ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଯୋଗୁ ସମସ୍ତ ଅନର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ସ୍ଥଗିତ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଆଗାମୀ ଜୁନ୍ ମାସ ଯାଏ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦେଇଛି। ଜୁନ୍ ମାସ ଭିତରେ ଦୁଇଟି ଏଫଆଇଏଚ୍ ପ୍ରୋ ଲିଗ୍, ସିନିୟର୍ ପୁରୁଷ ଟିମ୍, ଜୁନିୟର ପୁରୁଷ...
ମୁମ୍ବାଇ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ କ୍ରୀଡ଼ାଜଗତ ଏକଜୁଟ୍ ହୋଇଛି। ଏଥିରେ ଏବେ ଆଗକୁ ଆସିଛନ୍ତି ଭାରତର ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର। ୭୦ ବର୍ଷୀୟ କିମ୍ବଦନ୍ତୀ କ୍ରିକେଟର୍ ଗାଭାସ୍କର କୋଭିଡ୍-୧୯ ମହାମାରୀ ଲଢ଼େଇ ପାଇଁ ୫୯ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଛନ୍ତି। ଗାଭାସ୍କର ପିଏମ୍...
ଗୁଆହାଟୀ: ଆସାମରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅମିନୁଲ ଇସଲାମ୍ ନାମକ ଏହି ବିଧାୟକ ଜଣକ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଡିଟେନ୍ସନ୍ ସେଣ୍ଟରଠାରୁ ଆହୁରି କଦର୍ଯ୍ୟ ବୋଲି କହିଥିଲେ। ଏହାକୁ ସେ ବିପଜ୍ଜନକୁ କହିଥିବା ମଧ୍ୟ ଅଭିଯୋଗ ହୋଇଛି।...
କୋଲକାତା: କେଶ୍ ହାରିବା ପରେ ଜଜ୍ଙ୍କ ଉପରେ ରାଗି ଗଲେ ଓକିଲ। ଅଭିଶାପ ବି ଦେଲେ। କି ଅଭିଶାପ ଜାଣନ୍ତି। ଓକିଲେ କହିଲେ ଆପଣଙ୍କୁ କରୋନା ହେଇଯାଉ। ମହାମାରୀ କରୋନା ପଶ୍ଚିମବଙ୍ଗରେ ଅଭିଶାପର ରୂପ ନେଇଛି। କେଶ୍ ହାରିବାର ରାଗରେ କୋଲକାତା ହାଇକୋର୍ଟର ଜଣେ ଓକିଲ ଜଜ୍ଙ୍କୁ ଏପରି...
ନୂଆଦିଲ୍ଲୀ: ଦେଶରେ ଉଦ୍ବେଗଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍...
ଭୁବନେଶ୍ୱର: କରୋନାର କରାଳ ଛାୟା ମାଡ଼ିଯାଇଛି ସାରା ବିଶ୍ୱକୁ। ସବୁଠି ଆଶା ଆଶଙ୍କାର କଳାବାଦଲ ଛାଇ ଯାଇଛି। ହେଲେ ସେହି ଆଶଙ୍କାର ଅନ୍ଧାର ଭିତରେ ଆଲୁଅ ଦେଖାଉଛନ୍ତି ଦ୍ୱିତୀୟ ଈଶ୍ୱର। କରୋନା ବିରୋଧୀ ମହାଯୁଦ୍ଧରେ ସୈନିକ ସାଜି ଲଢ଼େଇ କରୁଛନ୍ତି ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀ। ଭୁବନେଶ୍ୱର ସମ୍...
ଭୁବନେଶ୍ୱର: ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ପୂର୍ବରୁ ୨୮ ଜଣ ୧୦୪ ଜରିଆରେ ରେଜିଷ୍ଟ୍ରେସନ କରିଥିଲେ. ହେଲେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଉ ୪୨ ଜଣ ରେଜିଷ୍ଟ୍ରେସନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ...
ଭୁବନେଶ୍ୱର: କରୋନାରେ ଆଜି ଗୋଟିଏ ଦିନରେ ବିଶ୍ୱରେ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏହାପରେ ମୃତ୍ୟୁ ସଂଖ୍ୟା ଆଜି ୭୬ ହଜାର ପାର କରିଛି। ବିଶ୍ୱର ୨୦୯ ଦେଶ ଏବେ କରୋନା କବଳିତ। ସବୁଠୁ ଉଦବେଗଜନକ ସ୍ଥିତ ଏବେ ଆମେରିକାରେ ଦେଖିବାକୁ ମିଳୁଛି। ଆମେରିକା ବର୍ତ୍ତମାନ କରୋନା...
ଭୁବନେଶ୍ୱର: କରୋନା ଭାଇରସ୍ ଆରମ୍ଭରୁ ମାସ୍କ ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ଆସୁସ୍ଥ ଲୋକମାନେ କିମ୍ବା କରୋନା ଲକ୍ଷଣ ଥିବା ଲୋକ ବା ତାଙ୍କ ଚିକିତ୍ସା ତାଙ୍କ ଦେଖାରେଖା କରୁଥିବା ଲୋକମାନେ ହିଁ ମାସ୍କ ପିନ୍ଧିବା ଦରକାର। କିନ୍ତୁ ବର୍ତ୍ତମାନ ମାସ୍କ ପିନ୍ଧିବାକୁ ନେଇ...
ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟ ରୋଗୀଙ୍କୁ ଚିକିତ୍ସା କରିବେନି। କୋଭିଡ୍ ହସ୍ପିଟାଲ ଘୋଷିତ ହୋଇନଥିବା ଘରୋଇ ଡାକ୍ତରଖାନାରେ ହୋଇପାରିବନି ଆକ୍ରାନ୍ତଙ୍କ ଚିକିତ୍ସା। ଆଜି ପ୍ରେସମିଟ୍ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଏହାସହ ସେ କହିଛନ୍ତି ଯେ, କରୋନା ରୋଗୀମାନେ...