• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

dengue
କରୋନା ସହ ଚିନ୍ତା ବଢାଇଲା ଡେଙ୍ଗୁ, ୪୨ ଜଣ ଆକ୍ରାନ୍ତ

ରାୟଗଡ଼ା: ମହାମାରୀ କରୋନା କାୟା ଭିତରେ ରାୟଗଡ଼ା ଜିଲ୍ଲାରେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ମୁନିଗୁଡ଼ା ବ୍ଲକ ସମେତ ବିଭିନ୍ନ ସ୍ଥାନରେ ରୋଗ ବ୍ୟାପିଥିଲେ ବି ଟିକରପଡ଼ାରେ ସଂଗୀନ ସ୍ଥିତି ସୃଷ୍ଟି କରିଛି। ଏହି ଗାଁରେ ଗତ ୧୧ରୁ ୨୯ ତାରିଖ ଭିତରେ ୪୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବାକି...

palani
ତାମିଲନାଡୁରୁ ଫସିଥିବା ଓଡ଼ିଆ କେମିତି ଫେରିବେ, ପଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ତାମିଲନାଡୁରେ ଫସିଥିବା ଓଡ଼ିଆଙ୍କ ଫେରିବା ନେଇ ଆଜି ସେଠାକାର ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ସାମିଲ ହୋଇଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକଡାଉନ୍ ସମୟରେ ତାମିଲନାଡୁରେ ଅସୁବିଧାରେ ଥିବା ଓଡ଼ିଆଙ୍କ ଯତ୍ନ ନେଇଥିବାରୁ...

test
କରୋନାରୁ ସୁସ୍ଥ ହେଲେ ଆଉ ୨ ଜଣ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲେ ଆଉ ୨ଜଣ। ଏମାନେ ରାଉଲକେଲା ଅଞ୍ଚଳର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ରେ ସମୁଦାୟ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ରେ ଆକ୍ଟିଭ କେଶ୍ ୫ ରହିଛି। ଏହାକୁ ମିଶାଇ ରାଜ୍ୟରେ...

dg
ଉଦାହରଣ ସାଜିଥିବା ମହିଳା କୋଭିଡ୍‌ ଯୋଦ୍ଧାଙ୍କୁ ଭେଟିଲେ ପୋଲିସ୍ ଡିଜି

ସମ୍ୱଲପୁର: ସମ୍ବଲପୁରକୁ ଦିନିକିଆ ଗସ୍ତରେ ଆସି ପୋଲିସ ଡିଜି ଅଭୟ ଲକଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ସେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିବା ସହ ଜିଲ୍ଲାରେ ଲକଡାଉନ ସ୍ଥିତି ସମ୍ପର୍କରେ ବୁଝିଥିଲେ। ପରେ ସେ ବିଭିନ୍ନ ଥାନା ପରିଦର୍ଶନ...

migh
ତଥ୍ୟରେ ରହୁନି ତାଳମେଳ, କେତେ ପ୍ରବାସୀ ଆସୁଛନ୍ତି ଦ୍ୱନ୍ଦ୍ୱରେ ପ୍ରଶାସନ

ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛନ୍ତି କେତେ ଲୋକ, ସେ ନେଇ ଦ୍ୱନ୍ଦରେ ପ୍ରଶାସନ। ବାହାର ରାଜ୍ୟରୁ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି କେତେ ଲୋକ? ସେ ନେଇ ସଠିକ୍ ତଥ୍ୟ ନାହିଁ ଜିଲ୍ଲା ପ୍ରଶାସନ ପାଖରେ। ଯଦିଓ ତିହିଡ଼ି, ଧାମନଗର ଓ ଚାନ୍ଦବାଲି ଅଞ୍ଚଳର ୨୧ଜଣ ଶ୍ରମିକ ଆସୁଥିବା...

bmc
କେଉଁ ସବୁ ଦୋକାନ ଭୁବନେଶ୍ୱରରେ ଖୋଲିବ? ଦ୍ୱନ୍ଦ୍ୱ ଦୂର କଲେ କମିଶନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ଖୋଲିବ, ସେ ନେଇ ଦୋକାନୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୋକାନ ଖୋଲିବା ଉପରେ ସୂଚନା ଦେବା ସହ ସାମାଜିକ ଦୂରତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,...

bijaya3
‘ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କର, ନହେଲେ ଆଗକୁ ସମସ୍ୟା ଭୟଙ୍କର ହେବ’

ଭୁବନେଶ୍ୱର: ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଗକୁ ସମସ୍ୟା ଭୟଙ୍କର ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟକୁ ୭ରୁ ୮ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଲେ କ୍ୱାରେଣ୍ଟାଇନରେ ରହିବେ। ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଘର ଓ କଲେଜରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା...

bmc-2
ଦୋକାନ ଖୋଲିବାକୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଟ୍ୱିନ ସିଟିରେ କଟକ ଓ ଭୁବନେଶ୍ୱରରେ ଦୋକାନ ଖୋଲିବାକୁ ନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ତେବେ ଦୋକାନ ଖୋଲିବାକୁ ନେଇ ବ୍ୟବସାୟୀ ଓ ଦୋକାନୀଙ୍କ ଦ୍ୱନ୍ଦ ଉପୁଜିଥିଲା।  ଏନେଇ କମିଶନର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ନୂଆ ନିୟମ ଅନୁସାରେ ଦୋକାନରେ ସାମାଜିକ ଦୂରତ୍ୱ...

child
ଯାଜପୁରରେ ୩ ବର୍ଷର ପିଲା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକରେ ଯାଜପୁରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ାଇଛି। ଆଜି ସକାଳେ ଏହି ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ହୋଇଥିଲେ। ପରେ ଏହି ଜିଲ୍ଲାରେ ୧୪ ଜଣ ଚିହ୍ନଟ ହୋଇଥିଲେ। ୧୪ ଆକ୍ରାନ୍ତଙ୍କ...

shop
ବିଏମ୍‌ସିର ସୂଚନାକୁ ବୁଝି ପାରୁନାହାନ୍ତି ପୋଲିସ, ଦ୍ୱନ୍ଦରେ ଦୋକାନୀ

ଭୁବନେଶ୍ୱର: ରାଜଧାନୀରେ ଦୋକାନ ବଜାର ଖୋଲିବା ନେଇ କଟକଣା କୋହଳ ପରେ ବି ଖୋଲିନି ଦୋକାନ। ଦୁଇ ଦିନରୁ ବିଏମସି ନିର୍ଦ୍ଦେଶ ପରେ ବି ଏବେ ଯାଏ ଦୋକାନ ଖୋଲିନାହିଁ। ବ୍ୟବସାୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି, ଯାହା ଫଳରେ ଏପରି ହୋଇଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ...

corona
ଚିନ୍ତା ବଢାଇଲା କରୋନା, ଦିନକରେ ୧୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଯାଜପୁରରେ ଆଉ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪ ଜଣ ଚିହ୍ନଟ ପରେ କେବଳ ଯାଜପୁରରେ ସଂଖ୍ୟା ସଂଖ୍ୟା ୩୬କୁ ବୃଦ୍ଧି ପାଇଛି।   ଆଜି ସକାଳେ ଏଠାରେ ୩ ଜଣ ଚିହ୍ନଟ ହୋଇଥିଲେ ଏହାକୁ ମିଶାଇ ରାଜ୍ୟରେ ୧୪୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ...

kota2
କୋଟାରୁ ବାହୁଡ଼ିଲେ ଓଡ଼ିଆ ଛାତ୍ରଛାତ୍ରୀ, ଏବେ ରହିବେ କେଉଁଠି?

ଭୁବନେଶ୍ୱର: ଓଡ଼ିଶା ଫେରୁଛନ୍ତି ରାଜସ୍ଥାନ କୋଟାରେ ଫସିଥିବା ୧୧୬ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ନିଜ ବ୍ୟବସ୍ଥାରେ ସେମାନେ କୋଟାରୁ ବସ୍‌ରେ ଫେରୁଛନ୍ତି। କୋଟାର ଲ୍ୟାଣ୍ଡ ମାର୍କ ସିଟି ଏବଂ ମହାବୀର ନଗରରୁ ଚାରୋଟି ବସ୍‌ରେ ଛାତ୍ରଛାତ୍ରୀମାନେ ଆସୁଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ...

light
ଭୁବନେଶ୍ୱରରେ ଲକ୍‌ଡାଉନ୍‌ କଟକଣା କୋହଳ, ଖୋଲିବ ଏସବୁ ଦୋକାନ ଓ ପ୍ରତିଷ୍ଠାନ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଆଉ ଟିକେ କୋହଳ ହେଲା ଲକଡାଉନ୍ କଟକଣା। ଭୁବନେଶ୍ୱରରୁ କଣ୍ଟେନମେଣ୍ଟ ହଟିବା ପରେ ଆଉ ଥରେ ସ୍ଥିତି ଅନୁଧ୍ୟାନ କରି ସହରରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଖୋଲିବନି ତାର ବିସ୍ତୁତ ତାଲିକା ପ୍ରସ୍ତୁତ କରିଛି ବିଏମସି। ପୂର୍ବରୁ କୋହଳ ଥିବା...

qurar
ଘରମାଲିକଙ୍କୁ କରୋନା, ଭଡ଼ାଟିଆଙ୍କ ସହ କ୍ୱାରେଣ୍ଟାଇନ୍‌ରେ ଗଲେ ୧୧ ଜଣ ବ୍ୟାଙ୍କ କର୍ମଚାରୀ

ସୋର: ବାଲେଶ୍ୱର ସୋରରେ ଥିବା ୟୁକୋ ବ୍ୟାଙ୍କର ୧୧ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପାଇଁ ପଠାଇଲା ପ୍ରଶାସନ।  ୟୁକୋ ବ୍ୟାଙ୍କ ଓ ବଜାରରେ ଥିବା ଏକ ଲଜ୍‌କୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ସୋର ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ନିଳିଆବାଗ କଣ୍ଟେନମେଣ୍ଟ ଜୋନରେ କରୋନା ଆକ୍ରାନ୍ତଙ୍କ ଘରେ ଭଡା...

marriage
ଜୁଲାଇ ୧୫ ପରେ ଶୁଭ କାର୍ଯ୍ୟ ମନା, ବିବାହକୁ ନେଇ ଚିନ୍ତାରେ ବର-କନ୍ୟା

ଭୁବନେଶ୍ୱର: ବାହାଲଗ୍ନକୁ ଅକସ୍ମାତ୍ ରୋକିଦେଲା ଲକଡାଉନ୍। ଗଲା ଦେଢ଼ ମାସ ଭିତରେ ହଠାତ୍ ବନ୍ଦ ହୋଇଛି ରାଜ୍ୟରେ ହଜାର ହଜାର ବାହାଘର। କେଉଁଠି ବର ବାହାର ରାଜ୍ୟରେ ଫସିଛି ତ ଆଉ କେଉଁଠି କନ୍ୟା ଘରକୁ ଫେରି ପାରୁନି। ତାସହ ସାମାଜିକ ଦୂରତ୍ୱ ନିୟମ ମାନି ବି ଅନେକ...

main
କରୋନା ବାଣ୍ଟୁଛନ୍ତି କି ସୁପର୍ ସ୍ପ୍ରେଡର? ୬୧ ନମ୍ବର ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାକୁ ଏବେ ସୁପର୍ ସ୍ପ୍ରେଡର ଚିନ୍ତା। ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ କେଶ୍‌ ବଢ଼ିବା ପଛରେ ରହିଛି ସୁପର ସ୍ପ୍ରେଡରଙ୍କ ବଡ଼ ଭୂମିକା। ରାଜଧାନୀର ବମିଖାଲ ଓ ସୂର୍ଯ୍ୟନଗର ପରେ ଏବେ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ବି ସଂକ୍ରମଣ ବ୍ୟାପିବା ପଛରେ କେହି ନା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।