• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

qurntine
କରୋନା ମୁକାବିଲା ପାଇଁ ୫ଲକ୍ଷ ବେଡ୍‌ ପ୍ରସ୍ତୁତ

ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କୁ କ୍ୱାରେଣ୍ଟିନରେ ରଖିବାକୁ ସବୁ ପଞ୍ଚାୟତରେ ବ୍ୟବସ୍ଥା ହୋଇଛି। ପ୍ରତି ପଞ୍ଚାୟତରେ ୧୨ ହଜାର ଅସ୍ଥାୟୀ ମେଡିକାଲ ସହ ୫ ଲକ୍ଷ ବେଡ୍‌ର ପ୍ରସ୍ତୁତ କରାଯାଇଥିବା କହିଛନ୍ତି ପଞ୍ଚାୟତିରାଜ ସଚିବ ଡିକେ ସିଂହ। ସେ ଆହୁରି କହିଛନ୍ତି ଯେ, କ୍ୱାରେଣ୍ଟିନରେ ରହୁଥିବା ସମସ୍ତଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ...

quarntine
କ୍ୱାରେଣ୍ଟିନ୍‌ ପରେ ବି ବାହାରିଲା କରୋନା, ଯଥେଷ୍ଟ ନୁହେଁ କି ୧୪ ଦିନ?

ଭୁବନେଶ୍ୱର: ସଂକ୍ରମଣ ରୋକିବାକୁ ଯଥେଷ୍ଟ ନୁହେଁ କି ୧୪ ଦିନିଆ କ୍ୱାରେଣ୍ଟିନ। ଓଡ଼ିଶାକୁ ବାହାର ରାଜ୍ୟରୁ ଫେରିବାର ୪୦ ଦିନ ପରେ ବି ବହୁ ଆକ୍ରାନ୍ତଙ୍କ ଠାରେ ନଥିଲା କରୋନା ଲକ୍ଷଣ। ସେମାନେ ବିନା ଲକ୍ଷଣରେ ମାସାଧିକ କାଳ କ୍ୱାରେଣ୍ଟିନରେ ରହିବା ସତ୍ତ୍ୱେ, କୋଭିଡ୍ ଟେଷ୍ଟ୍ ପରେ ରିପୋର୍ଟ...

migrants
ଅଧା ବାଟରେ ପ୍ରବାସୀଙ୍କୁ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ, ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା କୌଣସି ବସ୍ ଡ୍ରାଇଭର ଯଦି ତାଙ୍କୁ ଅଧାରେ ଛାଡ଼ିଦେବେ, ତାହେଲେ ସଂପୃକ୍ତ ବସ୍ ଡ୍ରାଇଭରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଳ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ନେବାକୁ ବସ୍ ପାଇଁ...

dhobi
ଧୋବା, ବାରିକଙ୍କୁ ଆର୍ଥିକ ସହାୟତା ଘୋଷଣା

ବେଙ୍ଗାଲୁରୁ: ଲକଡାଉନ୍‌ ପ୍ରଭାବିତଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର।  ଲକଡାଉନ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି ଡ୍ରାଇଭର, ଧୋବା ଏବଂ ବାରିକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।...

harsah
୨ ସମ୍ବେଦନଶୀଳ ରାଜ୍ୟର କରୋନା ସ୍ଥିତି ବୁଝିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁଜରାଟ ଓ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଦୁଇ ରାଜ୍ୟରେ କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ ବୋଲି ହର୍ଷବର୍ଦ୍ଧନ...

china
ଆଉ ୫ ପଜିଟିଭ ଚିହ୍ନଟ, ଜଗତସିଂହପୁର ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର: ଆଉ ୫ କରୋନା ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲାକୁ ବ୍ୟାପିଲା କରୋନା। ଏଠାରେ ୪ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସୁରତରୁ ଫେରିଛନ୍ତି। ସେମାନଙ୍କ ବୟସ ୨୬, ୩୨, ୩୦, ୪୭। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର। ଏମାନେ...

bijoy
ରଥ ନିର୍ମାଣକୁ ନେଇ ତେଜିଲା ରାଜନୀତି, କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ଏବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ଇତି ମଧ୍ୟରେ ରଥ ନିର୍ମାଣ ପ୍ରସଙ୍ଗକୁ ନେଇ କାଦୁଅଫିଙ୍ଗା ଚାଲିଲାଣି। କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ। ଲକ୍ ଡାଉନ୍ ଥିବାରୁ ରଥ କାମ ହେବ କି ନାହିଁ ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର। ଏନେଇ...

cp
ଭୁବନେଶ୍ୱରରେ କେଉଁ ସଂସ୍ଥା କଟକଣାମୁକ୍ତ, ସ୍ପଷ୍ଟ କଲେ ସିପି

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟର କଟକଣା ସଂପର୍କରେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗର ଅଧିକାରୀଙ୍କ ପାଇଁ କଟକଣା...

death
ଚିନ୍ତା ବଢାଇଲା କରୋନା, ଦିନକରେ ଭାରତରେ ରେକର୍ଡ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁରେ ନୂଆ ରେକର୍ଡ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୦୦ ନୂଆ କରୋନା...

market
ଏଇ ପରିବା ମାର୍କେଟକୁ ଆସିଛନ୍ତି ସବୁ 'କରୋନା' ଆକ୍ରାନ୍ତ!

ଭୁବନେଶ୍ୱର: ସୁପର୍ ସ୍ପ୍ରେଡର୍ ପରିବା ମାର୍କେଟ। ତାମିଲନାଡ଼ୁ କୋଏମ୍ବାଡୁ ମାର୍କେଟ ଏବେ ପୁରା ତାମିଲନାଡ଼ୁ ପାଇଁ ପାଲଟିଛି ସୁପର୍ ସ୍ପ୍ରେଡର୍। କାରଣ ଏହି ବଜାରରୁ କରୋନା ଏବେ ମାଡ଼ିଛି ତାମିଲନାଡ଼ୁର ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ। ରାଜ୍ୟର ପ୍ରାୟ ୮୫ ପ୍ରତିଶତ କରୋନା ଆକ୍ରାନ୍ତ ଏହି ବଜାରକୁ ଆସିଛନ୍ତି...

cor
ଦିନକରେ ୬ କରୋନା ପଜିଟିଭ ଚିହ୍ନଟ, ୧୭୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ଘର ବାଲେଶ୍ୱରର ବୋଲି ଜଣାପଡ଼ିଛି। ସେ ନିକଟରେ କୋଲକାତାରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ ୨ଜଣ, କଟକରୁ ଜଣେ, ସୁନ୍ଦରଗଡ଼ ଜଣେ ପଜିଟିଭଙ୍କୁ ମିଶାଇ ଦିନକରେ ସମୁଦାୟ  ୬ଜଣ...

covid
ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ୧୭୪ରେ ପହଞ୍ଚିଲା ‌ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ଘର ରାଉଲକେଲା, ବୟସ ୪୯ ବର୍ଷ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ସେ ନିକଟରେ ସୁରତରୁ ଫେରିଥିଲେ। ସେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଜି ସକାଳେ ଗଞ୍ଜାମରେ ଜଣେ, ଅପରାହ୍ଣରେ ବାଲେଶ୍ୱରରୁ...

wine
ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? କଣ କହୁଛି OTV ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? ଓଟିଭି ସୋସିଆଲ ମିଡିଆରେ କରାଯାଇଥିବା ସର୍ଭେରେ ବହୁସଂଖ୍ୟାରେ ଫଲୋଅର ଭାଗ ନେବା ସହ ନିଜର ମତାମତ ରଖିଛନ୍ତି। ତେବେ ଆମ ସୋସିଆଲ ମିଡିଆର ଅଧିକାଂଶ ଫଲୋଅର ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଛନ୍ତି। ଓଟିଭି ଫେସବୁକ୍‌ରେ...

mytrs
ମେଜରଙ୍କ ମରଶରୀର ଦେଖି ବାକ୍‌ଶୂନ୍ୟ ହୋଇଗଲେ ସ୍ତ୍ରୀ, ଲୁହରେ ଭିଜିଲା ମାଟି

ଜୟପୁର: ଶୋକାକୁଳ ପରିବେଶରେ ଫାଟି ପଡ଼ୁଛି ପୁରା ପରିବେଶ। ନିଜ ପ୍ରିୟର ପୁଅକୁ ହରାଇଛି ମାତୃଭୂମି। ଜୟପୁରର ମିଲେଟାରୀ ଷ୍ଟେସନ୍, ଯେଉଁଠି ସହିଦ୍ କର୍ଣ୍ଣଲ ଆଶୁତୋଷ ଶର୍ମାଙ୍କ ହୋଇଛି ଶେଷକୃତ୍ୟ। ରାଷ୍ଟ୍ରୀୟ ସମ୍ମାନ ସହ ଆଜି ସମସ୍ତେ ଆଶୁତୋଷଙ୍କୁ ମନେ ପକାଉଛନ୍ତି। ସେହି ବୀରତ୍ୱ, ଅଦମ୍ୟ ସାହାସକୁ ମନେ...

kan
ପୋଲିସ ଆଗରେ ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟ, ମହିଳାଙ୍କୁ ଆଣ୍ଠେଇ ଭୁଲ ମଗାଇଲେ

କେନ୍ଦ୍ରାପଡା: ପୋଲିସ ସାମ୍ନାରେ ମହିଳାଙ୍କୁ ନିର୍ଯାତନା। ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ଆଣ୍ଠେଇ ଭୁଲ ମାଗାଇଲେ ସ୍ଥାନୀୟ ବାସିନ୍ଦା। ପୋଲିସ ଉପସ୍ଥିତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ରଙ୍କାଳ ଗାଁରେ। ଅଭିଯୋଗ ଅନୁସାରେ, ପିଲାଙ୍କୁ ଖାଦ୍ୟ ଯୋଗାଇବା ନାଁରେ ରଙ୍କାଳ ଗାଁରେ ଲୋକଙ୍କ ଠାରୁ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।