ନାମାଙ୍କନ ଦାଖଲର ଶେଷ ଦିନରେ ଦେଖିବାକୁ ମିଳିପାରେ ରୋଚକ ଚିତ୍ର।
ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା।
ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ବୋଲି କହିଥିଲା ଏନ୍ଏମ୍ସି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି।
ଗୋଟିଏ ପଟେ ଯୁଦ୍ଧ ବିଭୀଷିକା, ଅନ୍ୟପଟେ ଆତ୍ମୀୟ ସ୍ୱଜନଙ୍କୁ ଫେରି ପାଇବାର ତୃପ୍ତି।
ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିଲା।
ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।
ସ୍ୱଦେଶ ଫେରିଥିବା ଶତାଧିକ ଛାତ୍ରଛାତ୍ରୀ ଏଥିଯୋଗୁ ଉପକୃତ ହେବେ।
ନିକଟରେ ଋଷ ସରକାର ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ଜେଲେନସ୍କି କହିଥିଲେ।
ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି।
ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର କିନ୍ତୁ ଯଥେଷ୍ଟ ଅଧିକ।
ଯେଉଁ ଘରେ ଏହି କାଣ୍ଡ ଘଟିଛି ପହଞ୍ଚିଲା ଛାନ୍ଭିନ୍ ପୋଲିସ
ବିଜେଡିର ସମ୍ବଳ ଯେଭଳି କର୍ମୀ ଓ ଲୋକଙ୍କ ନିକଟରେ ପହଞ୍ଚୁଛି, ସେମିତି ବିଜେପିର ସମ୍ବଳ ଲୋକଙ୍କ ନିକଟରେ ପହଞ୍ଚୁଛି ତ?
ଇୱେଲ ବିଲ୍ ଓ ସେଲ୍ ବିଲ୍ ସହ କେତେ ଟଙ୍କାର ସାମଗ୍ରୀ, କେଉଁଠୁ କାହା ପାଖକୁ ଯାଉଛି, କେଉଁ ମାଧ୍ୟମରେ ସାମଗ୍ରୀ ପଠାଯାଉଛି, ତାହାର ବିସ୍ତୃତ ବିବରଣୀ ରହିବା କଥାା କିନ୍ତୁ ଏମାନଙ୍କ ପାଖରେ ସେଭଳି କୌଣସି ତଥ୍ୟ ନାହିଁ।