• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

night
ଭୁବନେଶ୍ୱର ଓ ଜଗତସିଂହପୁରରେ ରାତି ହେଲେ ବାହାରିବା ମନା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦୃଷ୍ଟିରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି ମନା କରାଯାଇଛି। ଲକଡାଉନ ନିୟମ ଅନୁସାରେ ଏହା କରାଯାଇଥିବା ପୁଲିସ କମିଶନରଙ୍କ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଆଜିଠାରୁ ଏ କଟକଣା କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଶନର କହିଛନ୍ତି।...

same
ଘୋଷଯାତ୍ରା ନେଇ ବଢ଼ିଲା ଆଶା, ରଥ ନିର୍ମାଣ ନେଇ ସୁପାରିଶ

ପୁରୀ: ରଥ ନିର୍ମାଣ ପାଇଁ ସୁପାରିଶ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି। ବଢ଼ିଲା ଶ୍ରୀଜୀଉଙ୍କ ଘୋଷଯାତ୍ରା ଆଶା ଆଗାମୀ ରଥଯାତ୍ରା...

entry
ପାସ୍‌ ନଆଣିଲେ ଓଡ଼ିଶାରେ ପ୍ରବାସୀଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଏବେ ବିନା ପାସରେ ଓଡ଼ିଶାରେ ପ୍ରବେଶ କରିପାରିବେ ନାହିଁ। ଅନ୍ୟ ରାଜ୍ୟରେ ଅଟକି ଥିବା ଓଡ଼ିଶାର ଲୋକମାନେ ଯଦି ଓଡ଼ିଶା ଫେରିବାକୁ ଚାହୁଁଥାନ୍ତି ତା’ହେଲେ ସେମାନେ ସେଠାକାର ସରକାର ବା ପ୍ରଶାସନଠୁ ପାସ୍ ଆଣିବା ବାଧ୍ୟତାମୂଳକ। ଯେଉଁ ଗାଡ଼ିରେ ଆସିବେ ସେହି ଗାଡ଼ି ସମ୍ପର୍କରେ ଓ ସେଥିରେ ଆସିବାକୁ...

death
କଣ୍ଟା ସାଜିଲା ଲକ୍‌ଡାଉନ୍‌, ମାଆର ଶେଷ ଦର୍ଶନ କରିପାରିଲେନି ପୁଅ ଝିଅ

ଲକଡାଉନ୍ କଟକଣା ଯୋଗୁଁ ମାଆର ଶେଷ ଦର୍ଶନ କରିପାରିଲାନି ପୁଅ। ଏପରିକି ମୁଖାଗ୍ନି ବି ଦେଇ ପାରିଲାଗି। ଶେଷରେ ମୁଖାଗ୍ନି ଦେଲା ନାତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମ୍‌ଭି-୯୦ ଗାଁରେ ୪ ଦିନ ତଳେ ଗାଁର ଅଞ୍ଜଳି ମଣ୍ଡଳ ନାମକ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।...

plagma therapy
ଆଉ ୬ କରୋନା ପଜିଟିଭ ଚିହ୍ନଟ, ୧୬୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ। ଚିହ୍ନଟ ମଧ୍ୟରୁ ଯାଜପୁରର ୪ଜଣ ଓ ଭଦ୍ରକର ୨ଜଣ ବୋଲି କୋଭିଡ୍‌  ୱେବସାଇଟ୍‌ରେ ପ୍ରକାଶ ପାଇଛି।  ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ସେହିପରି ଭଦ୍ରକର ଉଭୟଙ୍କ ଘର ବାସୁଦେବପୁର, ଏମାନେ କୋଲକାତା ଫେରନ୍ତା।...

attack
କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଉତ୍ତେଜନା: ପୋଲିସ୍‌ ଉପରକୁ ପଥରମାଡ଼, ଭାଙ୍ଗିଦେଲେ ବ୍ୟାରିକେଡ୍‌

ରାଉଲକେଲା: ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡରେ ଉତ୍ତେଜନା। କିଛି ଲୋକ ପୋଲିସ ଉପରେ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗିଦେଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଉତ୍ତେଜନା ବଢିବା ପରେ ଅଧିକ ଫୋର୍ସ ପଠାଯାଇଛି। ତେବେ କେଉଁ କାରଣକୁ ନେଇ ପଥର ମାଡ଼ ଓ ...

well
ପୁଅକୁ ରକ୍ଷା କରିବାକୁ ଯାଇ କୂଅକୁ ଡେଇଁ ପଡିଲେ ମା

ଢେଙ୍କାନାଳ: ନିଜ ସନ୍ତାନର ଜୀବନ ରକ୍ଷା ପାଇଁ ତାର ମା ମୃତ୍ୟୁ ଆଗକୁ ଡେଇଁପଡେ। କିନ୍ତୁ ଶେଷରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପର୍ଜଙ୍ଗ ଥାନା ତୋରଡ଼ାନାଳି ଗାଁରେ। ଏକ ୩ ବର୍ଷର ପୁଅ ପିଲା ଖେଳୁଥିବା ବେଳେ...

dharmendrta
କରୋନା ପରବର୍ତ୍ତୀ ସ୍ଥିତିକୁ ନେଇ ୬ଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଉପସାଗରୀୟ ଦେଶର ଓଡ଼ିଆ ସମାଜ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ କରୋନା ପରବର୍ତ୍ତୀ ସ୍ଥିତି ଏବଂ ଆଗାମୀ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଭାରତ ପାଇଁ ସୃଷ୍ଟି ହେଉଥିବା ସମ୍ଭାବନାକୁ କିପରି ଓଡ଼ିଶା...

woorld
ବିଶ୍ୱରେ କେମିତି ଅଛି କରୋନା ସ୍ଥିତି?

ନ୍ୟୁୟର୍କ: ସମଗ୍ର ବିଶ୍ୱରେ ଏବେ ୩୪ ଲକ୍ଷ ୭୯ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୪ ହଜାର ଅତିକ୍ରମ କରିଛି। ୧୧ ଲକ୍ଷ ୮ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାରେ ସ୍ଥିତି ଦିନକୁ ଦିନ...

suresh
ବଡ଼ ଦାୟିତ୍ୱ ସମ୍ଭାଳିବେ ସୁରେଶ ମହାପାତ୍ର

ଭୁବନେଶ୍ୱର: ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଓଡ଼ିଶାରେ ଫସିଥିବା ବାହାର ରାଜ୍ୟ ଶ୍ରମିକଙ୍କ ଫେରିବା ନେଇ ମୁଖ୍ୟ ଦାୟିତ୍ୱରେ ରହିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର  ବାହାର ରାଜ୍ୟର ଶ୍ରମିକ ଓ ସାଧାରଣ ଲୋକ, ଯେଉଁମାନେ ଓଡ଼ିଶାରେ ଫସି ରହିଛନ୍ତି ସେମାନଙ୍କୁ କିଭଳି...

rgt
କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ଏତେ ହୁଗୁଳା? ଖାଦ୍ୟ ଫୋପାଡ଼ିଲେ, ଘରକୁ ପଳାଇଲେ

ଭୁବନେଶ୍ୱର: ଓଡ଼ିଶାକୁ ଫେରିବାରେ ଲାଗିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ହେଲେ କିଛି ସ୍ଥାନରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଉପୁଜିଛି ଅସନ୍ତୋଷ। କେଉଁଠି ନିମ୍ନମାନର ଖାଦ୍ୟ ଦିଆଯାଉଛି ତ ଆଉ କେଉଁଠି କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରି ଫିଙ୍ଗାପୋପଡ଼ା...

corona-weak
ରେଡ୍‌ ଜୋନ୍‌ରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଭଦ୍ରକର ଓ ଜଣେ ବାଲେଶ୍ୱରର। ବର୍ତ୍ତମାନ ଭଦ୍ରକରେ ୧୯ ଜଣ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୧୨ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ୨୧ଜଣ ସଂକ୍ରମିତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ ଜଣ...

hc
କେଉଁ ଜୋନ୍‌ରେ କେତେବେଳେ ଚାଲିବ କୋର୍ଟ?

କଟକ: ଲକ୍‌ଡାଉନ୍ ଅବଧି ଆଉ ୨ ସପ୍ତାହ ବଢିବା ପରେ ଏନେଇ ଜୋନ୍‌ ଅନୁସାରେ କୋର୍ଟ କାର୍ଯ୍ୟର ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ। ହାଇକୋର୍ଟ ସମେତ ବିଭିନ୍ନ ଜୋନରେ ତଳକୋର୍ଟ ଖୋଲିବା ନେଇ ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ। ରେଡ୍ ଜୋନ୍‌ରେ ଘଣ୍ଟାଏ ଏବଂ ଅରେଞ୍ଜ ଜୋନ୍‌ରେ ୨...

red
ରେଡ୍‌ ଜୋନ୍‌ରେ ଭୁବନେଶ୍ୱର, କେଉଁ ଜିଲ୍ଲା କେଉଁ ଜୋନ୍‌ରେ ଦେଖନ୍ତୁ ତାଲିକା

ଭୁବନେଶ୍ୱର: ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହ ଜୋନ୍‌କୁ ନେଇ ଜିଲ୍ଲା ବର୍ଗୀକରଣ କରିଛନ୍ତି ସରକାର। ରେଡ୍‌ ଜୋନ୍‌ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଗୋଟିଏ ପୌର ନିଗମ ସାମିଲ ହୋଇଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ...

drink
ଗ୍ରୀନ୍‌ ଜୋନ୍‌ରେ ବି ଚାଲିବନି ବସ୍‌, ଖୋଲିବ ମଦ ଦୋକାନ

ଭୁବନେଶ୍ୱର: କେନ୍ଦ୍ରର ଗାଇଡଲାଇନ୍‌ ଆଧାରରେ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। କିନ୍ତୁ ଗ୍ରୀନ୍‌ ଜୋନ୍‌ରେ ଅନେକ କୋହଳ ହୋଇଥିଲେବି ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟ ଗ୍ରୀନ୍ ଜୋନରେ ଚାଲିପାରିବନି ବସ୍। ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍ ଚଳାଚଳ...

restrictioin
କାଲିଠୁ କଣ ହେବ କଟକଣା, ଆସିଲା ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: କେନ୍ଦ୍ରର ଲକଡାଉନ୍ କଟକଣା ଆଧାରରେ ରାଜ୍ୟ ସରକାର ବି ଆଜି ଜାରି କରିଛନ୍ତି ଗାଇଡ୍ ଲାଇନ୍। ରେଡ୍ ଓ ଅରେଞ୍ଜ ଜୋନ୍‌ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବ। ଏହି ଏଞ୍ଚଳରେ ଏସ୍ଓପିରେ ଦିଆଯାଇଥିବା କଠୋର ଯାଞ୍ଚ ବ୍ୟବସ୍ଥାର କଡ଼ା ଅନୁପାଳନ କରାଯିବ। ଏଠାକାର ସମସ୍ତ ବାସିନ୍ଦାଙ୍କ ପାଇଁ...

rainfall
୨୪ ଘଣ୍ଟାରେ ଅବପାତ, ୭ ଯାଏ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ମେ ୭ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୱେଲମାର୍କଡ ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଆଜି ଠାରୁ ୭ ପର୍ଯ୍ୟନ୍ତ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।