• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

dharmendra
କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ରହିବ ଭାରତ

ନୂଆଦିଲ୍ଲୀ: କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ। ତେଣୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ସହିତ ଭାରତ ଭଳି ତୈଳ କ୍ରୟ କରୁଥିବା ଦେଶର ସ୍ୱାର୍ଥ ପ୍ରତି ବି ବିଶ୍ୱ ସ୍ତରରେ ଦୃଷ୍ଟି ଦିଆଯିବା ଦରକାର। ଗତକାଲି ଜି-୨୦ ଉର୍ଜା...

pm-modi
ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ଆଲୋଚନାରେ କରୋନା ମୁକାବିଲା କି ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହେବ। ଦେଶବ୍ୟାପୀ ଲକ୍‌ଡାଉନ୍‌ ଅବଧି ଆଉ...

sala
ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର୍‌

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ଲକ୍ଷେ ଟପିଲା ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ୧ ଲକ୍ଷ ୨ ହଜାର ୭୩୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୭...

odisha-1585908668
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା: ୧୨ ସୁସ୍ଥ ହେଲେ

ଭୁବନେଶ୍ୱର: ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌ରେ ତଥ୍ୟ ଦିଆଯାଇଛି। ଏହି ତଥ୍ୟ ଅନୁଯାୟୀ ୧୦ ତାରିଖ ବା ଶୁକ୍ରବାର ଦିନ ମୋଟ...

sachin
କରୋନା ମୁକାବିଲା ପାଇଁ ପୂର୍ବରୁ ୫୦ ଲକ୍ଷ ସହାୟତା ଦେଇଥିଲେ, ଏବେ ପୁଣି ଏକ ବଡ଼ ଘୋଷଣା କଲେ ସଚିନ୍‌

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର। ପୂର୍ବରୁ ୫୦ଲକ୍ଷ ଟଙ୍କାର ସହାୟତାର ପ୍ରଦାନ କରିଥିବା ସଚିନ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସଚିନ ଏବେ ଗୋଟିଏ ମାସରେ ୫ହଜାର ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବାକୁ...

Kupwara
ପାକ୍‌ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଉଡ଼ାଇଲା ଭାରତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାରା ଦେଶ ଯେତେବେଳେ କରୋନା ବା କୋଭିଡ୍‌-୧୯ ସହ ଲଢ଼େଇ କରୁଛି ଏଲ୍‌ଓସିରେ ପାକିସ୍ତାନ ଷଡ଼ଯନ୍ତ୍ରର ପସରା ମେଲାଇଛି। ଶୁକ୍ରବାର ଏହାର ଜବାବ ଦେଇ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲଞ୍ଚପ୍ୟାଡ୍‌ ଉପରେ ହମ୍‌ଲା ଆରମ୍ଭ କରିଛି ଭାରତୀୟ ସେନା। ଗତ ରବିବାରଠାରୁ ଲାଗିରହିଥିବା ଏହି ଅଶାନ୍ତିର...

sd
କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍

ଭୁବନେଶ୍ୱର: ରାଜ୍ୟର କରୋନା ପରୀକ୍ଷଣରେ ନୂଆ ମୋଡ଼ ଆଣିବ ରାପିଡ୍ ଟେଷ୍ଟ୍। ରାଜ୍ୟରେ ପ୍ରାୟ ୨ ଲକ୍ଷ ଲୋକଙ୍କ ଆଣ୍ଟିବଡି ବେସ୍ଡ ରାପିଡ ଟେଷ୍ଟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ DMET ସିବିକେ ମହାନ୍ତି କହିଛନ୍ତି। ଡିଏମ୍ଇଟି କହିଛନ୍ତି ଯେ, ଲକ୍‌ଡାଉନ ପୂର୍ବରୁ...

child
କେମିତି କୋଭିଡ୍‌-୧୯ ଆକ୍ରାନ୍ତ ହେଲେ ଦୁଇ ଶିଶୁ ଓ ସେମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ ବିଷୟରେ ମିଳିଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନାର ଆକ୍ରାନ୍ତ ହୋଇଛନ୍ତି ଶିଶୁ ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ନୂଆ ୬ ଜଣ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟାଙ୍କ ସହ ଜଣେ ମହିଳା ରହିଥିବା ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର...

virat
ସଚିନ୍‌ ଓ ବିରାଟ କିଏ ବେଷ୍ଟ, କ'ଣ କହିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ?

ମେଲବର୍ଣ୍ଣ: ଜଣଙ୍କୁ କ୍ରିକେଟ୍‌ର ଗଡ୍ ବୋଲି କୁହାଯାଏ, ଆଉ ଜଣେ ବର୍ତ୍ତମାନ ବିଶ୍ୱର ନମ୍ବର୍‌ ୱାନ୍‌ ବ୍ୟାଟ୍ସମ୍ୟାନ୍। ସଚିନ୍ ଓ ବିରାଟ୍ ଏହି ଦୁଇ ଖେଳାଳିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ।  ବିରାଟ୍‌ଙ୍କ ଖେଳ ଦେଖିଲେ ସେ ସଚିନ୍‌ଙ୍କ ରେକର୍ଡ କାଟିପାରନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା...

minister
ଲକ୍‌ଡାଉନ ଅବଧି ବଢ଼ିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଂକେତ

ନୂଆଦିଲ୍ଲୀ: ଦେଶରେ ବଢ଼ିପାରେ ଲକ୍‌ଡାଉନ ଅବଧି। ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ପ୍ରାୟତଃ ୫ରୁ ୬ ସପ୍ତାହ ଲକ୍‌ଡାଉନ କରିଛନ୍ତି। ଭାରତରେ...

what
ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି କୋବିନ୍ଦଙ୍କୁ ଟ୍ୱିଟର୍‌ରେ ଫଲୋ କଲା ହ୍ୱାଇଟ୍‌ ହାଉସ୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟ୍ୱିଟର୍‌ ଫଲୋ କଲା ଆମେରିକାର କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍‌। ପ୍ରଥମ ଥର ପାଇଁ ଆମେରିକା ବ୍ୟତିରେକ ଅନ୍ୟ କୌଣସି ରାଷ୍ଟ୍ର ନେତାଙ୍କୁ ଫଲୋ କରିଛି ହ୍ୱାଇଟ୍ ହାଉସ୍‌। ସୂଚନାଯୋଗ୍ୟ ଯେ, ହ୍ୱାଇଟ୍‌ ହାଉସ୍‌ ଆମେରିକାର...

aho
ଭୁଲ୍ ସ୍ୱୀକାର କଲା WHO: ଭାରତରେ ହୋଇନି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଷ୍ଟେଜ-୩ ବା ଗୋଷ୍ଠୀ ସଂକ୍ରମଣରେ ପହଞ୍ଚି ସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ରିପୋର୍ଟ  ଦେଇଥିଲା। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି। ତା ସହ ଭାରତରେ କରୋନା ଏଯାଏ ଗୋଷ୍ଠୀ ସଂକ୍ରମଣର ରୂପ ନେଇ...

coronasvairus
ଭାରତର ଏମିତି ସ୍ଥିତି ବିଗାଡ଼ିଛି କରୋନା: ଏହି ୫ ରାଜ୍ୟ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଭାରତର ବି ସ୍ଥିତି ବିଗାଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ ଜଣଙ୍କ ମୃତ୍ୟୁ ହେଲାଣି। ତେବେ କରୋନା ଦ୍ୱାରା ଦେଶର ୫ ରାଜ୍ୟ...

Untitled-1
ରାଜ୍ୟର ପ୍ରଥମକରି ଦୁଇ ଶିଶୁଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଏପର୍ଯ୍ୟନ୍ତ ରାଜ୍ୟରେ ବୟସ୍କ କିମ୍ବା ଯୁବକମାନଙ୍କୁ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହେଉଥିଲେ। ତେବେ  ଆଜି ପ୍ରଥମ ଥର ପାଇଁ ଦୁଇଟି ଶିଶୁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏହି ୨ ଶିଶୁ ଅଛନ୍ତି। ଝାରପଡ଼ାର ୪୨ ନମ୍ବର ସଂକ୍ରମିତ ବ୍ୟକ୍ତିଙ୍କ...

guard-honer
ସଫେଇ କର୍ମଚାରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର; ଉପରୁ ବର୍ଷିଲା ଫୁଲ

ଥିରୁନେଲଭେଲି: କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସଫେଇ କର୍ମଚାରୀମାନେ ତାଙ୍କର ସେବା ଜାରି ରଖିଛନ୍ତି। ସେମାନେ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସଫାସୁତୁରା ରଖିଛନ୍ତି। କଠିନ ପରିସ୍ଥିତିରେ ସେମାନଙ୍କର ଅବଦାନ ପାଇଁ ସେମାନଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।...

gajapati
କରୋନା ପାଇଁ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍ ନିଷ୍ପତ୍ତି ବିଷୟରେ ଏମିତି କହିଲେ ଗଜପତି ମହାରାଜା

ପୁରୀ: କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍ ନିଷ୍ପତ୍ତି ଅବସରରେ ରାଜ୍ୟବାସୀଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। କରୋନା ଭୂତାଣୁର ଭୟାବହତା ଦୃଷ୍ଟିରୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନକୁ ବଳବତ୍ତର ରଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଆନ୍ତରିକତାର...