• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

crorona
କୋଭିଡ୍‌-୧୯ର ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଆଜିଠାରୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ହେଲ୍‌ପରଙ୍କୁ ଗୋଟିଏ ୟୁନିଟ କରାଯାଇଛି।...

nabakishare das
ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ହଜାରେ ସାମ୍ପଲ୍ ଟେଷ୍ଟ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ରୁ ବ୍ରହ୍ମପୁର ମେଡିକାଲ କଲେଜ, ୧୫ରୁ ଭିମସାର ଓ ୧୭ରୁ ରାଉରକେଲା ଆଇଜିଏଚ୍‌ରେ ରକ୍ତ ନମୁନା ପରୀକ୍ଷା କରାଯିବ। ରାଜ୍ୟ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳ ବୈଠକରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ...

ramayan
ରାମାୟଣରେ ଅଭିନୟ କରୁଥିବା ସୁଗ୍ରୀବଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଶ୍ୟାମ କଲାନୀଙ୍କ ଦେହାନ୍ତ ହୋଇଛି। ଏପ୍ରିଲ୍ ୬ତାରିଖରେ ତାଙ୍କର ପଞ୍ଚକୁଲା ନିକଟ କାଲକାରେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। Very sad and sorry to...

docoter
କରୋନା ଭୟ; ଡାକ୍ତରଙ୍କୁ ପିଟିଲେ ପଡୋଶୀ

ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ଚାଲିଥିବା କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ହେଉଛନ୍ତି ଡାକ୍ତର। ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ପୁରସ୍କୃତ ତ କରାଯାଉନି। ବରଂ ଅନେକ ଜାଗାରେ ସେମାନଙ୍କୁ ଅପମାନିତ କରାଯାଉଛି, ଆକ୍ରମଣ କରାଯାଉଛି। ଏମିତି ଏକ...

up
କରୋନା ଯୁଦ୍ଧରେ ଜିତିଲେ ୭୦ ବର୍ଷର ବୃଦ୍ଧା

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କିନ୍ତୁ ଏହି ସମୟରେ ୟୁପିରୁ ଏକ ଖୁସି ଖବର ଆସିଛି। ପିଲିଭିତ୍‌ ଜିଲ୍ଲାରେ ୭୦ ବର୍ଷର ବୃଦ୍ଧା କିଲର କରୋନା କବଳରୁ ଜିତିଛନ୍ତି। ମହିଳା ଜଣକ କରୋନାରେ ପଜିଟିଭ୍‌ ବୋଲି ଜଣାପଡିଥିଲେ। କିନ୍ତୁ  ଚିକିତ୍ସା ପରେ ଏବେ...

doctor
କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର

ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ଆୟୁର୍ବେଦିକ ଓ ହୋମିଓପାଥି...

mask
କାଲିଠୁ ମାସ୍କ ବାଧ୍ୟତାମୂଳକ: ଏମାନଙ୍କୁ ମାସ୍କ ଲଗାଇବା ମନା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ...

CORONA
ବିଶ୍ୱବ୍ୟାପୀ କୋଭିଡ୍-୧୯ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଲା: ଆମେରିକା ସମେତ ବିଭିନ୍ନ ଦେଶର ସ୍ଥିତି ଏମିତି

ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଛିା ମୋଟ ସଂକ୍ରମଣ ସଂଖ୍ୟା ସାଢ଼େ ୧୪ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶ୍ୱର ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ତେବେ ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ସ୍ଥିତି ଦିନକୁ ଦିନ ଉଦବେଗଜନକ...

ge
ସତ୍ୟନଗର ସସ୍‌ପେନ୍ସ: ଦ୍ୱନ୍ଦ୍ୱ ଦୂର ପାଇଁ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ସତ୍ୟନଗରରେ ହଠାତ୍ କୁଆଡୁ ଆସିଲେ ଚାରି କୋଭିଡ୍‌-୧୯ ଆକ୍ରାନ୍ତ। ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ସୂର୍ଯ୍ୟନଗର ପରେ ବମିଖାଲ, ଯଦୁପୁର-ବେଗୁନିଆ, ସୁନ୍ଦରପଦା, ଆଉ ଏବେ କରୋନା ପାଇଁ ରାଜଧାନୀ ଭୁବନେଶ୍ୱରର ଆଉ ଏକ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ସରକାର ସତ୍ୟନଗର ନା ଘୋଷଣା କରିଥିଲେ।...

save
ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘର ଚେତାବନୀ: ମାସ୍କ ନପିନ୍ଧିଲେ ମିଳିବନି ରାସନ୍

ବ୍ରହ୍ମପୁର: ମାସ୍କ ନପିନ୍ଧିଲେ ମିଳିବନି ରାସନ୍। ନୋ ମାସ୍କ, ନୋ ରାସନ୍, ଏଭଳି ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛନ୍ତି ବ୍ରହ୍ମପୁର ଦେଶୀ ବେହେରା ମାର୍କେଟ ସଂଘ। ବଡ଼ ବଜାରରେ ଥିବା ଏହି ମାର୍କେଟ ସଂଘ ପକ୍ଷରୁ ଏବେ ଲୋକଙ୍କ ପାଇଁ ଏଭଳି ନିୟମ ଲାଗୁ କରାଯାଇଛି। ମାର୍କେଟରେ...

vopal
ନବଜାତ ଶିଶୁର ନାଁ ‘ଲକ୍‌ଡାଉନ୍‌’

ଭୋପାଲ: ମଧ୍ୟପ୍ରଦେଶର ଶୋୟପୁର ଜିଲ୍ଲାର ଆଦିବାସୀ ବିକାଶ ଅଞ୍ଚଳରେ କରାହଲର ବଛେରୀ ଗ୍ରାମରେ ସୋମବାର ଜନ୍ମ ହୋଇଥିବା ଏକ ଶିଶୁକୁ ତାଙ୍କ ପିତାମାତା ‘ଲକଡାଉନ୍’ ନାମରେ ନାମିତ କରିଛନ୍ତି। ସେ କହିଛନ୍ତି ଯେ କରୋନା ଭାଇରସ ମହାମାରୀରକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ମନେରଖିବା ପାଇଁ...

dhramendra pradhan
ଘରେ ରହି ନିଜ ହାତରେ ମାସ୍କ ତିଆରି କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଝିଅ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀକୁ ନେଇ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଏପରି ପରିସ୍ଥିତିରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଛନ୍ତି, ତେଣୁ ସେମାନଙ୍କର ଯତ୍ନ ନେବା ପାଇଁ ମାସ୍କ ପ୍ରତି ଧ୍ୟାନ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଦେଶରେ ମାସ୍କର ଅଭାବ ନହେଉ...

yogi sarkar
ପୋଲିସ କର୍ମଚାରୀଙ୍କୁ ମିଳିବ ୫୦ଲକ୍ଷ ଟଙ୍କାର ବୀମା

ଲକ୍ଷ୍ନୌ: ମହାମାରୀର ରୂପ ନେଇଥିବା କରୋନା ଭାଇରସକୁ ଦୂର କରିବା ପାଇଁ ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁ କିଛି ଠପ୍‌ ହୋଇଯାଇଛି। ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ନିବେଦନ...

delhi police
ଟ୍ରାଫିକ୍ ଏଏସ୍‌ଆଇ କରୋନା ଆକ୍ରାନ୍ତ, ପରିବାର ହୋମ କ୍ୱାରେଣ୍ଟାଇନ୍‌ରେ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୭୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ସେମାନଙ୍କ ମଧ୍ୟରୁ ୩୩୩ଟି ମାମଲା ସହ ମରକଜ୍‌ ଜମାତି ସମ୍ପର୍କ ରହିଛି । ଏପରି ସମୟରେ  ଦିଲ୍ଲୀର ଜଣେ ଟ୍ରାଫିକ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମଧ୍ୟ କରୋନାରେ ପଜିଟିଭ୍...

pm modi
ଫ୍ୟାମିଲି ଭଳି ସର୍ଟ ଫିଲ୍ମକୁ ପିଏମ୍‌ଙ୍କ ପ୍ରଶଂସା

ଭୁବନେଶ୍ୱର: କରୋନା ଭାଇରସ୍ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ସରକାରଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ସହଯୋଗ କରୁଛନ୍ତି। ସୋନି ଟିଭି ଏକ ସର୍ଟ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛି ଯେଉଁଥିରେ ସାମାଜିକ ଦୂରତାର ବାର୍ତ୍ତା ଦିଆଯାଇଛି। ଏହି...

whatsp
ଗୁଜବ ପ୍ରଚାର ପାଇଁ ହ୍ୱାଟ୍ସଆପ୍‌ର କଟକଣା

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ରେ କରୋନା ଭାଇରସ୍ ସମ୍ପର୍କିତ ଗୁଜବ ପ୍ରଚାର ବହୁଳ ମାତ୍ରାରେ ହେଉଥିବାରୁ ଏଥିରେ କଟକଣା ଲଗାଇଛି କମ୍ପାନୀ।  ହ୍ୱାଟ୍ସଆପ ଫରୱାର୍ଡରେ କଟକଣା ଲାଗିଛି। ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ ଏହି ମେସେଞ୍ଜର ଆପ୍‌ର ୨ ବିଲିଅନ୍‌ ୟୁଜର ଅଛନ୍ତି। ଏହି ୟୁଜରଙ୍କ ମଧ୍ୟରେ ଗୁଜବ ପ୍ରଚାରିତ ହେବାକୁ...