• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Covid Vaccine
ବିଳମ୍ବରେ କରୋନା ଟିକା ନେବେ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ

ଆସନ୍ତାକାଲିଠାରୁ ଆରମ୍ଭ ହେବ କିଶୋରଙ୍କ ଟୀକାକରଣ। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି। ଟିକା ନେବାକୁ ଉତ୍ସାହିତ ହୋଇ ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ ସହ ସ୍ଲଟ୍ ବୁକିଂ ଆରମ୍ଭ କରିଦେଲେଣି କିଶୋର କିଶୋରୀ।

Viral Video
ବିଜେଡି ସଭାରେ କରୋନାକୁ କଟକଣାକୁ ଶକ୍ତ ଚଟକଣା ! ଗୁଆଘିଅ ଡ୍ୟାନ୍ସରେ ଦୋହଲିଲା ମଞ୍ଚ

କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନଥିବା ସହ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

omicron Variant
ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି କି ଓଡ଼ିଶା?

ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି।

omicron Variant
୨୩ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକାଲ କେସ୍

ରାଜ୍ୟରେ ପଜିଟିଭିଟି ହାର ବଢୁଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରିର ଯାଞ୍ଚ ଚାଲିଛି। 

stampede at Vaishno Devi
ବର୍ଷ ଆରମ୍ଭରେ ବଡ଼ ଅଘଟଣ: ଛୋଟ ଭୁଲ ନେଲା ଭୟଙ୍କର ରୂପ

ବୈଷ୍ଣୋଦେବୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ନେତ୍ରୁତ୍ୱରେ କରାଯିବା ପାଇଁ ଆଦେଶ ଦିଆଯାଇଥିବା ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।

omicron Variant
ଓମିକ୍ରନର ଆତଙ୍କ ଭିତରେ ଏବେ ନୂଆ ବିପଦ ଆଣିଲା ଫ୍ଲୋରୋନା

୪ ଦିନରେ ଦୁଇ ଗୁଣା ହେଲାଣି ରାଜ୍ୟର ଦୈନିକ କରୋନା ସଂକ୍ରମଣ। ଡିସେମ୍ବର ୨୮ ତାରିଖରେ ଦୈନିକ ସଂକ୍ରମଣ ୧୫୬ ଥିଲା। ବେଳେ ନୂଆବର୍ଷର ପ୍ରଥମ ଦିନରେ ଏହା ୨୯୮ ଛୁଇଁଛି।

Home Isolation
‍କ୍ଷୀପ୍ର ବେଗରେ ମାଡୁଛି କରୋନା, ଅସ୍ଥାୟୀ ହସ୍ପିଟାଲ କରିବାକୁ କହିଲା କେନ୍ଦ୍ର

ଦିନକରେ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ପରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।

Omkara Ashutosh
ଦିନେ ରାୱତଙ୍କୁ ଭେଟିଥିଲେ ଓଡ଼ିଆ ପୁଅ, ଏବର୍ଷ ହେଲେ NDA ଟପ୍ପର

ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ।

ମାଆ ପୁଅ ଗୃହବନ୍ଦୀ
ରାଜଧାନୀରେ ମାଆ-ପୁଅ ଗୃହବନ୍ଦୀ, ଶୁଣୁନି ପୋଲିସ୍ !

ଏହା ଆମର ନିଜ ଘର। ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ। ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ। ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ।

omicron Variant
ଏସବୁ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କହିଲା କେନ୍ଦ୍ର

କରୋନାର ସାମାନ୍ୟ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କେନ୍ଦ୍ର ସରକାର କହିଛି। ଏନେଇ ସବୁ ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ  ଚିଠି ଲେଖିଛନ୍ତି। ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ପରାମର୍ଶ ଦିଆଯାଇଛି।

OTV kholakatha
ସେତେବେଳର ଓ ବର୍ତ୍ତମାନର ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ, କହିଲେ ଲଳିତେନ୍ଦୁ

ବଦଳିଗଲାଣି ରାଜନେତାଙ୍କ ଚରିତ୍ର । ସେତେବେଳର ଓ ବର୍ତ୍ତମାନର ରାଜନୀତି ଓ ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ? OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

NDA Topper
NDA ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଆ ପୁଅ

ଓଡ଼ିଶାର ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି।

OTV Kholakatha
ଏଥର ବ୍ରହ୍ମଗିରିରୁ କିଏ ଲଢିବ: ଉପାସନା ନା ଲଳିତେନ୍ଦୁ ?

ଆଗାମୀ ନିର୍ବାଚନରେ କେମିତି ରହିବ ଋଣନୀତି, OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।

government employee
ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ। ପେନସନ୍ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା କରାଯାଇଛି।

Rising Omicron Cases In Odisha
ଦୁଇ ଦିନରେ ଦୁଇଗୁଣା ଦୈନିକ ସଂକ୍ରମଣ, ଦେଶରେ ହଜାରେ ମୁହାଁ ଓମିକ୍ରନ୍ ଆକ୍ରାନ୍ତ

ଏଣେ ଦେଶରେ ବି ହୁ ହୁ ମାଡ଼ି ଚାଲିଛି ଓମିକ୍ରନ। ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ମୁହାଁ ହୋଇଥିବାବେଳେ ଏପଟେ କରୋନାର ଦୈନିକ ପଜିଟିଭ୍ ଗ୍ରାଫ୍ ବି ହଠାତ୍ ଦୁଇ ଦିନରେ ଦୁଇଗୁଣା ହୋଇଛି।

Paddy Stock In Mandis Damaged In Rain
ଅଦିନିଆ ବର୍ଷାରେ ବରବାଦ ହେଲାଣି ହଜାର ହଜାର ବସ୍ତା ଧାନ

ଖାଲି ଅମଳ ଧାନ ନୁହେଁ, ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ପନିପରିବା ଚାଷ। ବରଗଡ ଜିଲ୍ଲାର ଅମ୍ବାଭୋନାରେ ଉଜୁଡି ଯାଇଛି କୋବି, ଟମାଟୋ, ସୋରିଷ ଓ ବାଇଗଣ ଚାଷ। ବଣାଇରେ ଏଥର ଆଳୁ ଚାଷ ଭଲ ହୋଇଥିବା ବେଳେ କିଆରି ଭିତରେ ପାଣି ପଶିଛି।

Marriage Procession
ବିବାହ ଶୋଭାଯାତ୍ରାରେ ୫୦, ହଜାରେ ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା

ହୋଟେଲ, ମଲ, କଲ୍ୟାଣ ମଣ୍ଡବ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବ ନାହିଁ। 

covid guidelines
ଜାନୁଆରୀରେ ପିକନିକ୍‌ ମନା। ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ

ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।

BJD MLA Kishore Mohanty
ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।