• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

sarapanch
କର୍ତ୍ତବ୍ୟ ଠାରୁ ଆଉ ପାଦେ ଆଗେଇଗଲେ ସରପଞ୍ଚ

କେନ୍ଦ୍ରାପଡା: କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇବାକୁ ସରକାର ଦାୟିତ୍ୱ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ବେଡ୍, ସାନିଟାଇଜ, ପାନୀୟଜଳ ଓ ଆଲୋକର ସୁବବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସବୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ଆଉ...

fishermen
ବୋଟ୍‌ ଭିତରେ ବନ୍ଧା ପଡିଛି ୩ଶହରୁ ଅଧିକ ଓଡ଼ିଆ ମତ୍ସଜୀବୀଙ୍କ ଜୀବନ

କର୍ଣ୍ଣାଟକ: କର୍ଣ୍ଣାଟକର ମେଙ୍ଗାଲୁରୁରେ ଓଡ଼ିଶାର ୩ ଶହରୁ ଅଧିକ ମତ୍ସ୍ୟଜୀବୀ। ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକର ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି। ମାର୍ଚ୍ଚରେ ଲକଡାଉନ ଆରମ୍ଭ ପରଠାରୁ ମାଛ ମରା ବନ୍ଦ ରହିଛି। ପାଖରେ ଯାହା ଟଙ୍କା ପଇସା ଥିଲା, ଖାଇବା ପିଇବାରେ ସବୁ ସରିଗଲାଣି। ଏଣୁ ଏବେ ସମସ୍ୟାରେ...

didi
ଫସି ରହିଥିବା ପଶ୍ଚିମବଙ୍ଗ ଲୋକଙ୍କୁ ନେବା ପାଇଁ ଦିଦି ନାରାଜ

ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ଅନୁମତି ଦେଉନାହାନ୍ତି ପଶ୍ଚିମବଂଗ ସରକାର। ଏନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର। ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା...

patient
୪୦ ଲକ୍ଷ ପାର କଲା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନ୍ୟୁୟର୍କ: ସାରା ବିଶ୍ୱରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ବିଶ୍ୱରେ କରୋନା ପଜିଟିଭ ସଂଖ୍ୟା ୪୦ ଲକ୍ଷ ୬ହଜାରରୁ ଅଧିକ ରହିଛି। ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କରିଛି ମାରାତ୍ମକ କରୋନା। ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୨ ଲକ୍ଷ ୭୫...

police
ଯୁବତୀଙ୍କ ଗର୍ଭନଷ୍ଟ କରାଇ ରାଜଧାନୀର ପୋଲିସ୍ ବାବୁ ଫେରାର!

ଭୁବନେଶ୍ୱର: ପୁଣି ଖାକିରେ ଦାଗ। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ରାକେଶ ସାମଲଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଫେସବୁକରେ ବନ୍ଧୁତା ପରେ ରାକେଶ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି। ସେ ପୂର୍ବରୁ ଗର୍ଭବତୀ ହୋଇ...

jee
କେବେ ହେବ JEE ଆଡଭାନ୍ସ ପରୀକ୍ଷା, ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ: ଲକଡାଉନ ପାଇଁ ସ୍ଥଗିତ ରହିଥିବା ପରୀକ୍ଷା ନେଇ ନୂଆ ତାରିଖ ଆସିଛି। ଅଗଷ୍ଟ ୨୩ରେ ହେବ JEE ଆଡଭାନ୍ସ ପରୀକ୍ଷା। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଏହି ସୂଚନା ଦେଇଛନ୍ତି। ଦେଶରେ ଥିବା IIT ଓ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସରେ ଆଡମିଶନ...

abu-dhabi
ବନ୍ଦେ ଭାରତ ମିଶନ ଆରମ୍ଭ, ଆବୁଧାବିରୁ ଫେରିଲେ ଭାରତୀୟ

ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆର ଏକ ବିମାନ ଆବୁଧାବିରୁ ଭାରତୀୟଙ୍କୁ ଆଣୁଛି। ଏୟାର ଇଣ୍ଡିଆର IX-452 ବିମାନ ୪ ଜଣ ଶିଶୁଙ୍କ ସମେତ ୧୭୭ ଜଣ ଭାରତୀୟଙ୍କୁ ଧରି...

harsh
କେନ୍ଦ୍ରମନ୍ତ୍ରୀ କହିଲେ, ଆଗାମୀ ଦିନରେ ଓଡ଼ିଶା ହେବ କରୋନା ହଟସ୍ପଟ୍

ଭୁବନେଶ୍ୱର: ଆଗାମୀ ଦିନରେ ଦେଶରେ କରୋନା ହଟ୍‌ସ୍ପଟ ହେବାକୁ ଯାଉଛି ଓଡ଼ିଶା। ଆଜି ଏହି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶକୁ ବାହାର ରାଜ୍ୟରୁ ପ୍ରଚୁର ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ଆଗାମୀ ଦିନରେ ଏହି ତିନି ରାଜ୍ୟ ଭାରତର ପ୍ରମୁଖ...

train2
ସୁରତରୁ ଆସିଥାନ୍ତା ୩ଟି ଟ୍ରେନ୍, ବାତିଲ୍ କଲେ ସରକାର

ସୁରତ: ସୁରତରୁ ଏବେ ଆସିବନି ଟ୍ରେନ୍। ସୁରତରୁ ଆସନ୍ତାକାଲି ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ସୁରତରୁ ଆସନ୍ତାକାଲି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍‌କୁ ବାତିଲ କରିଛନ୍ତି ଓଡ଼ିଶା ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ। ଟ୍ରେନ୍‌ର ଆସିବାକୁ...

salini
ଦିନକୁ ହେଉଛି ୩ହଜାର କୋଭିଡ୍‌ ଟେଷ୍ଟ, ଆଗକୁ ସଂଖ୍ୟା ଆହୁରି ବଢିବ

ଭୁବନେଶ୍ୱର: ଏବେ ରାଜ୍ୟରେ ଦିନକୁ ହେଉଛି ୩ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ୍। ୮ଟି ଲ୍ୟାବ୍‌ରେ ଦିନକୁ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି NHM ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ସେ କହିଛନ୍ତି, ୨ ମାସ ତଳେ କେବଳ ଭୁବନେଶ୍ୱର ସ୍ଥିତ RMRCରେ ଦିନକୁ...

ratha
ଘୋଷଯାତ୍ରା ପାଇଁ ଆଶା ବଢ଼ିଲା, ରଥ ନିର୍ମାଣକୁ ମିଳିଲା ଅନୁମତି

ଭୁବନେଶ୍ୱର: ଜଗନ୍ନାଥ ପ୍ରେମୀଙ୍କ ଲାଗି ଖୁସି ଖବର। ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ...

omega
ରାଜଧାନୀକୁ ପୁଣି ଫେରିଲା 'କରୋନା', ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୩ ଜଣ ଓ ଗଞ୍ଜାମର ୭ ଜଣ। ଭୁବନେଶ୍ୱର ବାହାରିଥିବା ୩ ପଜିଟିଭଙ୍କ ଘର ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ୱର ଓ ସୂର୍ଯ୍ୟନଗର ଅଞ୍ଚଳର। ଏମାନେ ସମସ୍ତେ ପୁରୁଷ। ସେହିପରି ଗଞ୍ଜାମରେ ଆଜି ସକାଳେ ଏକାଥରକେ ୧୭ଟି...

ship
ପାଣିଜାହାଜରେ ଫେରିବେ ମାଳଦ୍ୱୀପରେ ଫସି ରହିଥିବା ଭାରତୀୟ

ଭୁବନେଶ୍ୱର: ମାଳଦ୍ୱୀପରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରାଜଧାନୀ ମାଲେରେ ପହଞ୍ଚିଲା ଭାରତୀୟ ନୌସେନା ଜାହଜ। ସମୁଦ୍ର ସେତୁ ଅଭିଯାନରେ ଭାରତୀୟ ନୌସେନାର ଆଇଏନ୍ଏସ୍ ଜଳାଶ୍ୱ ମାଲେରେ ପହଞ୍ଚି ଥିବାବେଳେ ଆଇଏନ୍ଏସ୍ ମଗର ଦୁଇ ଦିନ ମଧ୍ୟରେ ପହଞ୍ଚିବ। ଦୁଇ ଜାହାଜରେ ହଜାରେ ଭାରତୀୟଙ୍କୁ ଫେରାଇ...

gdg
ଆଉ ୩ କରୋନା ପଜିଟିଭ ଚିହ୍ନଟ, ୨୦୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଜଗସିଂହପୁରର ଓ ଅନ୍ୟ ୨ଜଣ ବାଲେଶ୍ୱରର। ଜଗତସିଂହପୁରର ପଶ୍ଚିମବଙ୍ଗ ଫେରନ୍ତା, ବୟସ ୭୦ ବର୍ଷର ବୃଦ୍ଧ। ବାଲେଶ୍ୱରର ୨ଜଣ ସୁରତ ଫେରନ୍ତା। ସମସ୍ତେ କ୍ୱାରେଣ୍ଟାଇନ୍‌ ଥିଲେ। ଏହାକୁ ମିଶାଇ ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୫ ଓ...

naba das
ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ କୋଭିଡ୍‌ ପରୀକ୍ଷା କରାଇବାକୁ ଓଡ଼ିଶାର ଦାବି

ଭୁବନେଶ୍ୱର: ଦେଶରେ କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପ, ଆଗକୁ ନିଆଯିବାକୁ ଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ସମ୍ପର୍କରେ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରେଡ୍ ଜୋନ୍ ଘୋଷଣା ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ। ଓଡ଼ିଶାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।