• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

contement
ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ

କୋରାପୁଟ: ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ୭ କିମି ପରିବ୍ୟାପ୍ତ ଅଞ୍ଚଳ ବଫର ଜୋନ୍ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ...

city
କଟକ ପାଇଁ କ'ଣ ରହିଛି କଟକଣା? CMC ଦେଲା ତାଲିକା

କଟକ: କରୋନା କଟକଣା ସମୟରେ କଟକ ସହରରେ ସକାଳ ୭ରୁ ୧୧ଟା ଯାଏ ଖୋଲିବ ହୋଲସେଲ୍ ଓ ରିଟେଲ ଦୋକାନ। ସେହିଭଳି ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଦୋକାନ ୩ ଫୁଟର ସାମାଜିକ...

rain
ଦାନା ବାନ୍ଧୁଛି ଲଘୁଚାପ! ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର...

modi33
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଲେନି ୨ ରାଜ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହୋଇଥିବା ଆଲୋଚନାରେ ଭାଗ ନେଲେନି କେରଳ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ତାଲିକାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନାଁ ନଥିବା ଯୋଗୁଁ ସେ ବୈଠକରେ ଯୋଗ ଦେଇନାହାନ୍ତି। ଏନେଇ କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବରୁ...

boat
ଜଳପଥରେ ଚେନ୍ନାଇରୁ ଚିକିଟି ଆସିଲେ ୩୯, ଅଧାବାଟରୁ ମତ୍ସ୍ୟଜୀବୀ ଗାଏବ!

ବ୍ରହ୍ଣପୁର: ପୁଣି ସମୁଦ୍ର ରାସ୍ତାରେ ଗଞ୍ଜାମକୁ ଫେରିଲେ ମତ୍ସ୍ୟଜୀବୀ। ଚେନ୍ନାଇରୁ ଡଙ୍ଗା ଯୋଗେ ଚିକିଟି ବ୍ଲକ ରାମେୟାପାଟଣା କୂଳରେ ପହଞ୍ଚିଛନ୍ତି ୧୦ରୁ ୧୨ ଜଣ ମତ୍ସ୍ୟଜୀବୀ। ତେବେ ବଡ଼ କଥା ହେଉଛି, ଡଙ୍ଗାରେ ୩୯ ଜଣ ଫେରୁଥିବା ବେଳେ ଅଧା ବାଟରେ ଅନ୍ୟମାନେ ଓହ୍ଲାଇପଡ଼ିଥିବା ସନ୍ଦେହ କରାଯାଉଛି। ସେମାନେ...

virys
ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଦିନକରେ ହେଲେଣି ୮ ଆକ୍ରାନ୍ତ

ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ନେଇ ଟ୍ୱିଟ୍‌ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେ ୩୪ ବର୍ଷିୟ ଯୁବକ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ଛୁଇଁଲା। ତାଙ୍କର ବେଙ୍ଗଲ ଲିଙ୍କ୍ ଥିବା ଜଣାପଡ଼ିଛି।...

migrans
ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଆଣିବା ପାଇଁ ଓଡ଼ିଶାରେ ନାହିଁ ଯଥେଷ୍ଟ ବସ୍‌

ଭୁବନେଶ୍ୱର: ରାଜ୍ୟକୁ କେମିତି ଫେରିବେ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ। ଏନେଇ ଚିନ୍ତାରେ ରାଜ୍ୟ ସରକାର।  ପାଖରେ ମାତ୍ର ୧୪ରୁ ୧୫ ହଜାର ବସ୍ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଅଣାଯିବ ସେନେଇ ପରିବହନ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ବିକଳ୍ପ ପାଇଁ ଅନ୍ୟ ରାଜ୍ୟ...

bmc
ଭୁବନେଶ୍ୱରକୁ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଆଗନ୍ତୁକଙ୍କ ତଥ୍ୟ ଦିଅ। ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍। ରାଜଧାନୀ ଭୁବନେଶ୍ୱରେ ଘରକୁ ଫେରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ଗାଇଡଲାଇଡ ଜାରି କରିଛି ବିଏମସି। ଏଥିଲାଗି ଭୁବନେଶ୍ୱରରେ ଘରକୁ ଘର ବୁଲି ଚାଲିଛି ସର୍ଭେ। ବାହାର ରାଜ୍ୟରେ ଥିବା ବ୍ୟକ୍ତି ଯଦି ଘରକୁ...

modi
ମୋଦିଙ୍କ ଆଗରେ ୩ଟି ଦାବି ରଖିଲେ ନବୀନ

କରୋନା ମୁକାବିଲା ନେଇ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସିଂରେ ଆଲୋଚନାବେଳେ ମୁଖ୍ୟତଃ ୩ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଗୁଡ଼ିକ ହେଲା ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କର ସେଠାରେ ଉଚିତ୍ ଯତ୍ନ ନିଆଯାଉ। ତାସହ  ଫସିଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ଓ...

cov
ଆଉ ୨ କରୋନା ପଜିଟିଭ ଚିହ୍ନଟ, ସ୍ୱାସ୍ଥ୍ୟକର୍ମୀ ବି ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ। ଗୁରୁତ୍ୱପୂଣ୍ଣ କଥା ହେଲା ଏଥିରେ ଜଣେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଆକ୍ରାନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ୨୨ ବର୍ଷ ଏବଂ ତାଙ୍ଗ ଘର କୋରାପୁଟର ଦଶମନ୍ତପୁରର ବୋଲି ଜଣାପଡ଼ିଛି। କୋରାପୁଟର ଏହା ପ୍ରଥମ କରୋନା କେସ୍। ସେ କୋଲକାତାରୁ ଫେରି କୋରାପୁଟରେ...

cor
ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ୨ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

challange
୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବା ଯଥେଷ୍ଟ କି? ସରକାର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତଥ୍ୟ କହୁଛି ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ୫୦ ପ୍ରତିଶତଙ୍କ ଠାରେ କୋଭିଡ୍  ଭୂତାଣୁ ଠାବ ହୋଇଛି। ଯାହା କରୋନା ମୁକାବିଲାରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କାମ ଦେଉନି କି ୧୪ ଦିନ କ୍ୱାରେଣ୍ଟିନ୍ ନିୟମ କାରଣ। ସେପଟେ...

odishja
କରୋନା ମୁକାବିଲା ପାଇଁ ୨୨ଜଣ IASଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୨ IASଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି।  ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ ତିରୁମାଲା ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱରେ ମଧୁସୂଦନ ପାଢ଼ୀ ଓ ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଛି। କଟକ ସହର...

iiiass
କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁୁକାବିଲା ପାଇଁ ବରିଷ୍ଠ ଆଇଏଏସ ମାନଙ୍କୁ ଦାୟିତ୍ୱ ବାଣ୍ଟିଲେ ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗର ନୂଆ ଦାୟିତ୍ୱ। ରାଜ୍ୟରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଉନ୍ନୟନ କମିଶନର...

acid
କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ

ରାୟଗଡ଼ା: କ୍ୱାରେଣ୍ଟାଇନ୍‌ ସେଣ୍ଟରେ ଅଘଟଣ, ସାମାନ୍ୟ କଥାରୁ ଦୁଇ ବ୍ୟବସାୟୀ କଲେ ଏପରି କାମ, ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କ୍ୱାରେଣ୍ଟଟିନ ସେଣ୍ଟରରେ ପରସ୍ପର ଉପରକୁ ଏସିଡ୍ ଫିଙ୍ଗିଲେ ଦୁଇ ଅନ୍ତେବାସୀ। ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା କୁମ୍ଭୀକୋଟା କ୍ୱାରେଣ୍ଟଟିନ ସେଣ୍ଟରରେ। ଗହଣା ବ୍ୟବସାୟ କରୁଥିବା...

history
୯୫ରୁ ୧୦୨ ଯାଏଁ ଆକ୍ରାନ୍ତଙ୍କ ଆସିଲା ତଥ୍ୟ, ୬ଜଣ ଅଛନ୍ତି ବେଙ୍ଗଲ ଫେରନ୍ତା

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ନୂଆ ୬ ଆକ୍ରାନ୍ତଙ୍କ ସହ ସୁନ୍ଦରଗଡ଼ର ନୂଆ ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। କେସ୍ ନଂ ୯୫ରୁ ୧୦୨ ପର୍ଯ୍ୟନ୍ତ ୮ଜଣ ଆକ୍ରାନ୍ତଙ୍କ ତଥ୍ୟ ଦିଆଯାଇଛି। ସେଥିରୁ ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।