ଗଞ୍ଜାମ: ଜିଲ୍ଲାରେ କେଉଁ ଦୋକାନ ଖୋଲାଯିବ, କେଉଁ ଦୋକାନ ବନ୍ଦ ରହିବ, ସେନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ନିଜ ଜିଲ୍ଲା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ। ତାସହ ସମସ୍ତ ଅନୁମତିପ୍ରାପ୍ତ...
ଭଦ୍ରକ: କରୋନାର ହଟସ୍ପଟ୍ ସାଜିଥିବା ଭଦ୍ରକ ଜିଲ୍ଲାରେ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦାର ସବୁ ଗାଁ ସହ ଆନନ୍ଦପୁରର ଉତ୍ତେଇପୁର ଗାଁକୁ କଣ୍ଟେନମେଣ୍ଟ ଜୋନରେ...
ବ୍ରହ୍ମପୁର: ଲକଡାଉନ ନିୟମକୁ ଉଲ୍ଲଂଘନ କରି ଚେନ୍ନାଇରୁ ସମୁଦ୍ର ପଥରେ ଆସିଲେ ଶ୍ରମିକ। ଆଜି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୋନପୁରରେ ଶ୍ରମିକମାନେ ପହଞ୍ଚିଛନ୍ତି। ୨ ଲକ୍ଷ ଟଙ୍କା ଭଡା ଦେଇ ଚେନ୍ନାଇରୁ ଏକ ଡଙ୍ଗା ଭଡା କରି ଏମାନେ ଆସି ଗଞ୍ଜାମ ସମୁଦ୍ର ଉପକୂଳରେ ପହଞ୍ଚିଛନ୍ତି।...
ଭୁବନେଶ୍ୱର: ସାମ୍ନାକୁ ଆସିଲା ସାଂଘାତିକ ଘଟଣା। ମୋଟ ୭ ଜଣ ନିକଟ ସଂପର୍କୀୟଙ୍କୁ କରୋନା ସଂକ୍ରମିତ କରାଇଛନ୍ତି ବାଲେଶ୍ୱରର ସୁପରସ୍ପ୍ରେଡର୍ ୬୧ ନମ୍ବର ଆକ୍ରାନ୍ତ। ବାଲେଶ୍ୱର ନେଳିଆବାଗର ଏହି ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ ୭୫ ରୁ ୭୯, ଅର୍ଥାତ୍ ୫ ଜଣ ସଂକ୍ରମିତ ହୋଇଥିବା...
ଭୁବନେଶ୍ୱର: ଯାଜପୁରର ୪ ଆକ୍ରାନ୍ତଙ୍କ ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି। ଆକ୍ରାନ୍ତ ନଂ ୮୪, ୮୫, ୮୬, ୮୭ଙ୍କ ଟ୍ରାଭେଲ୍ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ୪ ଜଣଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଚିହ୍ନଟ ୭୩ ନମ୍ବର ସଂକ୍ରମିତଙ୍କ ସମ୍ପର୍କୀୟ। ୮୫, ୮୬ ଏବଂ ୮୭ ନମ୍ବର ଆକ୍ରାନ୍ତ...
ଭଦ୍ରକ: ଭଦ୍ରକ ବନ୍ତ ପାଟକନା ଗାଁରେ ହାତୀ ଉପଦ୍ରବ ଘର ଭାଙ୍ଗିବା ସହ ବ୍ୟାପକ ପନିିପରିବା ଫସଲ ନଷ୍ଟ କରିଛନ୍ତି ହାତୀ ପଲ। ଗାଁର ଭାମା ଭୂତିଆଙ୍କ ୨ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି ହାତୀ ପଲ। ସୌଭାଗ୍ୟବଶତଃ ପରିବାର ଲୋକେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିକଟସ୍ଥ...
ବାଙ୍କୀ: ବିପଦ କେତେବେଳେ ମାଡ଼ିଆସେ ତାହା କହିହୁଏନା। ସେମିତି ଏକ ବିପଦ ୪ଟି ପରିବାରକୁ ହତାଠ୍ ମାଡିଆସିଲା। ବଜ୍ରପାତରେ ଜଳିଗଲା ଘର। କଟକ ବାଙ୍କୀ ଡମପଡ଼ା ଗୟଳବାଙ୍କ ମହାନ୍ତି ସାହିରେ ବଜ୍ରପାତରେ ୪ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହି ଭୟଙ୍କର ବିପତ୍ତିରୁ ପରିବାର ଲୋକେ...
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆଶଙ୍କା ଓ ଲକ୍ଡାଉନ୍ ଯୋଗୁଁ ସେଲୁନ୍କୁ ବନ୍ଦ କରାଯାଇଥିଲା। ଏଥିପାଇଁ ଏନେକ ଲୋକ ଚୁଟି କାଟିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ୨୦ ତାରିଖ ପରେ କେନ୍ଦ୍ର ସରକାର ଲକ୍ଡାଉନ୍ ନିୟମରେ କୋହଳ କରିଛନ୍ତି। ଅନେକ ଦୋକାନ ଖୋଲା କରିବାକୁ କହିଛନ୍ତି। ତେବେ ଇତିମଧ୍ୟରେ...
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମ ଧର୍ମାବଲମ୍ବୀଙ୍କ ଲାଗି ଏହା ଏକ ପବିତ୍ର ମାସ ହୋଇଥିବାରୁ ଲକଡାଉନ ସତ୍ତ୍ୱେ ବି ପର୍ବ ପାଳନ ପାଇଁ ଉତ୍ସାହ ଦେଖାଦେଇଛି। ତେବେ କିଣାବିକା ପାଇଁ ଲକଡାଉନ ନିୟମର ଖୁଲମଖୁଲା ଖିଲାପ କରାଯାଇଥିବା ଦେଖାଦେଇଛି। ଦିଲ୍ଲୀ ଶାସ୍ତ୍ରୀ ନଗର ସ୍ଥିତ...
ଭୁବନେଶ୍ୱର: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା। ସେହିପରି ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ପରିସରରେ ହେବ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଗଜପତି ସୂଚନା ଦେଇଛନ୍ତି। ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୬ ତାରିଖଠାରୁ ଚନ୍ଦନ...
ଭୁବନେଶ୍ୱର: କିଛି ଦିନର ତାତି ପରେ ଆଜିଠୁ ବଦଳିଛି ପାଣିପାଗର ମିଜାଜ୍। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଏଭଳି ପାଗ ଆସନ୍ତା ୨୭ ତାରିଖ ଯାଏଁ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ...
ରାୟଗଡା: ରାୟଗଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୨ ଦିନରେ ୩୫ ଜଣ ଫେରାର। କେରୋନା ଓ ଅମ୍ବାଦଳା କ୍ୱାରେଣ୍ଟାଇନ୍ ସ୍ଥଳୀରେ ଘଟିଛି। ଏହି ଘଟଣା ଅମ୍ବାଦଳା କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୬ ଶ୍ରମିକ ଚମ୍ପଟ୍ ମାରିଛନ୍ତି। ଏମାନେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ବୋଲି ଜଣାପଡିଛି। ସେହିପରି ଗତ ୨୨ ତାରିଖରେ କେରଡ଼ା...
ଭୁବନେଶ୍ୱର: କରୋନା ଲକଡାଉନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ପାଇଁ ଭୁବନେଶ୍ୱର ମହାନଗର ନିଗମ, ଲିଙ୍ଗରାଜ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ଏବେ ବିକଳ୍ପ ଚିନ୍ତା କରାଯାଉଛି। ଏନେଇ ଶ୍ରୀ...
ଭୁବନେଶ୍ୱର: କରୋନା ଲକଡାଉନ ବେଳେ ଆମ୍ବୁଲାନ୍ସ ଜରିଆରେ ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟ ମଧ୍ୟକୁ ଅନେକ ପଶିଆସିଛନ୍ତି। ପ୍ରେସମିଟରେ ଏଭଳି ସୂଚନା ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଉଦାହରଣ ଭାବେ ସୀମାରେ ଥିବା ଏକ ଚେକଗେଟ୍ରେ ଏକ ଆମ୍ବଲାନ୍ସରେ କିଭଳି ଆସୁଥିଲେ ଜଣେ...
ଭୁବନେଶ୍ୱର: ଦେଶରେ ଏବେ କରୋନା ସଂକ୍ରମଣ ଷ୍ଟେଜ୍-୩କୁ ଯାଇନାହିଁ। ଦେଶବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଭିଡିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କଥା...
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୬ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼କଥରା ଗାଁରେ ଆଜି ବଜ୍ରପାତ ଘଟି ୩ ଯୁବକଙ୍କ ମୃତ୍ୟୁ ହୋଇଛି। କରୋନା ପାଇଁ କଟକଣା ସତ୍ତ୍ୱେ ଘରୁ ବାହାରି ଏମାନେ ଏକାଠି ହୋଇ ଗାଁ ପାଖ...
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ତାହା ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନଜର। ତେବେ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମିଳିଥିବା ଚିଠି ନେଇ ଆଜି ବୈଠକ ବସିଥିଲା।...
ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଭଦ୍ରକ ଜିଲ୍ଲାର। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ଛୁଇଁଲା। ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଟପିଲା। ଏମାନେ ଧାମନଗର ଓ ତିହିଡ଼ି ଅଞ୍ଚଳର। ଏମାନେ ସମସ୍ତେ ବେଙ୍ଗଲରୁ ଫେରିଥିବା...
ନ୍ୟୁୟର୍କ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୮୫ ହଜାର ୪୦୦ରୁ ଅଧିକ ଜୀବନ। ପୃଥିବୀର ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ୨୬ ଲକ୍ଷ ୬୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଆମେରିକାରେ ସର୍ବାଧିକ ୮ଲକ୍ଷ ୯୯ ହଜାରରୁ ଅଧିକ ଲୋକ...