ଭୁବନେଶ୍ୱର: କରୋନା ଭୂତାଣୁର ପ୍ରାଦୁର୍ଭାବକୁ ଦେଖି ଯାଜପୁର ଜିଲ୍ଲାର ୫ଟି ବ୍ଲକ ସହ ଯାଜପୁର ପୌରପାଳିକାର ସମଗ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ ସମେତ ଦଶରଥପୁର ବ୍ଲକ, ବିଂଝାରପୁର ବ୍ଲକ, କୋରେଇ ବ୍ଲକ, ବରୀ ବ୍ଲକ ଏବଂ ଯାଜପୁର...
ଭୁବନେଶ୍ୱର: ଲକଡାଉନ ସମୟରେ ଘରେ ଥିବା ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ତରଙ୍ଗ ଟିଭିର ନିଆରା ପ୍ରୟାସ ସ୍ମାଇଲ୍ ପ୍ଲିଜ୍। ପ୍ରଥମ ଥର ପାଇଁ ଅଭିନେତା ସବ୍ୟସାଚୀଙ୍କୁ ଏଥିରେ ଉପସ୍ଥାପନା କରୁଥିବାର ଦେଖିବାକୁ ମିଳିଛି। ଏହାସହିତ କମେଡି କିଙ୍ଗ୍ ପପୁ ପମ୍ ପମଙ୍କ ମଜାଦାର କମେଡି ସହ ୧୩ରୁ...
ଗଞ୍ଜାମ: ଲକ୍ଡାଉନ୍ ସମୟରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପୋଲିସ୍ର କାର୍ଯ୍ୟାନୁଷ୍ଠାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଆମେ ଦେଖିବାକୁ ପାଇଥିଲେ। କିନ୍ତୁ ପୋଲିସ୍ଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଭାରି ପଡ଼ିଛି। ଲକଡାଉନ୍ ବେଳେ ବାଇକ୍ ଚାଳକଙ୍କୁ ମାଡ଼ ମାରି...
ନାଗପୁର: କରୋନା ବିପତ୍ତି ବେଳେ ସ୍ୱାର୍ଥ ଛାଡ଼ି କାମ କରିବାକୁ ସ୍ୱୟଂ ସେବକମାନଙ୍କୁ ଆହ୍ୱାନ ଦେଇଛନ୍ତି ଆରଏସଏସ ସଂଘ ଚାଳକ ମୋହନ ଭାଗବତ। ଏହି ବିପତ୍ତିରେ ଭୟଭୀତ ନହୋଇ ଆମକୁ ଏକଜୁଟ୍ ହେବାକୁ ପଡ଼ିବ। ଅନ୍ୟମାନଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲାରେ ସାମିଲ ହେବାକୁ ପଡ଼ିବ। ଆଜିର ସଙ୍କଟରୁ...
ଭୁବନେଶ୍ୱର: ଚିତ୍ର ଆଙ୍କି ରୋଜଗାର ପାଇଲେ ମହିଳା। କରୋନା ଲକଡାଉନରେ ସବୁ ଆଡ଼େ କାମ ବନ୍ଦ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ଅର୍ବାନ୍ ୱେଜ ଏମ୍ଲୋୟମେଣ୍ଟ ଇନିସିଏଟିଭ୍ ଆରମ୍ଭ କରିବାକୁ ଘୋଷଣା ହୋଇଛି। ଏହାପରେ ଗତ ୨୦ ତାରିଖରୁ ବ୍ରହ୍ମପୁର...
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଉପକୂଳରେ ବର୍ଷା ସହ ପବନ...
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ମହମ୍ମଦ ରଫିକ। ଆସନ୍ତାକାଲି ସେ ଓଡ଼ିଶା ହାଇକୋର୍ଟଙ୍କ ୩୧ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ପୂର୍ବରୁ ସେ ମେଘାଳୟ, ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି। ଜଷ୍ଟିସ ରଫିକ ୧୯୮୬...
ରାୟଗଡ଼ା: ଭାଲୁ ଖାଉଛି ଲଙ୍କା ଆମ୍ବ। ୨ଟି କଳା ଭାଲୁ ବୁଲି ବୁଲି ଲଙ୍କା ଆମ୍ବ ଖାଉଛନ୍ତି। ତାହା ବି ପୁଣି ରାତିରେ। ଖାଇବାର ମଜା ନେଉଛନ୍ତି ଭାଲୁ। ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ବାଳିକା ହାଇସ୍କୁଲ ପରିସରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ପାହାଡ ନିକଟରେ ଏହି...
ଭୁବନେଶ୍ୱର: ଅପରାହ୍ଣ ୫.୩୦ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା। ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର ଅଧା ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ। ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ ବଜ୍ରପାତ ନେଇ ସମ୍ଭାବନା ରହିଛି। ସେହିପରି ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ...
ଭୁବନେଶ୍ୱର: ରାଜ୍ୟରେ ଭଲ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ଆକ୍ରାନ୍ତ ଜଣକ ଘର ଭୁବନେଶ୍ୱରର। ଆକ୍ରାନ୍ତ ଜଣକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ କରୋନାରୁ ମୁକ୍ତ ହୋଇଥିଲେ ମଧ୍ୟ ମେଡିକାଲରୁ ଡିସଚାର୍ଜ ହୋଇନାହାନ୍ତି। ସେ ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ...
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୬ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ...
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ...
ଭୁବନେଶ୍ୱର: ଆଜି ୯୦ରୁ ୯୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରକାଶ କରିଛନ୍ତି ସରକାର। ୯୦ ନମ୍ବର ଆକ୍ରାନ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ରାହ୍ମଣୀ ଶାସନର। ସେ ଏପ୍ରିଲ ୧୬ରେ ଲକଡାଉନ ବଳବତ୍ତର ଥିବା ସତ୍ତ୍ୱେ କିପରି କୋଲକାତା ଖିଦିରପୁରରୁ ସକାଳ ୯ଟାରେ ବାହାରି ସ୍ପଷ୍ଟ ଦିବାଲୋକରେ ଗାଡ଼ି...
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ନୂଆ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ନୂଆ ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାର। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ...
ଭୁବନେଶ୍ୱର: ରାଜ୍ୟରେ କେତେ ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ? ସେମାନଙ୍କ ଭିତରୁ କେତେ ସୁସ୍ଥ? କେତେ ଅଛନ୍ତି କରୋନା ପଜିଟିଭ୍? ବିଦେଶ ଓ ନିଜାମ୍ମୁଦ୍ଦିନ ଫେରନ୍ତାଙ୍କ ପରେ ଏବେ ବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା। କାରଣ ମୋବାଇଲ୍ ଟ୍ରାକିଂ କରି ବିଏସ୍ଏନ୍ଏଲ୍ ପକ୍ଷରୁ ରାଜ୍ୟସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ...
ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ଜିଲ୍ଲାରେ ମୋଟ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ...