• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

kovid
ଭଦ୍ରକରେ ଉଦ୍‌ଘାଟନ ହେଲା ପ୍ରଥମ କୋଭିଡ-୧୯ ହସ୍ପିଟାଲ; ଗଞ୍ଜାମରେ ରାସ୍ତା ଜଗିଲା ସିସିଟିଭି

ଭଦ୍ରକ/ଗଞ୍ଜାମ: ଉଦ୍‌ଘାଟନ ହେଲା ଭଦ୍ରକରେ ପ୍ରଥମ କୋଭିଡ-୧୯ ହସ୍ପିଟାଲ। ସହରର ମୋଟେଲ ଛକ ଠାରେ ଥିବା ସାଳନ୍ଦୀ ହସ୍ପିଟାଲରେ ଜିଲ୍ଲାର ପ୍ରଥମ କୋଭିଡ-୧୯ ହସ୍ପିଟାଲ ଉଦ୍‌ଘାଟନ ହୋଇଛି। କୋଭିଡ୍ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪ଟି ଆଇସିୟୁ ରହିଛି। ଏହି ସୂଚନା ଦେଇଛନ୍ତି ଭଦ୍ରକ...

salk
ସୁନ୍ଦରଗଡ଼ ବିଶ୍ରା ବ୍ଲକର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ସୁନ୍ଦରଗଡ଼: ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟଟ୍ରେସିଂ ଲାଗି...

KENDRAPARA
କେନ୍ଦ୍ରାପଡ଼ାରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା : ଗତକାଲି ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ମହିଳା। ସେ ରାଜନଗର ଅଞ୍ଚଳର...

HYDROXY
ବିପଦରେ ବନ୍ଧୁ ଭାରତ: କେଉଁ ଦେଶକୁ କେତେ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଟାବ୍‌ଲେଟ୍‌ ଯୋଗାଇଲା ପଢ଼ନ୍ତୁ

ନୂଆଦିଲ୍ଲୀ: ଏବେ ବିଶ୍ୱ ପାଇଁ ସାହାଯ୍ୟ ଓ ସାହାରାର ଏକମାତ୍ର ଉତ୍ସ ହେଉଛି ଭାରତ। ମହାମାରୀ କରୋନା ପରେ ସାରା ବିଶ୍ୱକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୧୩ଟି ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ପ୍ରଦାନ କରାଯାଇଛି। ତେବେ ପ୍ରଥମେ ଆମେରିକାକୁ ଦିଆଯାଇଛି। ଆଉ ଏହା ଏବେ ଆମେରିକାରେ...

CORONA
ବିଶ୍ୱରେ କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଲା

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ସାରା ବିଶ୍ୱରେ ମୃତ୍ୟୁର ଭାଇରସ ସାଜି ହଜାର ହଜାର ମୁଣ୍ଡ ନେଉଛି କରୋନା। ବର୍ତ୍ତମାନ ସୁଧା ବିଶ୍ୱର ୨୧୦ ଦେଶରେ ତାଣ୍ଡବ ରଚୁଛି ଏହି କୋଭିଡ୍ ୧୯। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଛି। କରୋନାରେ ସବୁଠୁ ବେଶୀ ପ୍ରଭାବିତ...

otv-l
ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଆଜି ସକାଳ ସୁଦ୍ଧା ଦେଶରେ ୭ ହଜାର ୩୬୭ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭୧୬ଜଣ ସୁସ୍ଥ ହୋଇଛନ୍ତି। ତେବେ ୨୭୩ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୯...

farming
ଜରୁରୀ ସେବା ଶ୍ରେଣୀରେ ସାମିଲ ହେଲା କୃଷି ଓ ସମବାୟ ସମେତ ଅନ୍ୟ ୫ ବିଭାଗ

ଭୁବନେଶ୍ୱର: ଜରୁରୀ ସେବା ଶ୍ରେଣୀରେ ସାମିଲ ହେଲା କୃଷି ଓ ସମବାୟ ସମେତ ଆଉ ୫ ବିଭାଗ। କଟକ ଏବଂ ଭୁବନେଶ୍ୱରରେ ଥିବା ଏହି ବିଭାଗଗୁଡ଼ିକର ଅଫିସ ୫୦ ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନେଇ କାମ କରିବେ। ସେହିପରି କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକର ପରିଚାଳନା ସଂପର୍କରେ ନିଷ୍ପତ୍ତି ନେବେ ପ୍ରଶାସନିକ...

online
ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠ ପଢ଼ାର ପ୍ରୟାସ ଆରମ୍ଭ କଲା ୟୁଜିସି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ କିପରି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ସେ ନେଇ ପ୍ରୟାସ ଆରମ୍ଭ କରିଛି ୟୁଜିସି। ଏନେଇ ଦେଶର ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ୟୁଜିସି ଚେୟାରମ୍ୟାନ୍ ଡିପି ସିଂହ। ଲକ୍‌ଡାଉନ୍ ସମୟରେ ପିଲାଙ୍କୁ କିପରି ଅନଲାଇନ୍‌ରେ ପାଠପଢ଼ା ହେବ...

covid
ରାଜ୍ୟରେ ଆଉ ଏକ ଜିଲ୍ଲାକୁ ବ୍ୟାପିଲା କରୋନା ଭାଇରସ୍‌: ସୁନ୍ଦରଗଡ଼ରେ ଦୁଇ ଚିହ୍ନଟ

ରାଉରକେଲା (ପବନ ତିୱାରୀ): ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

mamta
ଲକଡାଉନ ମାନୁନାହାନ୍ତି ମମତା ସରକାର: କେନ୍ଦ୍ର ସରକାରଙ୍କର କଡ଼ା ଚେତାବନୀ

କୋଲକାତା: ଦେଶବ୍ୟାପୀ ଲକଡାଉନ ପାଳନ ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ ଲାଇନ ପାଳନ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି। ପରିବା ବଜାର, ମାଛ ଓ ମାଂସ ହାଟ, ଫୁଲ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ...

fire
ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା ଘଟଣାରେ ୮୧ଙ୍କୁ ଗିରଫ କଲା ଗୁଜରାଟ ପୁଲିସ

ଗାନ୍ଧିନଗର: ଗୁଜରାଟ ସୁରତ ସହରରେ ପ୍ରବାସୀ ଓଡ଼ିଆଙ୍କ ପୋଡ଼ାଜଳା ଘଟଣାରେ ୮୧ ଜଣ ଶ୍ରମିକଙ୍କୁ ଗିରଫ କରିଛି ଗୁଜରାଟ୍ ପୋଲିସ। ଗୁଜରାଟର ସରଥାଣା ଥାନା ଅଞ୍ଚଳର ଡାଇମଣ୍ଡ ନଗରୀରେ ରହୁଥିବା ଓଡ଼ିଆ କାରୀଗରମାନେ ପୋଲିସ ଉପରକୁ ପଥର ମାଡ଼ କରିବା ସହ ୧୦ରୁ ଅଧିକ ପରିବା ଟ୍ରକରେ ନିଆଁ...

TV
ସମସ୍ତ ବୈଦୁତିକ ଗଣମାଧ୍ୟମ ଖବର ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମହାମାରୀ ସମୟରେ ସମସ୍ତ ଇଲେକଟ୍ରୋନିକ ଗଣମାଧ୍ୟମ ସେମାନଙ୍କ ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଛି। ଏଥି ସହିତ ସବୁ DTH ଏବଂ କେବୁଲ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସେମାନଙ୍କ ନିରନ୍ତର ସେବା ଜାରି ରଖିବାକୁ ମନ୍ତ୍ରାଳୟ ପକ୍ଷରୁ...

health
ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି

ନୂଆଦିଲ୍ଲୀ: ଦେଶରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୋଲିସ କମିଶନରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।...

Naveen-Modiiiii
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୩ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସ୍ଥିତି ନେଇ ଗତକାଲି ଭିଡିଓ କନ୍‌ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଅଧିକାଂଶ ରାଜ୍ୟ ଲକ୍‌ଡାଉନ୍ ଅବଧି ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଆଉ ଏ ଉପରେ କେନ୍ଦ୍ର ସରକାର ବିଚାର...

wasni
ବିଶ୍ୱର ଶ୍ରେଷ୍ଠ ବୋଲର କିଏ ?

ମେଲବର୍ଣ୍ଣ: ବିଶ୍ୱର ଦୁଇ ଶ୍ରେଷ୍ଠ ଅପସ୍ପିନର ହେଉଛନ୍ତି ଟିମ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ଓ ଅଷ୍ଟ୍ରେଲିଆର ନେଥନ ଲାୟନ। ଏମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ଅପସ୍ପିନର କିଏ? ଏହାର ଉତ୍ତର ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ। ସେ କହିଛନ୍ତି, ଅଶ୍ୱିନ ନିଶ୍ଚିତ ଭାବେ ଜଣେ ଭଲ ବୋଲର।...