ନୂଆଦିଲ୍ଲୀ: କୋଭିଡ୍-୧୯ ଭାଇରସ୍ ପାଇଁ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି। କରୋନାରୁ ଭଲ ହୋଇଥିବା ବ୍ୟକ୍ତି ପୁଣିଥରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି କି ? ଏହାର ଉତ୍ତର ଖୋଜିବା ପାଇଁ ଏକ ସର୍ଭେ ହୋଇଥିଲା। ଏହି ସର୍ଭେ ରିପୋର୍ଟରେ...
ବ୍ରହ୍ମପୁର: କଅଁଳ ହୃଦୟ ଭିତରୁ ଏତେ ହିଂସା ଓ କ୍ରୋଧ ଆସିଲା କେଉଁଠୁ ? ସାମାନ୍ୟ କ୍ରିକେଟ ଖେଳରୁ ସାଙ୍ଗକୁ ବ୍ୟାଟ୍ରେ ପିଟି ପିଟି ମାରିଦେଲା ସାଙ୍ଗ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ବ୍ୟାଟ୍ରେ ପିଟି...
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ଜାରି ରହିଥିବାବେଳେ ଆଗକୁ ଲକ୍ଡାଉନ୍ ବଢ଼ିବ ନା ନାହିଁ, ସେନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା ଏହି ଆଲୋଚନା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,...
ବେଙ୍ଗାଲୁରୁ: ଦେଶରେ କୋଭିଡ୍-୧୯ ଭଳି ବିପତ୍ତି ସମୟରେ ଦେଶବାସୀଙ୍କୁ ଖାଦ୍ୟ ଓ ପାନୀୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଟାଟା ପ୍ରଡକ୍ଟ ଓ ଇ- କମର୍ସ କମ୍ପାନୀ ଫ୍ଲିପ୍କାର୍ଟ। ଦେଶରେ ଚାଲିଥିବା ଲକ୍ଡାଉନ୍ ସ୍ଥିତି ସାମ୍ଭାବ୍ୟ ବୃଦ୍ଧି ନେଇ ଏହି ଦୁଇ କମ୍ପାନୀ ମିଳିତ...
ନୂଆଦିଲ୍ଲୀ: ଲକ୍ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଲକ୍ ଡାଉନ୍ କଟକଣାରୁ ମତ୍ସ୍ୟ ଚାଷକୁ ବାଦ୍ ଦେଇଛନ୍ତି କେନ୍ଦ୍ର ସରକାର। ସମୁଦ୍ରରେ ମାଛ ଧରିବା ଏବଂ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ୍ଡାଉନ୍ କଟକଣା ଲାଗିବ ନାହିଁ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ...
ଭୁବନେଶ୍ୱର: କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲ୍ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡ ମୁଣ୍ଡା...
ଭୁବନେଶ୍ୱର: ସାଣ୍ଡ ଆର୍ଟ ଓ ଆନିମେସନ ମାଧ୍ୟମରେ କରୋନା ସଚେଚନତାର ବାର୍ତ୍ତା ବାଣ୍ଟିଲେ ବାଲୁକା ଶିଳ୍ପୀ ମାନସ ସାହୁ। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ସବୁବେଳେ ମାସ୍କ ପିନ୍ଧନ୍ତୁ ଏବଂ ଆବଶ୍ୟକ ନଥିଲେ ଘର ବାହାରକୁ ଯାଆନ୍ତୁ ନାହିଁ। ଅନିମେଟେଡ୍ ବାଲୁକା କଳା ମାଧ୍ୟମରେ ଏମିତି କିଛି ସଚେତନାର...
ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି...