ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ମିଳିଥିବା ବିସ୍ଫୋରକ କାର୍ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ (ନ୍ୟାସ୍ନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି)। ମହାରାଷ୍ଟ୍ର ଆଣ୍ଟି ଟେରୋରିସିମ୍ ସ୍କ୍ୱାର୍ଡ ଠାରୁ ମାମଲା ନେଇ ଏନ୍ଆଇଏ ଏହାର ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବା ବୋଲି ସୂଚନା ମିଳିଛି।...
ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ୧୨ ଦିନ ଧରି ଧରି ଯେଉଁ ସୁନ୍ଦରୀ ଶିମିଳିପାଳକୁ ନାଶ କରିଚାଲିଛି ସର୍ବଗିଳା ନିଆଁ, ଆଜି ଯାଏଁ...
କୋଲକାତା: ଦିଦିଙ୍କ ଗଡ଼ରେ ମୋଦିଙ୍କ ନିର୍ବାଚନୀ ରଣହୁଙ୍କାର। ଏକାଧିକ ପ୍ରସଙ୍ଗରେ ମମତାଙ୍କୁ ସିଧା ଟାର୍ଗେଟ୍ କଲେ ମୋଦି। କୋଲକାତା ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧନ କରି ପୁଣି ଆସୋଲ୍ ପରିବର୍ତ୍ତନ ଓ ସୋନାର୍ ବାଂଲାର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ। दीदी, कुछ दिन पहले...
ଭୁବନେଶ୍ୱର: କୋଲକାତାର ପରେଡ ଗ୍ରାଉଣ୍ଡରେ ବିଜେପିର ବିଶାଳ ରାଲିରେ ଲୋକଙ୍କୁ ସମ୍ବୋଧନ କରି ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ମୋଦିଙ୍କୁ ସାମ୍ନା ସାମ୍ନି ଡିବେଟ୍ କରିବାକୁ ଆହ୍ୱାନ ଦେଇଛନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ଏପଟେ ରାଲିରେ ମୋଦି ମମତାଙ୍କୁ ଟାର୍ଗେଟ୍ କରି ଦିଦି...
କୋଲକାତା: ସବୁ ଅନୁମାନ ଓ ରାଜନୀତି ଗଣିତକୁ ସତ କରି ବିଜେପିରେ ମିଶିଛନ୍ତି ବଲିଉଡ୍ ଦାଦା ମିଥୁନ ଚକ୍ରବର୍ତ୍ତୀ। କୋଲକାତାରେ ଏକ ବିଶାଳ ସମାବେଶରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ। ବିଜେପିରେ ଦାଦାଙ୍କ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନେକ ମିଡିଆରେ ଏନେଇ ଖବର...
ପୁରୀ: ୨୭-୦୨-୨୦୨୧ ଶ୍ରୀକ୍ଷେତ୍ରର ବିକାଶ ଲାଗି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ତିନି ତିନିଟି ସଂକଳ୍ପ ପାରିତ ହୋଇଥିଲା। ସେ ଭିତରୁ ଗୋଟିଏ ସଂକଳ୍ପ ଶ୍ରୀମନ୍ଦିର ପାଇଁ ପାଣ୍ଠି ସଂଗ୍ରହ ପାଇଁ ଥିଲା। ଆଉ ଏହାର ଠିକ୍ ପର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷେ ଟଙ୍କା...
ଭୁବନେଶ୍ୱର: ଆଜି ଭୁବନେଶ୍ୱର IRC Village N-2 ଘଟିଥିବା ଘଟଣା ଅକ୍ଟୋବର ୪ ତାରିଖର ସେହି ଲୋମଟାଙ୍କୁରା ଅପରାଧକୁ ମନେ ପକାଇ ଦେଉଛି। ସେଦି ସ୍ପଷ୍ଟ ଦିବାଲୋକରେ ସାମନ୍ତରାପୁରରେ ସୈତାନ ଖେଳିଥିଲେ ରକ୍ତର ହୋଲି। ଆଉ ଆଜିର ଦୃଶ୍ୟ ବି ଥିଲା ଠିକ୍ ସେମିତି। ସାମନ୍ତରାପୁର ହତ୍ୟା ଘଟଣାର...
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି ଦଳ। ୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମସି ଟିକେଟ୍ରେ ଜିତି ଆସୁଥିଲେ। ହେଲେ ଗତବର୍ଷ ଡିସେମ୍ବର ସେ...
ନୁଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ରରେ ଧୀରେ ଧୀରେ କରୋନା ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଏକ ଉତ୍ତସ୍ତରୀୟ ସ୍ୱାସ୍ଥ୍ୟ ଏକ୍ସପର୍ଟ ଟିମ୍ ପଠାଇଛନ୍ତି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରିବ। କୋଭିଡ୍-୧୯ର...
ଭୁବନେଶ୍ୱର: ଆସନ୍ତା ୨୦୨୧ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ସଂଶୋଧନ କରିବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବ୍ୟାବହାରିକ ବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏକ ନୂତନ ଉତ୍ତର ପୁସ୍ତକ ଆଣିଛି। ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁସାରେ ଚଳିତ...
ଇସ୍ଲମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ସ୍ଥିର ହେଲା। ଅନାସ୍ଥା ଭୋଟ୍ରେ ଜିତିଲେ ଇମ୍ରାନ ଖାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆଜି ସଂସଦରେ ହୋଇଥିବା ଅନାସ୍ଥା ଭୋଟକୁ ଜିତି ନେଇଛନ୍ତି ଇମ୍ରାନ ଖାନ୍। ସଂସଦର ନିମ୍ନ ସଦନର ୩୪୨ ଭୋଟ୍ ମଧ୍ୟରୁ ଇମ୍ରାନଙ୍କ ସପକ୍ଷରେ ୧୭୮ଟି...
ନୂଆଦିଲ୍ଲୀ: ଭାରତୀୟଙ୍କୁ ଗୁଳିକରି ମାରିଲା ନେପାଳ ପୋଲିସ୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜମେ ନିଖୋଜ୍ ହୋଇଯାଛନ୍ତି । ମୃତ ବ୍ୟକ୍ତି ଜଣକ ଅନ୍ୟ ଦୁଇ ଜଣଙ୍କ ସହିତ ଭାରତ-ନେପାଳ ବୋର୍ଡର ଦେଇ ଆରପାଖକୁ ଯାଇଥିବା ବେଳେ ନେପାଳ ପୋଲିସ୍ ସହିତ ମୁହାଁମୁହିଁ ହୋଇଥିଲା। ଏଥିରେ...
ନୂଆଦିଲ୍ଲୀ: ଦିନିକିଆ କରୋନା ଭାଇରସ ଚିହ୍ନଟ ପ୍ରକ୍ରିୟାରେ ଗତକାଲି ଅପେକ୍ଷା ଆଜି କମ୍ ସଂଖ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ଦେଶରେ ୧୬,୮୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସ୍ଥାନୀୟ ନିର୍ବାଚନ ଶାନ୍ତଶୃଙ୍ଖଳାର ସହିତ ଶେଷ ହେବାର କିଛି ସପ୍ତାହ ପରେ ତିନି ଡଜନରୁ ଅଧିକ ୱାର୍ଡ ମେମ୍ବର ଓ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ମୁଣ୍ଡକାଟ ଧମକ୍ ଦେଇଥିବା ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ସୂଚନା ଦେଇଛନ୍ତି।...
କଟକ: ଜାଗରଯାତ୍ରା ଅବସରରେ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୧ ତାରିଖରେ ଶିବରାତ୍ରୀ ତିଥି ଥିବାବେଳେ ଏହି ବର୍ଷ ଜାଗରଯାତ୍ରା ଲାଗି ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକଙ୍କୁ...
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଜାତୀୟ ଭଲିବଲ ମହାକୁମ୍ଭ। ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳରେ ପ୍ରାୟ ୧୫ଶହ ଖେଳାଳି ଓ ଅଫିସିଆଲ ଚାମ୍ପିୟାନସିପ୍ରେ ଭାଗ ନେଉଛନ୍ତି। ଆଗାମୀ ଏସିଆନ ଭଲିବଲ ଚାମ୍ପିୟାନସିପ ପାଇଁ ଭାରତୀୟ ଦଳ ବଛା ହେବ। ପ୍ରଥମ...