କୋର୍ଟ କହିଛନ୍ତି ଯେ, ଶାନ୍ତିର ସହ ତାଙ୍କ ଶ୍ୱଶୂର ଘରେ ରହିବେ। ଶଶୂର ଘର ଲୋକଙ୍କ ସହ କୌଣସି ଝଗଡା କରିବେ ନାହିଁ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ କି ଅନ୍ୟ ଲୋକଙ୍କ ଦ୍ୱାରା କରାଇବେ ନାହିଁ।
ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ। ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ।
ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ।
ଚିଲିକାର ୫ଟି ରେଂଜ୍ ଯଥା ରମ୍ଭା, ବାଲୁଗାଁ, ଟାଙ୍ଗି, ଚିଲିକା ଓ ସାତପଡାରେ ପକ୍ଷୀଗଣନା କରାଯାଇଛି।
ସୁମିତଙ୍କ ଓକିଲ କହିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଦିଆଯାଉ।
ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା।
ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି।
ତପସ୍ୱିନୀ କହିଛନ୍ତି ଯେ, ଆଜି କୋର୍ଟଙ୍କ ରାୟ, ମୋତେ ନ୍ୟାୟ ଦେବ, ଆଜି ହିଁ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ମୁଁ ଆଶା କରୁଛି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି।
ଖାଲି ଚୀନ୍ ପତାକା ଉଡ଼ାଇନି, ଏହାର ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛି।
ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ହିଁ ଟିକାକରଣ କେନ୍ଦ୍ର କରାଯାଇଛି। ଯେଉଁମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମ ହୋଇଛନ୍ତି, ସେହିମାନେ ଟିକା ନେଉଛନ୍ତି।
ଯେଉଁମାନେ ସମ୍ପର୍କରେ ଆସିଛନ୍ତି କରୋନା ଟେଷ୍ଟ କରିବାକୁ କଲେ ଅପିଲ୍ କଲେ କେଜରିଓ୍ୱାଲ
ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ।
ଭିଡ଼ କମାଇବା ପାଇଁ ନିଜ ନିଜର ପନ୍ଥା ଆପଣେଇଛନ୍ତି ବିଭିନ୍ନ ରାଜ୍ୟର ସରକାର। ତେବେ ଓଡ଼ିଶାରେ ବି କରୋନା ଗ୍ରାଫ୍ ଏବେ ଉପରମୁହାଁ।
ମୁଁ ଏ ଘରୁ ଯେତିକି ନିର୍ଯାତନା ପାଇଛି, ମୁଁ ଆଦୌ ଭୁଲିପାରୁନି। କେବଳ ଗର୍ଭପାତକୁ ଛାଡିଦେଲେ ମୋ ସ୍ୱାମୀ କେବେ ହାତ ଉଠାଇ ମାରିନାହନ୍ତି କି କଷ୍ଟ ଦେଇନାହାନ୍ତି।
ଓମ୍ ମାତ୍ର ଦେଢ ବର୍ଷର ହୋଇଥିବା ବେଳେ ଘରେ ରହିଥିବା ଘରକରଣା ସାମଗ୍ରୀକୁ ମନେ ରଖିଦେଉଥିଲା। ତାର ସ୍ମରଣ ଶକ୍ତି ଅଧିକ ରହିଛି ବୋଲି ଆମେ ଜାଣିଲୁ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦, ଦିଲ୍ଲୀରେ ୩୫୧ ଚିହ୍ନଟ ହୋଇଛନ୍ତି।
ଖଣି ଖନନ କେମିତି ବନ୍ଦ ହେବ ଓ ଏବେ ବେଆଇନ ଭାବେ ଚଳାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ଠାରୁ କ୍ଷତି ଆଦାୟ ହେବ
୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ପ୍ରସ୍ତୁତି ବୈଠକ ହୋଇଛି। ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା ଟିକା ନେଇପାରିବେ।
ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମମତା ସରକାର ରାଜ୍ୟରେ କଡା କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି।