ଶୀତରେ ଥରୁଛି ଓଡ଼ିଶା... ସଂଧ୍ୟା ଓ ସକାଳେ ପାରଦ ତଳକୁ ଖସିବା ପରେ ରାଜଧାନୀ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ରାଜଧାନୀର ଶୀତବସ୍ତ୍ର ମାର୍କେଟ୍ରେ ଗ୍ରାହକଙ୍କ ଭିଡ଼
Published By: Chandan Shishu
Last updated: 11 December 2022, 11:13 PM IST
ଛୋଟ ପିଲାଙ୍କ ନିମନ୍ତେ ବିଭିନ୍ନ ପଶୁ ମୁହଁ ପରି ତିଆରି ହୋଇଛି ମଫଲର୍
ଦୋକାନ ବିକ୍ରି ହେଉଛି ଭଳିକି ଭଳି ଜ୍ୟାକେଟ୍, କମ୍ବଳ, ଚାଦର
ବିଭିନ୍ନ ପ୍ରକାରର ଜ୍ୟାକେଟ୍ ଦେଖି କିଣୁଛନ୍ତି ଗ୍ରାହକ... ଦୋକାନୀ ବି ଖୁସ୍
ପାଦକୁ ଥଣ୍ଡା ଦାଉରୁ ରକ୍ଷା କରିବା ପାଇଁ ମହିଳାଙ୍କ ପସନ୍ଦ Woolen Shoe
ଛୋଟ ପିଲାଙ୍କ ପାଇଁ ଷ୍ଟାଇଲିସ୍ ମଫଲର୍ .... କିଣିବାକୁ କେତେ ଖୁସି !
ଶୀତବସ୍ତ୍ର କିଣିବା ପାଇଁ ଗ୍ରାହକଙ୍କ ଭିଡ଼