାଲିଛି ‘ସୁଭଦ୍ରା ଟଙ୍କା’
Subhadra Yojana:ବଢୁଛି ହିତାଧିକାରୀଙ୍କ ସଂଖ୍ୟା, ସଶକ୍ତ ହେଉଛନ୍ତି ମହିଳା

ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା । ସୁଭଦ୍ରା ଯୋଜନାରେ ପୁଣି ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୪ ହଜାର ମହିଳାଙ୍କୁ ସାମିଲ କଲେ ସରକାର । ଆଜି ୫ ହଜାର ଲେଖାଏଁ ଦେଲେ, ଦିନକ ପରେ ପୁଣି ଯିବ ଦ୍ବିତୀୟ କିସ୍ତିର ପାଞ୍ଚ ହଜାର ଲେଖାଏଁ ଟଙ୍କା...

Sarathi Baba
Sarathi Baba: ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା

ମାନ୍ୟବର... ମୁଁ ଆସିଗଲି... ଓଃ କି ଖୁସି... ଦୀର୍ଘ ୧୦ ବର୍ଷ ପରେ ଏଥର ବାଜି ପଲଟିଛି... ଦୁଧକା ଦୁଧ୍‌, ପାନିକା ପାନି... ଇଏ ଦେଖୁନ, ମୁଁ ପୁଣି କେନ୍ଦ୍ରାପଡ଼ା ଯାଉଛି... ରାସ୍ତାଘାଟ ସବୁ ବଦଳି ଯାଇଛି । ହଁ ବଦଳନ୍ତାନି କେମିତି ଗୋଟେ ଦଶନ୍ଧି ହେଲାଣି...

Mysterious Island
Mystery Island Of Italy Poveglia: ଭୁଲରେ ବି ଯାଆନ୍ତୁ ନାହିଁ ଏହି ଆଇଲାଣ୍ଡ, ଥରେ ଗଲେ ଚାଲିଯିବ ଜୀବନ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ରହିଛି । ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ରହିଛି । ଏହାର ନାମ ପୋଭେଗଲିଆ । ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ରହିଛି । ଯାହାକୁ ଆଜି ଯାଏଁ କେହି ବି ଜାଣିବାକୁ ସକ୍ଷମ ହୋଇନାହାନ୍ତି । ଯିଏ ବି ଏହି ଆଇଲାଣ୍ଡକୁ...

Summer Season
Summer Health Tips: ଖରା ଦିନରେ ଘରୋଇ ଉପାୟରେ କେମିତି ରହିବେ ଫ୍ରେଶ୍ ?

ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍ ଅନୁଭବ କରିବେ ଆସନ୍ତୁ ଜାଣିବା...

Health Tips For Kids
Healthy Juices For Kids: ଶିଶୁଙ୍କୁ ପିଆନ୍ତୁ ଏହି ୫ପ୍ରକାର ଜୁସ୍ ; ଖୁବ୍ ଶୀଘ୍ର ହେବ ଶାରୀରିକ ବିକାଶ

ଭଲ ହାଇଟ୍ ହେବା ପିଲାଙ୍କ କନଫିଡେନ୍ସ ସ୍ତର ଓ ପର୍ସନାଲିଟି ଉଭୟକୁ ବୃଦ୍ଧି କରିଥାଏ । ହାଇଟ୍ ଏମିତି ଏକ ଫ୍ୟାକ୍ଟର, ଯାହା ଖୁବ୍ ସମୟ ଯାଏ ଅନୁବଂଶିକ କାରଣ ଉପରେ ନିର୍ଭର କରିଥାଏ, କିନ୍ତୁ ଅନେକ ସମୟରେ ଖାଦ୍ୟପେୟ ଠିକ୍ ନଥିଲେ ଏହା ଶିଶୁଙ୍କ ହାଇଟ୍ ଉପରେ...

Viral Application
Constable's Shocking Claim: ଭାଇରାଲ ହେଉଛି କନଷ୍ଟେବଳଙ୍କ ଅଜବ ଆପ୍ଲିକେସନ

'ସ୍ୱପ୍ନରେ ମୋ ସ୍ତ୍ରୀ ଆସି ମୋ ରକ୍ତ ପିଉଛି, ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି ।' ଭାଇରାଲ୍ ହେଉଛି ଜଣେ କନଷ୍ଟେବଳଙ୍କ ଏହି ଆପ୍ଲିକେସନ୍ । କାହିଁକି ବିଳମ୍ବରେ ଅଫିସ୍ ଆସୁଛନ୍ତି, ପଚାରିବାରୁ କନଷ୍ଟେବଳ ଜଣକ ଏପରି ଅଜବ ପ୍ରତିକ୍ରିୟା ରଖିଛନ୍ତି ।

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ୍ଷେତ୍ରରେ ୪ ବର୍ଷ ୬ ମାସର ଅଭିଜ୍ଞତା ରହିଛି। ସମସ୍ତ ପ୍ରକାର ଖବର ଲେଖିବାରେ ରୁଚି ରହିଛି।