• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

yogi
ଯୋଗୀ ସରକାରଙ୍କ କଡା ନିଷ୍ପତ୍ତି: ପୋଲିସକୁ ଆକ୍ରମଣ କଲେ ଲାଗିବ ଏନ୍‌ଏସ୍‌ଏ

ଲକ୍ଷ୍ନୌ: କରୋନା ଭାଇରସକୁ ମାତ୍‌ ଦେବାପାଇଁ  ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ ଉପରେ ଆକ୍ରମଣ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି, ଏବେ ଯେଉଁମାନେ ପୋଲିସ ଉପରକୁ ଆକ୍ରମଣ...

amitab
କରୋନାକୁ ଓଲଟା ପଢ଼ିବାକୁ କହିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଭାଇରସ  ବିଷୟରେ ନିଜ ସୋସିଆଲ ମିଡିଆରେ ଏକ ଟ୍ୱିଟ କରିଛନ୍ତି। ବିଗ୍ ବି ବାରମ୍ୱାର ମହାମାରୀ କରୋନା ଭାଇରସ ବିଷୟରେ ଲୋକମାନଙ୍କୁ ସଚେତନ କରିବାପାଇଁ ନିଜ ଟ୍ୱିଟ୍‌ରରେ ବିଭିନ୍ନ ତଥ୍ୟ ପୋଷ୍ଟ କରୁଛନ୍ତି। ଏବେ ବଚ୍ଚନ ଟ୍ୱିଟରେ ତାଙ୍କର ବ୍ଳାକ...

aiims
ଡାକ୍ତର ଓ ତାଙ୍କର ଗର୍ଭବତୀ ପତ୍ନୀ କରୋନା ଆକ୍ରାନ୍ତ

ଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ଗୁରୁବାର ଦିନ ଦିଲ୍ଲୀ ଏମ୍ସର ଜଣେ କାର୍ଯ୍ୟରତ ଡାକ୍ତର କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ଏବେ ତାଙ୍କର ଗର୍ଭବତୀ ପତ୍ନୀଙ୍କର  କରୋନା ପଜିଟିଭ ଥିବା ଜଣାପଡ଼ିଛି। ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଦିଲ୍ଲୀ ଏମ୍ସରେ...

corona
କରୋନା ଅପ୍‌ଡେଟ୍‌: ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ୧୫ ଜଣଙ୍କ ଜୀବନ ନେଲା କରୋନା। ନିଜାମୁଦ୍ଦିନ ଧର୍ମସଭା ପରେ ଦେଶରେ ଭୟଙ୍କର ରୂପ ଧାରଣ କରୁଥିବା କରୋନାରେ ଏବେ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ସହ କରୋନା ମୃତ୍ୟୁ...

relkion
କରୋନା ମୁକାବିଲା ପାଇଁ ଏହିସବୁ ପଦକ୍ଷେପ ନେଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍

ଭୁବନେଶ୍ୱର/ମୁମ୍ବାଇ: କରୋନା ଭୂତାଣୁ ବିରୋଧ ଲଢ଼େଇରେ ସାମିଲ୍ ହେବାକୁ ସହାୟତା ହାତ ବଢ଼ାଇଛି ରିଲାୟଏନ୍ସ ଇଣ୍ଡଷ୍ଟ୍ରିଜ୍। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାରସ‌୍‍ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପିଏମ କେୟାର ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିବା...

jio
ସୂର୍ଯ୍ୟନଗର ଅଞ୍ଚଳବାସୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ସୂର୍ଯ୍ୟନଗର ଅଞ୍ଚଳରୁ କୋରନା ସଂକ୍ରମିତ ଚିହ୍ନଟ ପରେ ପୂରା ସୂର୍ଯ୍ୟନଗର ଅଞ୍ଚଳବାସୀ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ସୂର୍ଯ୍ୟନଗର କୌଣସି ବାସିନ୍ଦାକୁ ବାହାରକୁ ଛଡ଼ା ଯିବନି। ସେହିଭଳି ବାହାର ଲୋକଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। ସଂପୃକ୍ତ ଅଞ୍ଚଳର...

pm
ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବନିମ୍ନ ଜୀବନହାନି ଦେଶର ମୂଳ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ଲକ୍ ଡାଉନ୍‌ରେ ସହଯୋଗ ନେଇ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ କିଛି ରାଷ୍ଟ୍ରରେ ପୁଣି ସଂକ୍ରମଣ ଫେରିବା ଆଶଙ୍କା ଥିବା ମୋଦି କହିଛନ୍ତି। ଆଗାମୀ କିଛି ସପ୍ତାହ...

bmv
ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ବିଏମ୍‌ସି

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କହିଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ତାଙ୍କ ଘର ସୂର୍ଯ୍ୟନଗର ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।...

ୱୋଉମପଗ
ରାଜ୍ୟରେ କେମିତି ଅଛି କରୋନା ସ୍ଥିତି, ଜାଣନ୍ତୁ ପୂରା ତଥ୍ୟ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କରୋନା ସ୍ଥିତି ସୂଚିତ କଲାବେଳେ ଏଭଳି ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ। ରାଜ୍ୟରେ ଏଯାବତ ୯ଶହ ସାମ୍ପଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୫ ପଜିଟିଭ...

lo
‘କରୋନା ଲକ୍ଷଣ ଦେଖାଦେଲେ ହସ୍‌ପିଟାଲ୍ ନ ଯାଇ ୧୦୪କୁ ଫୋନ୍ କରନ୍ତୁ’

ଭୁବନେଶ୍ୱର: କରୋନାର କିଛି ଯଦି ଲକ୍ଷଣ ଦେଖୁଛନ୍ତି ତାହେଲେ ନିଜେ ହସ୍ପିଟାଲ ଯାଅନି। ନିଜେ ନିଜେ ହସ୍ପିଟାଲକୁ ଯାଇ ଅନ୍ୟମାନଙ୍କୁ ବିପଦରେ ପକାନ୍ତୁନି। ଏନେଇ ସୂଚନା ଦେଇଛନ୍ତି ଏନଏଚ୍ଏମ୍  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ଯେଉଁ ବ୍ୟକ୍ତି ବିଦେଶରୁ କିମ୍ବା ଅନ୍ୟ ରାଜ୍ୟରୁ ଫେରିଥିବେ ସେମାନେ ୧୪ ଦିନ ଘରେ...

corona
ଦିଲ୍ଲୀ ଏମ୍ସ ଡାକ୍ତରଙ୍କୁ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ତେବେ ଚିନ୍ତାର ବିଷୟ ହେଉଛି ପୂର୍ବରୁ ସେ କେଉଁ ଆଡ଼େ ଯାଇନଥିଲେ। ଅର୍ଥାତ ଚିକିତ୍ସା ସମୟରେ ଏପରି ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସେ ମାନସିକ ରୋଗ ଚିକିତ୍ସକ।...

corona-vurus
କରୋନା ଟେଷ୍ଟରେ ସହଯୋଗ କରୁନାହାନ୍ତି ମରକଜ୍ ନିଜାମୁଦ୍ଦିନ ଲୋକେ

ନୂଆଦିଲ୍ଲୀ: ଚିକିତ୍ସାରେ ସହଯୋଗ କରୁନାହନ୍ତି ମରକଜ୍ ନିଜାମୁଦ୍ଦିନ୍ ଲୋକେ। କରୋନା ଲକ୍ଷଣ ଦେଖାଦେବା ପରେ ମେଡିକାଲ୍‌ରେ ଭର୍ତ୍ତି ହେବା ହୋଇଥିଲେ। ଡାକ୍ତର ଯାଞ୍ଚ କରିବାରୁ ସେମାନେ ମନା କରୁଛନ୍ତି। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଲୋକନାୟକ ଜୟପ୍ରକାଶ ନାରାୟଣ LNJPN ହସ୍ପିଟାଲ୍ ଅଧ୍ୟକ୍ଷ। ଏଲ୍‌ଏନ୍‌ଜେପି ହସ୍‌ପିଟାଲ୍‌ ନିର୍ଦ୍ଦେଶକ...

postal
ପୋଷ୍ଟ ଅଫିସ୍‌ରେ ଟଙ୍କା ଉଠାଇପାରିବେ ଅନ୍ୟ ବ୍ୟାଙ୍କ ଖାତାଧାରୀ

ଭୁବନେଶ୍ୱର: ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା। କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ...

nijmaudiin
ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ଯାଇଥିଲେ ୧୩

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓଟିଭିକୁ କହିଛନ୍ତି। ସେଠାରେ ୧୦ ଜଣ ରହିଥିବା ବେଳେ ଏଠାକୁ ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ଗତକାଲି ଏମ୍ସକୁ...

train333
ସ୍ୱାସ୍ଥ୍ୟସେବାରେ ଚୀନ ସହିତ ସମାନ ହେବ ଭାରତ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ସଂକ୍ରମିତ ଲୋକଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡ ଶୀଘ୍ର ତିଆରି କରାଯାଉଛି। ଟ୍ରେନ୍‌ର ବଗିରେ ଲକ୍ଷେ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ନିର୍ମାଣ କରାଯିବ। ଏହା ପୂର୍ବରୁ ମଧ୍ୟ ଅନେକ ଡାକ୍ତରଖାନା ତିଆରି ସରିଛି ଓ...