ଆଜିକାଲି ଦୁନିଆରେ ଏମିତି ଦରଦୀ ମଣିଷ ମିଳିବା ମୁସ୍କିଲ.. ପାଠ ପଢି ଡାକ୍ତର ଚାକିରି ପାଇଲା ପରେ ବି ଭୁଲିନାହାନ୍ତି ସାମାଜିକ ଦାୟିତ୍ୱ.. ଆଜି ଗରୀବଗୁରୁବାଙ୍କ ପାଇଁ ସେ ଦେବଦୂତ
ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..
ଉଭୟଙ୍କ ମଧ୍ୟରେ ବୟସର ଫରକ ୨୨ ବର୍ଷ ଥିଲେବି ପ୍ରେମ ଆଗରେ ସବୁ ସମସ୍ୟା ହାର ମାନିଥିଲା।
ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍ ରହିବ।
ଗାଁରେ କାହାରି ଘରେ ଖଟ ନାହିଁ, ଛୋଟ ପିଲା ହୁଅନ୍ତୁ କି ବୁଢା ସମସ୍ତେ ଚଟାଣରେ ପଟିଆ କିମ୍ବା ମଶିଣା ପକାଇ ଶୋଇଥାନ୍ତି।
ଶୀତରେ ଥରୁଛି ଓଡ଼ିଶା... ସଂଧ୍ୟା ଓ ସକାଳେ ପାରଦ ତଳକୁ ଖସିବା ପରେ ରାଜଧାନୀ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ରାଜଧାନୀର ଶୀତବସ୍ତ୍ର ମାର୍କେଟ୍ରେ ଗ୍ରାହକଙ୍କ ଭିଡ଼
ଶିମିଳିପାଳ ଘଟଣା ରାଜ୍ୟରେ ସିରିଜ୍ ହାତୀ କଙ୍କାଳ ମିଳିବା ରହସ୍ୟର ସତ ପଦାକୁ ଆଣିବା ଆଶା କରାଯାଉଛି।
ଚୋରି ହେବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ହିମାଚଳପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଦୁଇ ଦିନ ହେଲା ଜୋରଦାର କସରତ ଚାଲିଥିଲା।
ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?
ବାତ୍ୟା ମାଣ୍ଡୋସ୍ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ।
ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି?
କେଉଁଠି ନା କେଉଁଠି ଆମ ବ୍ୟସ୍ତ ବହୁଳ ଜୀବନ ସଡକ ଦୁର୍ଘଟଣା ପାଇଁ ନିହାତି ଦାୟୀ।
ବିଜୟ ଲାଗି ପଦ୍ମପୁରବାସୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି।
ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ?
ମାତ୍ର ୬ ମାସ ତଳେ ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି।
ସରକାର ଫୋର୍ ଜି ଛାଡ଼ି ଫାଇଭ୍-ଜି କଥା କହିଲେଣି, ହେଲେ ଏଠି ସ୍ଥିତି ପୂରା ଓଲଟା।