ଭୁବନେଶ୍ୱର: ଭୁବନେଶ୍ୱର ସୂର୍ଯ୍ୟନଗର କଣ୍ଟେନମେଣ୍ଟ ଅଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ କରାଯାଇଛି। NCC ଅଫିସ୍ ଠାରୁ ମୁମତାଜ ଅଲୀ ରୋଡ ଦେଇ ନ୍ୟାସନାଲ ପ୍ରଡିଭ୍ କାଉନ୍ସିଲ୍ ଅଫିସ୍ ଯାଏଁ ସିଲ୍ କରାଯାଇଛି। ନ୍ୟାସନାଲ ପ୍ରଡିଭ୍ କାଉନ୍ସିଲ୍ ଅଫିସ୍ ଠାରୁ ସୂର୍ଯ୍ୟ କଂପ୍ଲେକ୍ସ ଯାଏଁ ଏବଂ ସୂର୍ଯ୍ୟ କଂପ୍ଲେକ୍ସ ଠାରୁ...
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡ୍ ଲାଇନ୍ ଅନୁଯାୟୀ, ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଦେଶରେ କଣ ବନ୍ଦ ରହିବ କଣ ଖୁଲା ରହିବ ଆସନ୍ତୁ ଜାଣିବା। ଏହିସବୁ ବନ୍ଦ ରହିବ ସମସ୍ତ ଘରୋଇ ଓ...
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ। ଚଳିତଥର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ। ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ...
ପୁରୀ: ଫୁଲ ଓ ତୁଳସୀ ପ୍ରିୟ ଜଗା ପାଖରେ ତୁଳସୀ ଅଭାବ ! ଶୁଣିବା ପରେ ମୋ’ ଆଖିରୁ ଦି’ ଟୋପା ଲୁହ ବୋହିଗଲା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କର ତୁଳସୀ ଅଭାବ ରହିଛି!! ମୁଁ କେମିତି ଶ୍ରୀକ୍ଷେତ୍ରରେ ପହଞ୍ଚାଇବି ଫୁଲ ଓ ତୁଳସୀ? ଏହି...
ଭୁବନେଶ୍ୱର: ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ...
ଭୁବନେଶ୍ୱର:ରାଜଧାନୀର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଥିବା ସ୍ଥାନକୁ ବିଏମ୍ସି ପକ୍ଷରୁ ବିଶୋଧନ କରାଯାଇଛି। ଦୁଇଟି ଡ୍ରୋନ ସାହାର୍ଯ୍ୟରେ ଆକାଶମାର୍ଗରୁ ଏହି ବିଶୋଧନ ପ୍ରକ୍ରିୟା ଚାଲିଛି । ସହରର ବିଭିନ୍ନ ସ୍ଥାନରେ ବିଶୋଧନ ସିଞ୍ଚନ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ର ମିଳିତ ପ୍ରୟାସରେ ଏହି...
ମାଲକାନାଗିରି: ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ତାଙ୍କ ନାଁ ଲକ୍ଷ୍ମୀବାଇ। କରୋନା ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡିଥିବାବେଳେ ସେ ମଧ୍ୟ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଭୁଲି ନାହାନ୍ତି। ଲୋକଙ୍କୁ କରୋନା...
ନୂଆଦିଲ୍ଲୀ: କରୋନା ଭାଇରସରୁ ରକ୍ଷା ପାଇବା ନିମନ୍ତେ ଘର ତିଆରି ମାସ୍କକୁ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍, ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି। ପିଏମ ମୋଦିଙ୍କ ଅପିଲ୍କୁ ଏକ ୧୦ ବର୍ଷର ବାଳକ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ସେ ଘରେ ରହି...
ବ୍ରିଟେନ୍: ମହାମାରୀ କରୋନା ପାଇଁ ଅନେକ ପରିବାର ଉଜୁଡ଼ି ଯାଉଛି। ଆପଣାର ମଣିଷଙ୍କୁ ହରାଇ ଅନେକ ଅସହାୟ ହୋଇ ପଡୁଛନ୍ତି। ତା ଭିତରେ ବି ଏମିତି ଲୋକ ଅଛନ୍ତି ଯେଉଁମାନେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସେବାରେ ଲାଗିଛନ୍ତି। ଏମିତି ଜଣେ ବ୍ୟକ୍ତି ଡେନ୍ ବେଭିସ୍। ବୁଲି ବୁଲି କରୋନା...
ନୋଏଡା: ନୋଏଡାର ଜାରଚା ଅଞ୍ଚଳର ଦୟାନଗର ଗାଁରେ ଲକ୍ଡାଉନ୍ ସମୟରେ ଘରେ ରହି ଚାରିଜଣ ସାଙ୍ଗ ଲୁଡୋ ଖେଳୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖାସି ଦେବାରୁ ଝଗଡା ଆରମ୍ଭ ହୋଇଥିଲା। ଝଗଡାର ରୂପ ଏତେ ଭୟଙ୍କର ଥିଲା ଯେ ଜଣେ ଯୁବକ ଅନ୍ୟ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ।...
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍ଡାଉନ୍। ଲକ୍ଡାଉନ୍ର ଅବଧି ବଢ଼ିଥିବାରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଜିଲ୍ଲାରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଫସି ରହିଥିବା ଶ୍ରମିକମାନେ ଦିନରେ ଥରେ ମାତ୍ର ଖାଦ୍ୟ ଖାଇବାକୁ ପାଉଛନ୍ତି।...
ନୂଆଦିଲ୍ଲୀ: ଭାରତରେ କରୋନା ଜନତି ମୃତ୍ୟୁ ସଂଖ୍ୟା ୩୫୩ ଛୁଇଁଛି। ଗତ ୨୪ ଘଣ୍ଟାରେ କରୋନା ଭୂତାଣୁରେ ଦେଶରେ ୩୧ ଜଣଙ୍କ ଜୀବନ ନେଇଛି କୋଭିଡ-୧୯ ଭୂତାଣୁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏବେ ସୁଦ୍ଧା ୯ହଜାର ୨୭୨ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ...
ଯାଜପୁର: ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଦର ଅଞ୍ଚଳର ସାନ ତ୍ରିଲୋଚନପୁର ଓ ସଇପୁରକୁ କଣ୍ଟେନ୍ମେଣ୍ଟ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଆଗାମୀ ୭ ଦିନ ପାଇଁ ସଂପୃକ୍ତ ଅଞ୍ଚଳ ଆବଦ୍ଧ ହୋଇ ରହିବ। ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଚାଲିଛି।...