Advertisment

NDA ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଆ ପୁଅ

ଓଡ଼ିଶାର ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି।

author-image
Chandan Shishu
NDA Topper

NDA Topper

ପୁରୀ: NDA ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଆ ପୁଅ। ଓଡ଼ିଶାର ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। ଆଶୁତୋଷଙ୍କ ଘର ପୁରୀରେ ସେ NDA ଓ ନାଭାଲ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇଛନ୍ତି। 

Advertisment

ଆଶୁତୋଷଙ୍କ ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଗାମୀ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ବୈଜୟନ୍ତ। ଏହାସହ ଆଶୁତୋଷଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି।

Advertisment
Puri Jay Panda NDA Topper
Advertisment
Advertisment