• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

kejriwal
ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେଜ୍ରିୱାଲ ସରକାରଙ୍କର ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ୭୨୦ଜଣଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଥିବାବେଳେ ୨୫ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ୧୨ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ଆଇସିୟୁରେ ରଖାଯାଇଥିବା ବେଳେ ୭ଜଣ ଭେଣ୍ଟିଲେଟରରେ ଅଛନ୍ତି।  କରୋନା ଦ୍ୱାରା...

mahareasrtra
କୋଭିଡ୍-୧୯: ଗୋଟିଏ ଦିନରେ ମହାରାଷ୍ଟ୍ରରେ ୨୫ ଜଣଙ୍କ ଜୀବନ ଗଲା: ମୃତ୍ୟୁ ସଂଖ୍ୟା ୯୭ ଛୁଇଁଲା

ମୁମ୍ବାଇ: କରୋନା ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୩ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗତକାଲି ହିଁ ମହାରାଷ୍ଟ୍ରରେ ୨୫ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ପୁନେରେ ୧୪ଜଣ,...

schin
କୋଭିଡ୍‌-୧୯ ମୁକାବିଲା ପାଇଁ ବିଏମ୍‌ସିକୁ ନିଜ ହୋଟେଲ୍‌ ଦେଲେ ବଲିଉଡ୍‌ ଷ୍ଟାର୍

ମୁମ୍ବାଇ: କୋଭିଡ୍‌-୧୯ ସହିତ ମୁକାବିଲା କରିବା ପାଇଁ ପ୍ରାୟ ସମସ୍ତେ ସରକାରଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବ୍ୟାବସାୟୀଙ୍କଠାରୁ ଆରମ୍ଭ କରି ନେତା, କ୍ରିକେଟର୍ ଓ ବଲିଉଡ୍‌ ସେଲିବ୍ରିଟି ନିଜ ନିଜର ସାଧ୍ୟମତେ ସହାୟତା କରୁଛନ୍ତି। ଏବେ ପୁଣି ଜଣେ ବଲିଉଡ୍‌ ଅଭିନେତା ସଚିନ ଯୋଶୀ ନିଜର ବିଳାସମୟ ହୋଟେଲ୍‌କୁ...

hindu
ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କଲେ ମୁସଲମାନ

ମୁମ୍ୱାଇ: ଦେଶରେ କରୋନା ଭାଇରସ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇର ବାନ୍ଦ୍ରା ସହରର ଗରିବ ନଗରରେ ଲୋକମାନେ ଏକ ମହାନ କାର୍ଯ୍ୟ କରିଛନ୍ତି। ଏକ ମୁସଲମାନ ବସ୍ତିରେ ଜଣେ ହିନ୍ଦୁ ବୃଦ୍ଧାଙ୍କ ମୃତ୍ୟୁ ପରେ ପଡୋଶୀ ମୁସଲମାନମାନେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି...

america
ନ୍ୟୁୟର୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ବଢ଼ିଲା କାହିଁକି?

ନ୍ୟୁୟର୍କ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାଇନାର ଉହାନ ସହରରୁ ଆସିଥିବା ଏହି ଭାଇରସ ଆମେରିକାରେ ୧୬ରୁ ଅଧିକ ଲୋକଙ୍କ ଜୀବନ ନେଲାଣି।  ଉହାନ ସହର ଅପେକ୍ଷା ଆମେରିକାର ନ୍ୟୁୟର୍କ ସହରରେ ଅଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ତେବେ କାହିଁକି...

akhya kumar
ଦିଲ୍‌ଦାର ଅକ୍ଷୟ; ମାସ୍କ ଓ ଟେଷ୍ଟିଂ କିଟ୍ କିଣିବା ପାଇଁ ବିଏମସିକୁ ଦେଲେ ଏତେ ଟଙ୍କା

ମୁମ୍ୱାଇ: କରୋନା ଭାଇରସ ମହାମାରୀରୁ ରକ୍ଷା କରିବା ପାଇଁ ସହଯୋଗର ହାତ ବଢ଼ାଉଛନ୍ତି ବଲିଉଡର କଳାକାରମାନେ। ଅକ୍ଷୟ କୁମାର ପିଏମ୍‌ କେୟାରସ୍‌ ପାଣ୍ଠିକୁ ପୂର୍ବରୁ ୨୫ କୋଟି ଟଙ୍କା ଦେଇସାରିଛନ୍ତି। ବର୍ତ୍ତମାନ ଅକ୍ଷୟ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ୩ କୋଟି ଟଙ୍କା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଷୟ...

goat
କରୋନାକୁ ଡରି ଛେଳି ପିନ୍ଧିଲେ ମାସ୍କ

ହାଇଦ୍ରାବାଦ: ଆମେରିକାରେ ଗତ କିଛି ଦିନ ପୂର୍ବେ ‘ଜୁ’ରେ ଥିବା ଏକ ବାଘ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହି ଘଟଣା ପରେ ଲୋକମାନେ ପଶୁମାନଙ୍କର ଯନ୍ତ୍ରଣାଦାୟକ ଚିତ୍ର ସୋଶାଲ ମିଡିଆରେ ସେୟାର କରିବା ସହ କହିଥିଲେ- ‘ଆମେ ତ କିଛି ଦିନ ହେବ ଲକ୍‌ଡାଉନ୍‌ରେ ରହିଛୁ, କିନ୍ତୁ...

amitab bacgahn
କରୋନା ଲକ୍‌ଡାଉନ୍‌; ଗରିବଙ୍କୁ ଖାଇବାକୁ ଦେଲେ ବିଗ୍‌ ବି

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗରିବ, ଦିନ ମଜୁରିଆ, ଶ୍ରମିକ ଶ୍ରଣୀର ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କରୋନା ଯୁଦ୍ଧ ସମୟରେ ବଲିଉଡର ମେଗାଷ୍ଟାର Big B...

pand
ବିନା ଖର୍ଚ୍ଚରେ ମାତ୍ର ୫ ମିନିଟ୍‌ରେ ପାନ୍‌କାର୍ଡ ବନାନ୍ତୁ

ଭୁବନେଶ୍ୱର: ଆୟକର ବିଭାଗ ପାନ୍‌ କାର୍ଡ ବନାଇବା ଏବେ ଖୁବ୍ ସହଜ କରିଦେଇଛି। ପୂର୍ବରୁ ପାନ୍‌ କାର୍ଡ ବନାଇବା ପାଇଁ ୧୫୦ ଟଙ୍କା ଦେବା ସହିତ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଏହା ଏବେ ଖୁବ୍‌ ସହଜ ଓ ମାଗଣା ମଧ୍ୟ ହୋଇଯାଇଛି। କେବଳ ୫ ମିନିଟ୍‌ରେ ଆପଣ...

ipl
କୋଭିଡ୍‌-୧୯ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା ଏହି ଆଇପିଏଲ୍‌ ଟିମ୍‌

ନୂଆଦିଲ୍ଲୀ: ପୂରା ବିଶ୍ୱକୁ ଚିନ୍ତିତ କରିଥିବା କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ସନରାଇଜର୍ସ ହାଇଦ୍ରାବାସ ଆଗକୁ ଆସିଛି। ସନରାଇଜର୍ସ ହାଇଦ୍ରବାଦର ମାଲିକାନାସତ୍ୱ ସନ୍ ଟିଭି ଗୁରୁବାର କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୧୦ କୋଟି ଟଙ୍କାର ଦାନ କରିବାକୁ ଘୋଷଣା...

Cricket-bat-and-ball
କର୍ଫ୍ୟୁ ବେଳେ କାର୍ ଚଳାଇ ଫାଇନ୍‌ ଦେଲେ ଟିମ୍‌ ଇଣ୍ଡିଆର ଏହି କ୍ରିକେଟର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କେଉଁଠାରେ ଲକଡାଉନ୍ ତ କେଉଁଠାରେ କର୍ଫ୍ୟୁ ଲଗାଯାଇଛି। ଅତି ଆବଶ୍ୟକ କାମ ନଥିଲେ ବାହରକୁ ଯିବାକୁ ମନା କରାଯାଇଛି। ଏଭଳି ସମୟରେ  କାର୍ ଚଳାଇ ବଜାର ଯିବା ଜଣେ କ୍ରିକେଟର୍‌ଙ୍କୁ ମହଙ୍ଗା ପଡ଼ିଛି। ସେହି କ୍ରିକେଟର୍ ହେଲେ ହିମାଚଳ ପ୍ରଦେଶର କ୍ରିକେଟର ଋଷି ଧୱନ। ...

team-india
ଲକ୍‌ଡାଉନ୍‌ ପାଇଁ ଘରେଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଉପରେ ନଜର୍‌ ରଖିବ ଏହି ଆପ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ ନିଜ ନିଜର ଘରେ ଅଛନ୍ତି। ଯେହେତୁ ଏବେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ନାହିଁ, ତେଣୁ ପ୍ରତି ଖେଳାଳିମାନଙ୍କ ଫିଟନେସ୍ ଉପରେ ଖାସ୍ ନଜର...

locksnoq
ହାଇକୋର୍ଟ କହିଲେ, ଲକ୍‌ଡାଉନବେଳେ ଗାଡ଼ି ଜବତ କରିପାରିବନି ପୋଲିସ୍‌

କଟକ: କରୋନା ଲକ୍‌ଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ। ପୋଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଫେରାଇ ଦେବାକୁ କୋର୍ଟ କହିଛନ୍ତି। ଏହାସହ କୋର୍ଟ କହିଛନ୍ତି ଯେ, ସରକାର...

save from
ଗଣମାଧ୍ୟମକୁ ପାଠ ପଢ଼ାଇଲେ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ

ଭୁବନେଶ୍ୱର: ଖବର ପରିବେଷଣ ଓ ତଥ୍ୟ ଜାଣିବା ସଂପର୍କରେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, କରୋନା କ୍ରିକେଟ ମ୍ୟାଚ୍ ନୁହେଁ। ଦିନିକିଆ କିମ୍ବା ଆଇପିଏଲ୍ ମ୍ୟାଚ୍ ନୁହେଁ। ଇୟେ କ୍ରିକେଟ୍ ନୁହେଁ, କୋଭିଡ୍‌ର ଖେଳର...

mask-s
ମାସ୍କ ନ ପିନ୍ଧିଲେ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍

ଭୁବନେଶ୍ୱର: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଘରୁ ବାହାରିବା କ୍ଷଣି ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ନିୟମ ଉଲ୍ଲଂଘନକାରୀଙ୍କୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ। କିଛି ଜିଲ୍ଲାରେ ତ ନୋ ମାସ୍କ, ନୋ ରାସନ୍ ପାଇଁ ବି...