• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

rugby
ଆଇସୋଲେସନ ନିୟମ ଭାଙ୍ଗି ଦୁଇ ଲୋକପ୍ରିୟ ରଗବୀ ଖେଳାଳି ଗିରଫ

ପ୍ୟାରିସ: ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ରଗବୀ ଖେଲାଳି ଗିରଫ ହୋଇଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ...

ନଗୂୋବ
ରୋହିତ, ବିରାଟଙ୍କ ଆହ୍ୱାନ: ଆଜି ରାତି ୯ ରେ ସମସ୍ତେ ଏକାଠି ହୁଅ

ନୂଆଦିଲ୍ଲୀ: ଆଜି ପ୍ରାଧାନମନ୍ତ୍ରୀଙ୍କ ଲାଇଟ୍ ଅଫ୍ ଆହ୍ୱାନକୁ ସମର୍ଥନ କରି ଦେଶବାସୀଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଭାରତର ଏକତା ଓ କରୋନା ସହିତ ଲଢୁଥିବା ସମସ୍ତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ...

ciorona
କଳାହାଣ୍ଡି କୋଭିଡ୍-19 ପଜିଟିଭ୍ ବ୍ୟକ୍ତିଙ୍କ ଗାଁକୁ ସିଲ୍ କଲା ପ୍ରଶାସନ

କଳାହାଣ୍ଡି: କଳାହାଣ୍ଡିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ତାସହ ଆଖପାଖ ଗାଁକୁ ମଧ୍ୟ ସିଲ୍ କରି ଯାନବାହନ କିମ୍ବା କୌଣସି ବ୍ୟକ୍ତିଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ମେଡିକାଲ୍ ଇମର୍ଜେନ୍ସୀ ଥିବା ବ୍ୟକ୍ତି ହିଁ ଲୋକେ...

corona
ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀରେ କରୋନା ରୋଗୀ କେମିତି ଆକ୍ରାନ୍ତ ହେଲେ ଆସିଲା ତଥ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା କୋଭିଡ୍-19 ଆକ୍ରାନ୍ତ କେମିତି ଏହି ରୋଗରେ ଆକ୍ରାନ୍ତ ହେଲେ ତାର ତଥ୍ୟ ଆଜି ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କର ବାହାର ରାଜ୍ୟ ସହିତ ଲିଙ୍କ୍ ରହିଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି (ଭୁବନେଶ୍ୱର...

Untitled-1
ଓଡ଼ିଶାରେ ପୁଣି ଜଣେ କୋଭିଡ୍-19 ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିର ଜଣେ ୨୯ ବର୍ଷୀୟ ଯୁବକ କୋଭିଡ୍-19 ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଯୁବକ ବାହାରିନ୍ ଯାଇଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ସ୍ପଷ୍ଟ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍...

diya
କାଲି ଲାଇଟ୍ ଅଫ୍ ନେଇ ପାଓ୍ୱାର ଗ୍ରିଡରେ ସମସ୍ୟା ଖବର ମିଛ: ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ରାତି ୯ଟାରୁ ୯ ମିନଟ ଯାଏଁ ସାରା ଦେଶରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଜୁଳି ବତୀ ଜାଳିବା ବନ୍ଦ ରଖିବେ। ତେବେ ଏହି ସମୟରେ ପାଓ୍ୱାର ଗ୍ରିଡ୍ ଚାଲୁ ରହି, ଏବଂ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ଆଜି କେନ୍ଦ୍ର ଶକ୍ତି...

love
ଘରେ ଥିଲେ କେଉଁ ସବୁ ସାବଧାନତା ଆପଣେଇବେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ

ନୂଆଦିଲ୍ଲୀ: ଘରେ ବି ମୁହଁ ଘୋଡ଼ାଇ ରୁହନ୍ତୁ। ଯଦି, ଜ୍ୱର, କାଶ, ଥଣ୍ଡା ରହିଛି ଅଥବା ଏଭଳି ରୋଗୀ ଘରେ ଅଛନ୍ତି ତାହା ହେଲେ ମୁହଁ ଘୋଡ଼ାଇବା ନିତ୍ୟାନ୍ତ ଆବଶ୍ୟକ। ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍...

corona
କରୋନା ଅପଡେଟ୍: ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଓ ମୃତ୍ୟୁ ସଂଖ୍ୟା କେତେ ଟପିଲା ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଏଯାବତ ଚିହ୍ନଟ ହୋଇଥିବା କରୋନା ମାମଲାର ୩୦ ପ୍ରତିଶତ ନୂଆଦିଲ୍ଲୀର ନିଜାମୁଦ୍ଦିନ ମରକଜ ସହିତ ଲିଙ୍କ୍ ରହିଛି।ଦେଶର ମୋଟ ୨୯୦୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଏଥିରୁ ୧୦୨୩ଟି ତବଲିଗି ଜମାତ ସହିତ ଲିଙ୍କ ଅଛି। ମୋଟ ୧୭ଟି ରାଜ୍ୟରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରାଯାଇଛି।...

rumesrs
ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି।...

money
ନୋଟ୍ କିମ୍ବା କଏନ୍‌ରୁ କରୋନା ଭାଇରସ୍ ବ୍ୟାପେ କି ?

କରୋନା ଭାଇରସ୍ ମହାମାରୀକୁ ରୋକିବା ପାଇଁ  ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ନଗଦ ଟଙ୍କା କାରବାର ନକରି ଡିଜିଟାଲ୍ ପେମେଣ୍ଟ କରିବାକୁ ପରାମର୍ଶ ଦେଇଥିଲା। ଆରବିଆଇର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ୍ କହିଥିଲେ ନଗଦ କାରବାର ପାଇଁ ଆପଣଙ୍କୁ ଭିଡ଼ ଜାଗାକୁ ଯାଇପାରନ୍ତି। ଫଳରୋ କରୋନା ସଂକ୍ରମଣ ଆଶଂକା...

ohoti
ଜ୍ୱର ଓ ଶ୍ୱାସ ତଥ୍ୟ ଲୁଚାଇଲେ ଘରୋଇ ହସ୍ପିଟାଲର ଲାଇସେନ୍ସ ରଦ୍ଦ ହେବ

ଭୁବନେଶ୍ୱର: ସରକାରୀ ହେଉ କି ବେସରକାରୀ ରାଜ୍ୟର କୌଣସି ହସ୍ପିଟାଲରେ ଶ୍ୱାସ ଯନ୍ତ୍ରଣା ଭୋଗୁଥିବା କିମ୍ବା ଫ୍ଲୁ ଆକ୍ରାନ୍ତ ଥାଆନ୍ତି, ତେବେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ସମ୍ପର୍କରେ ତୁରନ୍ତ ସରକାରଙ୍କୁ ତଥ୍ୟ ଦିଅନ୍ତୁ ରାଜ୍ୟରେ କରୋନା ଭାଇରସର ଦୃଢ଼ ମୁକାବିଲା ଲାଗି ଆଜି ଏଭଳି  ନିବେଦନ କରିଛନ୍ତି...

graph
ରାଜ୍ୟର କରୋନା ସ୍ଥିତି ଓ ଘଟଣାକ୍ରମ ଏମିତି 

ଭୁବନେଶ୍ୱର: ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି। ୧୮ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ କରୋନା ସଂଖ୍ୟା ୨୦ କୁ...

corona-virus-w
ଓଡ଼ିଶାରେ ବଢ଼ିଲା କରୋନା ରୋଗୀଙ୍କ ସଂଖ୍ୟା- ବମିଖାଲ୍‌ ପୁଣି ୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍‌ରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତିନି ଜଣ ଭାଇ ବୋଲି ଖବର ଶୁଣିବାକୁ ମିଳୁଛି। ଏହି ୩ ପଜିଟିଭ ପରେ କରୋନା ଚିହ୍ନଟ...

coromna
ଚାଇନା ବିରୋଧରେ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେଲା ଆସିଜେ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କାଉନସିଲ୍‌ ଅଫ୍‌ ଜୁରିଷ୍ଟସ୍‌ ଚାଇନା ବିରୋଧରେ ଜାତିସଂଘ ମାନବ ଅଧିକାର ପରିଷଦର ଦ୍ୱାରସ୍ଥ ହୋଇଛି। ଏଥିରେ ଅଭିଯୋଗ ଅଣାଯାଇଛି ଚାଇନା କୋଭିଡ୍‌-୧୯ ଭାଇରସ୍‌କୁ ସାରା ବିଶ୍ୱକୁ ଛାଡ଼ି ‘ଗୁରୁତର ଶାରିରୀକ, ମାନସିକ, ଆର୍ଥିକ ଏବଂ ସାମାଜିକ କ୍ଷତି’ ପହଞ୍ଚାଇଛି। ଆଇସିଜେ ମାନବାଧିକାର ପରିଷଦ ନିକଟରେ ଦାବି...

tabliogui
ତବଲିଗି ଜମାତ ଧାର୍ମିକ ସଭାରେ ଯୋଗ ଦେଇଥିବା ମୋଟ ୬୪୭ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ମୋଟ ୬୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି  ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଏହି ସମାରୋହ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର...

cutaclk
କୋଭିଡ୍-୧୯ ମୁକାବିଲା ପାଇଁ ୨ କୋଟିରୁ ଅଧିକ ଟଙ୍କା ସହାୟତା ଦେଲା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ

କଟକ : କୋଭିଡ୍‌-୧୯ ମୁକାବିଲା ପାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨କୋଟି ୩ ଲକ୍ଷ ୨୭ ହଜାର ୮୫୧ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଏହି...

aap
ଆପଣ କରୋନା ସଂକ୍ରମିତ ହେବାର ଆଶଙ୍କା ଅଛି କି ନାହିଁ କହିଦେବ ଏହି ସରକାରୀ ଆପ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହି  ଭାଇରସ୍‌କୁ ଟ୍ରାକ୍‌ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି। ଏହି ଆପ୍‌ର ନାଁ ହେଉଛି ଆରୋଗ୍ୟ ସେତୁ (Aarogya setu)। ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା...