• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

oitv
ରାଜ୍ୟରେ ଅଧିକ ପରିମାଣର କରୋନା ପରୀକ୍ଷା କରାଯିବ: ଅସହଯୋଗ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଅଧିକ ପରିମାଣର କରୋନା ପରୀକ୍ଷା କରାଯିବ। ବିଶେଷ କରି କଣ୍ଟେନ୍‌ମେଣ୍ଟ ଜୋନରେ ଏହି ପରୀକ୍ଷା ବ୍ୟାପକ ଭାବେ କରାଯିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ସାମ୍ପଲ ପରୀକ୍ଷା ବେଳେ ୯୦ ପ୍ରତିଶତ ଲୋକ ସହଯୋଗ କରୁଥିବା...

ns
ଘରବାହୁଡ଼ା ପାଇଁ ରେଳ ଷ୍ଟେସନ୍‌ରେ ଶ୍ରମିକଙ୍କ ଭିଡ଼: ମାନିଲେନି ଲକ୍‌ଡାଉନ୍‌

ମୁମ୍ବାଇ: ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍‌ ଭଳି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍‌ରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଅବଧି ସରିବା ପରେ ଘରକୁ ଫେରିବାକୁ ଆଶା ରଖିଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଆଜି ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନରେ ଭିଡ଼ ଜମାଇଛନ୍ତି। ଏମାନଙ୍କୁ...

ipl
ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଆଇପିଏଲ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଏଥର ଆଇପିଏଲ୍‌ ଖେଳ ହେବା ନେଇ ସନ୍ଦେହ ଉପୁଜିଛି। କାରଣ ଆଜି ପ୍ରଧାନମନ୍ତ୍ରୀ ମେ-୩କୁ ଲକ୍‌ଡାଉନ୍ ଘୁଞ୍ଚାଇ ଦେବା ପରେ ବିସିସିଆଇ ମଧ୍ୟ ଆଇପିଏଲ କାର୍ଯ୍ୟସୂଚୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ପୂର୍ବରୁ ଘୋଷଣା ହୋଇଥିବା ଲକ୍‌ଡାଉନ୍ ଅବଧି ଏପ୍ରିଲ ୧୪...

bisra
ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧି ଆଉ ୨ ଦିନ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ୪୮ ଘଣ୍ଟା ପାଇଁ ଅବଧି ବୃଦ୍ଧି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ବିଶ୍ରା ଅଞ୍ଚଳର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...

pm
ଭୁବନେଶ୍ୱର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭେରି ଗୁଡ୍‌ କହିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭାରତ ପେଟ୍ରୋଲିୟମ୍ ରିଟେଲ୍ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କର୍ମଚାରୀମାନେ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନ୍‌ଡୋଡ୍ କରିଥିବା ବିପିସିଆର୍ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା। ପ୍ରଧାନମନ୍ତ୍ରୀ ବିପିସିଆର୍ ଟ୍ୱିଟ୍‌କୁ ରିଟ୍ୱିଟ୍ କରି ଏହାକୁ ପ୍ରଶଂସା କରିବା ସହ ଭେରିଗୁଡ୍ ବୋଲି...

air-pid
କୋଭିଡ୍‌-୧୯ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁ ସେନା ତିଆରି କଲା ଏଇପି

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିର୍ମାଣ କଲା ଏୟାର ଇଭାକୁଏସନ୍ ପଡ୍‌(ଏଇପି) ବା ସ୍ୱତନ୍ତ୍ର ବାକ୍ସ। ଏହା ସାହାଯ୍ୟରେ କରୋନା ରୋଗୀଙ୍କୁ ଏୟାର ଲିଫ୍ଟ କରିହେବ। କୋଚିରେ ଥିବା ଭାରତୀୟ ନୌସେନା ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ଏହି ଏଇପି ସାହାଯ୍ୟରେ ଦୀପ ସମୂହ ଓ ଜାହାଜରେ ଫସି ରହିଥିବା...

amedakar
ସମାନତା ଓ ଜ୍ଞାନର ଅନ୍ୟ ନାମ ଆମ୍ବେଦକର

ମୁମ୍ୱାଇ: ଆଜି ହେଉଛି ଭାରତୀୟ ସମ୍ବିଧାନର ଲେଖକ ଡକ୍ଟର ଭୀମ୍‌ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ପ୍ରତିବର୍ଷ ଏପ୍ରିଲ୧୪ ତାରିଖକୁ ଆମ୍ବେଦକର ଜନ୍ମ ଜୟନ୍ତୀ ଭାବେ ପାଳନ କରାଯାଏ। ବାବା ସାହେବ ନାମରେ ଜଣାଶୁଣା ଭାରତ ରତ୍ନ ଆମ୍ୱେଦକର ତାଙ୍କ ଜୀବନସାରା ସମାନତା ପାଇଁ ସଂଘର୍ଷ କରିଥିଲେ। ଏହି କାରଣରୁ...

mann
ଲକ୍‌ଡାଉନ୍‌: ଭୋକ ବିକଳରେ ଖାଦ୍ୟ ପାଇଁ ମଣିଷ ଓ କୁକୁର ପ୍ରତିଯୋଗିତା

ଲକ୍ଷ୍ନୌ: କରୋନା ମହାମାରୀର ସାରା ବିଶ୍ୱକୁ ଦୋହଲେଇ ଦେଇଛି।  ପ୍ରତିଦିନ ହଜାର ହଜାର ମଣିଷଙ୍କର ଜୀବନ ଯାଉଛି। ଭାଇରସ୍‌କୁ ରୋକିବାକୁ ପାଇଁ ସବୁ ଏବେ ଘରେ ବନ୍ଦୀ। ସାରା ବିଶ୍ୱ ସମେତ ଭାରତରେ ବି ଲକ୍‌ଡାଉନ୍‌ ଜାରି ରହିଛି। ଅତି ଜରୁରୀ କାମ ନଥିଲେ କେହି ଘରୁ ବାହାରକୁ...

horce
ସର୍କସରୁ ଖସି ପଳାଇଲେ ଘୋଡା ଓ ଜ୍ରେବା, ଆଉ ତା’ ପରେ....

ପ୍ୟାରିସ: ପ୍ୟାରିସରେ ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ପ୍ୟାରିସର ଏକ ସର୍କସରୁ ଜେବ୍ରା ଏବଂ ଦୁଇଟି ଘୋଡା ଖସିଯାଇ ବାହାରକୁ ଚାଲି ଆସିଥିଲେ। ଏମାନେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଲୋକମାନେ...

kaj999999
କାଜୁ ଖାଆନ୍ତୁ, ମିଳିବ ଏହିସବୁ ରୋଗରୁ ଉପଶମ

ଭୁବନେଶ୍ୱର: ଡ୍ରାଏ ଫୁଡ୍‌ ବିଷୟରେ ଆଲୋଚନା କଲେ ପ୍ରଥମେ ମନକୁ ଆସିଥାଏ କାଜୁ । ସାଧାରଣତଃ କାଜୁକୁ ଆମେ ମିଠା, ଖୀରି ଏବଂ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟରେ ବ୍ୟବହାର କରିଥାଉ । କାଜୁ ଏମିତି ଏକ ଜିନିଷ, ଯେ କୌଣସି ଖାଦ୍ୟରେ ମିଶାଇଲେ ତା’ର ସ୍ୱାଦ ବଢ଼ି...

saharukhu
କରୋନା ଲଢେଇ ପାଇଁ ପୁଣି ସହାୟତାର ହାତ ବଢାଇଲେ କିଙ୍ଗ ଖାନ୍

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସବୁକିଛି ଠପ୍‌ ହୋଇଯାଇଛି। ଏହି ଅସୁବିଧା ସମୟରେ ବଲିଉଡର କିଙ୍ଗ୍‌ ଖାନ୍‌ ଶାହାରୁଖ ପୂର୍ବରୁ କରୋନାଭାଇରସ୍ ଲଢ଼େଇ ପାଇଁ ରିଲିଫ୍‌ ଫଣ୍ଡକୁ ଅର୍ଥରାଶି ଦାନ କରିବା ସହିତ ଅନେକ ସହାୟତା ଘୋଷଣା କରିଥିଲେ।...

bisuba sankranti
ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ଷ ସାରା ଓଡ଼ିଶାବାସୀ ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ଏନେଇ ମୋଦି ଟ୍ୱିଟ୍‌ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

joga dele kamare5555
କାର୍ଯ୍ୟରେ ଯୋଗଦେଲେ କେନ୍ଦ୍ରର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ସବୁକିଛି ଠପ୍‌ ହୋଇଯାଇଛି। ପ୍ରାୟ ମାସେ ପରେ ଆଜିଠୁ ନିଜ ନିଜ ମନ୍ତ୍ରାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ। ଅଫିସିଆଲ ଗାଡି ଥିବା ଅଧିକାରୀଙ୍କୁ ଆଜିଠୁ କାର୍ଯ୍ୟରେ ଯୋଗ...

delhi
ପ୍ରତ୍ୟେକ ଘରେ ‘ହାପିନେସ୍‌ କ୍ଲାସ’ ଆରମ୍ଭ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ୍ ଲାଗୁ କରାଯାଇଛି। ସମସ୍ତେ ଘରେ ରହିଛନ୍ତି। ଏହି ସମୟ ମଧ୍ୟରେ ପିଲାମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ‘ପ୍ରତ୍ୟେକ ଘର ଏକ ବିଦ୍ୟାଳୟ, ପ୍ରତ୍ୟେକ ପିତାମାତା ଜଣେ ଶିକ୍ଷକ’ ନାମକ...

tiger
ଜଙ୍ଗଲରେ ଲଢୁଥିଲେ କଲରାପତରିଆ-ଅଜଗର, ଆଉ ଶେଷରେ....

ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ସୁଶାନ୍ତ ନନ୍ଦା ଅନେକ ସମୟରେ ବନ୍ୟପ୍ରାଣୀଙ୍କ ନିଆରା ଭିଡିଓ ସବୁ ସୋଶାଲ ମିଡିଆରେ ପୋଷ୍ଟ କରି ବେଶ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରରେ ଭାଇରାଲ ହୋଇଛି।  ଏଥର କଲରାପତରିଆ ‍ବାଘ ଏବଂ...

baranashi
୧୬୦୦ କିମି ଚାଲିଚାଲି ଘରକୁ ଗଲେ, ହେଲେ ମା’ ଖୋଲିଲେନି କବାଟ

ବାରଣାସୀ: ମହାମାରୀ କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ସମସ୍ତେ ନିଜ ନିଜ ଘରେ ରହୁଛନ୍ତି। ନିହାତି ଆବଶ୍ୟକ ହେଲେ ଘରୁ ବାହାରକୁ ଆସଛୁନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସହରକୁ ଟଙ୍କା ରୋଜଗାର କରିବାକୁ ଆସିଥିବା ଲୋକଙ୍କ ସାମ୍ନାରେ ଜୀବିକା ସଙ୍କଟ...

ratan5555
ଖରାଦିନେ ଆଇସକ୍ରିମ୍ ଖାଇବାକୁ ମନାକଲେ ରତନ ରାଜପୁତ

ମୁମ୍ୱାଇ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ସମୟରେ ବଲିଉଡର ଟିଭି ଅଭିନେତ୍ରୀ ରତନ ରାଜପୁତ ନିଜ ଗାଁରେ ଫସିରହିଛନ୍ତି। ଗାଁରେ ରହିଥିବା ଯୋଗୁ ଦେଖିବା ପାଇଁ ରତନଙ୍କ ପାଖରେ ଟିଭି ନାହିଁ। ଏଭଳି ପରିସ୍ଥିତିରେ ସେ ଗାଁରେ ରହି ନିଜ ସ୍ୱାସ୍ଥ୍ୟର...

1pm
ଦିନ ୧ଟା ବେଳର ମୁଖ୍ୟଖବର

1 PM Headlines 12 April 2020 OdishaTV