ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଫେକ୍ ନ୍ୟୁଜ ଛାଡିବା ଅଭିଯୋଗରେ ୨ ଯୁବକଙ୍କୁ ଅଟକ ରଖିଛି ବରଗଡ଼ ପୋଲିସ। ସେମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି। OTVର ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍ ଲଗାଇ ସୋସିଆଲ ମିଡିଆରେ ଫେକ୍ନ୍ୟୁଜ ଅପଲୋଡ କରାଯାଇଥିଲା। ଫେକ୍...
ଭୁବନେଶ୍ୱର: ସାରା ଦେଶରେ ଲକଡାଉନ ଅବଧି ଆଉ ୨ ସପ୍ତାହ ବୃଦ୍ଧି କରିବା ପାଇଁ ଗତକାଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉଚିତ୍ ପଦକ୍ଷେପ ନା ନାହିଁ ସେନେଇ ଓଟିଭିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜନମତ ସର୍ଭେ କରାଯାଇଛି। ଏଯାଏ ମିଳିଥିବା...
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକଡାଉନ୍ରେ କର୍ଣ୍ଣାଟକରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ବିଭିନ୍ନ ସମସ୍ୟା ନେଇ ନବୀନ ଭିଡିଓ କନ୍ଫରେନ୍ସିଂରେ ୟେଦୁରପ୍ପାଙ୍କ ସହ କଥା ହୋଇଛନ୍ତି। କର୍ଣ୍ଣାଟକରେ ଥିବା ପ୍ରବାସୀ ଓଡ଼ିଆଙ୍କର ଯେପରି କୌଣସି ଅସୁବିଧା ନହୁଏ...
ଭୁବନେଶ୍ୱର: ଓଡ଼ିଶାରେ ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦୁଇଗୁଣରୁ ଅଧିକ ବୃଦ୍ଧି। ଏପ୍ରିଲ୍ ୧୮ରେ ମାତ୍ର ୬୧ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ଆଜି ଦିନରେ ଏହି ସଂଖ୍ୟା ୧୪୯ରେ ପହଞ୍ଚିଛି। ଆଉ ଏଇ ସଂଖ୍ୟାବୃଦ୍ଧିରେ ପଶ୍ଚିମବଙ୍ଗର ସବୁଠୁ ବଡ଼ ଭୂମିକାକୁ ନେଇ ଚିନ୍ତା। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ...
ନୂଆଦିଲ୍ଲୀ: ଦେଶର କରୋନା ଯୋଦ୍ଧାଙ୍କୁ ନୈତିକ ସମର୍ଥନ ଲାଗି ସମ୍ମାନ ପ୍ରଦର୍ଶନ କରିବାକୁ ତିନି ସେନା ବାହିନୀ ପକ୍ଷରୁ କରାଯିବ ଭବ୍ୟ ଆୟୋଜନ। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବିଭିନ୍ନ...
ନୂଆଦିଲ୍ଲୀ: କରୋନା ମୁକାବିଲାକୁ ଆଖି ଆଗରେ ରଖି ଆଉ ୨ ସପ୍ତାହ ଲକ୍ଡାଉନ୍ ବୃଦ୍ଧି କରାଯାଇଛି। ଏଥିଲାଗି ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନ୍ କରାଯାଇଛି। ଅରେଞ୍ଜ ଜୋନ୍ରେ ରେଡ୍ ଜୋନ ପାଇଁ ଅନୁମତି ମିଳିଥିବା ସମସ୍ତ କାର୍ଯ୍ୟକଳାପ ଚାଲିବ। ଏଥିସହ ଅରେଞ୍ଜ୍ ଜୋନ୍ରେ ଟ୍ୟାକ୍ସି ଓ ଅନ୍ଲାଇନ କ୍ୟାବ୍...
ଭୁବନେଶ୍ୱର: ଗ୍ରୀନ୍ ଜୋନ୍ ପାଇଁ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ପୁରା ଦେଶରେ ଲାଗୁ କିଛି କଟକଣା ବଳବତ୍ତର ରହିବ। ଯେପରିକି ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍ ଆଦି ଖୋଲିବ ନାହିଁ। ସେହିପରି ସାମାଜିକ, ରାଜନୈତିକ ଓ ସାଂସ୍କୃତିକ...
ନୂଆଦିଲ୍ଲୀ: ଦେଶରେ ଆଉ ୨ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ ଅର୍ଥାତ୍ ଆସନ୍ତା ୧୭ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ଗୃହ ବିଭାଗ ଏହି ନିଷ୍ପତ୍ତି ନେଇଛି। ଲକଡାଉନ୍ ବୃଦ୍ଧି ସହ ନୂଆ ଗାଇଡଲାଇନ...
ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୦୦ ଅତିକ୍ରମ କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ପାର୍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୯୯୩ଟି ପଜିଟିଭ୍ ଆସିଥିବାବେଳେ ୫୬୪ ଜଣ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ...
ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଲକଡାଉନ୍। ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢ଼ିଲା। ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି। ତେବେ ଘୋଷଣା ଅନୁସାରେ ମେ ୧୭ ଯାଏ ଲକ୍ଡାଉନ୍ କାର୍ଯ୍ୟକାରୀ ହେବ। A limited number of activities...
ଭୁବନେଶ୍ୱର: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ସେ ହେଉଛନ୍ତି ୩୫ ବର୍ଷୀୟ ମହିଳା। ତାଙ୍କ ଘର ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ବୋଲି ସୂଚାନା ଓ ଲୋକ ସଂପର୍କ ସୂଚନା ଦେଇଛି। ପୂର୍ବରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ିନାହିଁ,...
ଭୁବନେଶ୍ୱର: ଯେଉଁମାନେ ବାହାରୁ ଫେରିବେ ସେମାନଙ୍କ ରେଜିଷ୍ଟ୍ରେସନ ନିହାତି ଜରୁରୀ। ଲୋକେ ଟ୍ରେନରେ କିମ୍ବା ଚାଲି ଚାଲି ଯେଉଁଥିରେ ଆସନ୍ତୁ ନା କାହିଁକି, ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ୱେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେସନ କରୁଛନ୍ତି। ରାସ୍ତାରେ ୧୧ଟି ଚେକ୍ ପଏଣ୍ଟରେ ଓଡ଼ିଶାକୁ ଆସିପାରିବେ। ସବୁ ଚେକ୍...
ନୂଆଦିଲ୍ଲୀ: ପ୍ରବାସୀମାନେ ନିଜ ନିଜ ଅଞ୍ଚଳକୁ ଯିବା ଲାଗି ସୁବିଧା କଲେ କେନ୍ଦ୍ର ସରକାର। ଯେକୌଣସି ରାଜ୍ୟରେ ଫସିଥିବା ଲୋକେ ଆଜି ଠାରୁ ଟ୍ରେନ୍ ଜରିଆରେ ଫେରିପାରିବେ ବୋଲି ଯୁଗ୍ମ ସଚିବ ସଲୀଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଯେଉଁ ଯେଉଁ ରାଜ୍ୟରେ ଲକଡାଉନ୍ ପରେ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ...
ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏହି ୧୪ ଜଣଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା। ସୁସ୍ଥ ୧୪ ଜଣଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ୱରର...
କଟକ: ମଝି ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ। ରୋଗୀ ନେଇ ଆସୁଥିବା ବେଳେ କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଓଲଟି ପଡିଛି ଏକ ଆମ୍ବୁଲାନ୍ସ। ଡିଭାଇଡରରେ ପିଟି ହୋଇ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଯାଜପୁରରୁ ରୋଗୀ ନେଇ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ...